ନାଗପୁର ଟେଷ୍ଟ ଜିତିବା ପରେ ଟିମ୍ ଇଣ୍ଡିଆକୁ ଲାଗିଲା ଝଟକା, ଜାଡେଜାଙ୍କ ଉପରେ ଲାଗିଲା ଜରିମାନା
ଭାରତ ନାଗପୁର ଟେଷ୍ଟ ମ୍ୟାଚକୁ ଇନିଂସ ବିଜୟ ସହ ୧୩୨ ରନରେ ଜିତି ନେଇଛି । ଟିମ୍ ଇଣ୍ଡିଆର ଫ୍ୟାନ୍ସ ବିଜୟ ଉତ୍ସବ ମନାଉଥିବା ବେଳେ ଆଇସିସି ଏକ ନିରାଶ ଭଳି ଖବର ଦେଇଛି । ଆଇସିସି ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ଉପରେ ୨୫ ପ୍ରତିଶତ ମ୍ୟାଚ୍ ଫି ଜରିମାନା ଲଗାଇଛି । ଆଇସିସି…