Below header
Browsing Tag

Ravindra Jadeja

ଇଂଲଣ୍ଡ-ଭାରତ ଟେଷ୍ଟ : ୪୧୬ ରନରେ ଅଲଆଉଟ ହେଲା ଟିମ୍‌ ଇଣ୍ଡିଆ, ଶତକ ମାରିଲେ ଜାଡେଜା

ଇଂଲଣ୍ଡ-ଭାରତ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସରେ ଟିମ୍‌ ଇଣ୍ଡିଆ ୪୧୬ ରନ୍‌ କରି ଅଲଆଉଟ ହୋଇଛି । ଗତକାଲି ରିଷଭ ପନ୍ତ ଦମଦାର ଶତକ ମାରିଥିବା ବେଳେ ଆଜିରବିନ୍ଦ୍ର ଜାଡେଜା ଶତକ ମାରିଛନ୍ତି। ଜାଡେଜା ୧୯୪ ବଲ୍‌ ଖେଳି ୧୦୪ ରନ୍‌ କରିଛନ୍ତି। ଯେଉଁଥିରେ ୧୩ ଟି ଚଉକା ସାମିଲ ରହିଛି। ଏହି ଶତକ…

ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଜାଡେଜା ମାରିଲେ ଟେଷ୍ଟ କ୍ରିକେଟରେ ଦ୍ୱିତୀୟ ସେଞ୍ଚୁରୀ, ଇଣ୍ଡିଆ ୪୬୮/୭

ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଶତକ ମାରିଛନ୍ତି। ବିରାଟଙ୍କ ୧୦୦ତମ ମ୍ୟାଚରେ ଇଣ୍ଟରନ୍ୟାସନାଲ କ୍ୟାରିଅରରେ ସବୁଠାରୁ ବଡ ଇନିଂସ ଖେଳିଛନ୍ତି ଜାଡେଜା। ବାମ ହାତୀ ବ୍ୟାଟ୍ସମ୍ୟାନ ପ୍ରଥମ ଟେଷ୍ଟରେ ୧୬୦ ବଲରେ ୧୦ଟି ଚଉକା ମାରି ନିଜର…

ରବିନ୍ଦ୍ର ଜାଡେଜାଙ୍କ ଉପରେ ଚଢ଼ିଲା ‘ପୁଷ୍ପା’ ଜ୍ୱର, ଓ୍ଵିକେଟ ନେବା ପରେ ମଇଦାନରେ ଦେଖାଇଲେ ଷ୍ଟାଇଲ୍‌

ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ସୋସିଆଲ ମିଡିଆରେ ନିଜର ଲୁକ୍ସ ଏବଂ ଷ୍ଟାଇଲ କାରଣରୁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ସେ ଖେଳରେ ନିଜର ଜବରଦସ୍ତ ପ୍ରଦର୍ଶନ ସହିତ ଆକ୍ଟିଙ୍ଗରେ ମଧ୍ୟ ସୌକିନ୍‌ ରଖିଥାନ୍ତି। ଆଉ ଏବେ ତାଙ୍କ ପାଖରେ ପୁଷ୍ପାର ଭୂତ ପଶିଯାଇଛି ଯାହା ଓଲ୍ହଇବାରେ ନାଁ…

ମେଗା ଅକ୍ସନ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସର ବଡ଼ ଘୋଷଣା, ଧୋନୀ ନୁହେଁ ଜାଡେଜା ନେବେ ଦଳର ଦାୟିତ୍ୱ

ବର୍ଷ ୨୦୨୨ରେ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍ ଲାଗି ଚେନ୍ନାଇ ସୁପର କିଙ୍ଗ୍ସ ମହେନ୍ଦ୍ର ସିଂହ ଧୋନୀଙ୍କ ଉତ୍ତରାଧିକାରୀ ଚୟନ କରିସାରିଛି । ମହେନ୍ଦ୍ର ସିଂ ଧୋନୀ ହେବେ ଦଳର ମେଣ୍ଟର । ମହେନ୍ଦ୍ର ସିଂ ଧୋନୀଙ୍କ ସ୍ଥାନ ନେଇପାରନ୍ତି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା । ୨୦୨୨ରେ…

ହ୍ଵାଇଟ୍‌ ବଲ୍‌ କ୍ରିକେଟ ଅଧିକ ଦିନ ଖେଳିବା ପାଇଁ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇପାରନ୍ତି ରବିନ୍ଦ୍ର ଜାଡେଜା!

ବିଶ୍ୱର ଶ୍ରେଷ୍ଠ ଅଲରାଉଣ୍ଡର ଭାବେ ବେଶ୍‌ ଜଣାଶୁଣା ଟିମ୍‌ ଇଣ୍ଡିଆର ଷ୍ଟାର କ୍ରିକେଟର ରବିନ୍ଦ୍ର ଜାଡେଜା ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇପାରନ୍ତି। ଜାଡେଜା ଗତ କିଛି ଦିନ ହେଲା ଟିମ୍‌ ଇଣ୍ଡିଆ ପାଇଁ କ୍ରିକେଟ୍‌ର ୩ ଟି ଫର୍ମାଟ୍‌ରେ ସବୁଠୁ ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ସାମିଲ ଅଛନ୍ତି ।…

ଇଂଲଣ୍ଡ-ଇଣ୍ଡିଆ ତୃତୀୟ ଟେଷ୍ଟ: ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନ ନେଇପାରନ୍ତି ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ

୨୫ ରେ ଇଂଲଣ୍ଡ-ଇଣ୍ଡିଆ ତୃତୀୟ ଟେଷ୍ଟ । ଏହି ମ୍ୟାଚ୍‌ ପୂର୍ବରୁ ଭାରତ ତା’ର ପ୍ଲେଇଂ ୧୧ରେ ଅଦଳ ବଦଳ କରିପାରେ। ବିଶେଷ କରି ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନ ନେଇପାରନ୍ତି ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଜାଡେଜା ଚଳିତ ସିରିଜରେ ୪୪ ଓଭର ବୋଲିଂ କରିବା ସତ୍ତ୍ୱେ ଗୋଟିଏ ହେଲେ…

ଧୋନୀ କଲେ ରବୀନ୍ଦ୍ର ଜାଡେଜାଙ୍କ ଏହି ଆକ୍ସନର ନକଲ, ଜାଡେଜା ଦେଲେ ଏମିତି ରିଆକ୍ସନ

ଚଳିତ IPLରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ନିକଟରେ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ଏକ ଭିଡିଓ ସେୟାର କରିଛି। ଯେଉଁଥିରେ ଗ୍ରାଉଣ୍ଡ ଧୋନି ସାଥୀ ଖେଳାଳି ରବୀନ୍ଦ୍ର ଜାଡେଜାଙ୍କ ତଲଓ୍ୱାରବାଜୀ ନକଲ କରୁଥିବା ଦେଖିବାକୁ ମିଳିଛି । ଭିଡିଓରେ ଧୋନିଙ୍କ ସହ ରବିନ୍ ଉଥାପ୍ପା ମଧ୍ୟ…

ଏବେ ବି ସମ୍ପୂର୍ଣ୍ଣ ଫିଟ୍‌ ହୋଇନାହାନ୍ତି ରବିନ୍ଦ୍ର ଜାଡ଼େଜା, ଇଂଲଣ୍ଡ ବିପକ୍ଷରେ ପୂରା ସିରିଜ୍‌ରୁ ହୋଇପାରନ୍ତି ବାହାର

ଭାରତର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା ଇଂଲଣ୍ଡ ବିପକ୍ଷରେ ଜାରି ରହିଥିବା ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ରୁ ସମ୍ପୂର୍ଣ୍ଣଭାବେ ବାହାରିଯାଇପାରନ୍ତି। ଟେଷ୍ଟ ସିରିଜ୍‌ ବେଳେ ସିଡ୍‌ନୀ ଟେଷ୍ଟରେ ବ୍ୟାଟିଂ କରିବା ବେଳେ ଜାଡ଼େଜା ଆହତ ହୋଇଥିଲେ। ତାଙ୍କ ହାତ ଆଙ୍ଗୁଠିରେ ଆଘାତ ଲାଗିବାରୁ ତାହା…

ପନ୍ତଙ୍କ ପରେ ରବୀନ୍ଦ୍ର ଜାଡେଜା ଆହତ, ଆଙ୍ଗୁଠି ଭାଙ୍ଗି ଥିବାରୁ ଅଷ୍ଟ୍ରେଲିଆ ସିରିଜରୁ ବାଦ ପଡିଲେ

ମୁମ୍ବାଇ : ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ଦଳ ପାଇଁ ଏକ ବଡ ଝଟକା । ଅଲ ରାଉଣ୍ଡର ରବୀନ୍ଦ୍ର ଜାଡେଜା ଆହତ ହୋଇଛନ୍ତି । ସେ ଆଉ ଖେଳି ପାରିବେ ନାହିଁ । ସିଡନୀ ଟେଷ୍ଟର ତୃତୀୟ ଦିନ ଜାଡେଜାଙ୍କ ବାମହାତ ଆଙ୍ଗୁଠିରେ ଆଘାତ ଲାଗିଛି । ସେ ଦ୍ଵିତୀୟ ଇଂନିସରେ ମଧ୍ୟ ବ୍ୟାଟିଂ କରି ପାରିବେ…

ଟିମ୍ ଇଣ୍ଡିଆକୁ ଶକ୍ତ ଝଟକା, ଟି-୨୦ ସିରିଜରୁ ବାଦ୍ ପଡିଲେ ଜାଡେଜା

ଅଷ୍ଟ୍ରେଲିଆ ଠାରୁ ଦିନିକିଆ ସିରିଜ ହାରିବା ପରେ ଟି-୨୦ ସିରିଜ ଜିତିବା ଲକ୍ଷ୍ୟରେ ଥିବା ଭାରତକୁ ବଡ଼ ଝଟକା ଲାଗିଛି । ପ୍ରଥମ ଟି-୨୦ ମ୍ଯାଚ ଟିମ୍ ଇଣ୍ଡିଆ ଜିତିଥିବା ବେଳେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଆହତଜନିତ କାରଣରୁ ସିରିଜରୁ ବାଦ୍ ପଡିଛନ୍ତି । ବିସିସିଆଇ ଜାଡେଜାଙ୍କ ବଦଳରେ…

ଧୋନୀଙ୍କ ୮ ବର୍ଷର ପୁରୁଣା ରେକର୍ଡକୁ ପଛରେ ପକାଇଲେ ଜାଡେଜା, ଟି-୨୦ ରେ ହାସଲ୍ କଲେ ନୂଆ ରେକର୍ଡ

ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଗତକାଲି ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଟି-୨୦ ରେ ବହୁତ ଭଲ ସଫଳତା ହାସଲ କରିଛନ୍ତି। ସୂଚନା ମୁତାବକ ଜାଡେଜା ଟି-୨୦ ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଧୋନୀଙ୍କ ୮ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛନ୍ତି। ବାସ୍ତବରେ କାନବେରାରେ ଖେଳା ଯାଇଥିବା…

ମାସ୍କ ପିନ୍ଧିବାକୁ ନେଇ ମହିଳା କନେଷ୍ଟବଳଙ୍କ ସହିତ ଝଗଡା କଲେ ରବୀନ୍ଦ୍ର ଜାଡେଜା ଏବଂ ପତ୍ନୀ

ଖୁବଶୀଘ୍ର ଆଇପିଏଲ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ କ୍ରିକେଟର ୟୁଏଇ ଯାତ୍ରା କରିବେ। ହେଲେ ଏହା ପୂର୍ବରୁ ଚେନ୍ନାଇ ସୁପରକିଙ୍ଗ୍ସ ତଥା ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ବିବାଦରେ ଫସିଛନ୍ତି। ଜାଡେଜା ଓ ତାଙ୍କ ପତ୍ନୀ ରିଓ୍ଵାବଙ୍କ ବିରୋଧରେ ଜଣେ ମହିଳା କନଷ୍ଟେବଲଙ୍କ…