Browsing Tag

receipe

ସନ୍ଧ୍ୟା ସମୟରେ ମାତ୍ର ୧୦ ମିନିଟ୍‌ ରେ ତିଆରି କରନ୍ତୁ Eggless Mug Cake, ଯାହାର ଟେଷ୍ଟ ରହିଛି ସବୁଠୁ ବେଷ୍ଟ

ବଜାରରେ କେକ୍ ର ଚାହିଦା ଖୁବ୍ ଅଧିକ । ବର୍ତ୍ତମାନ ପିଢୀଙ୍କ ପାଇଁ ପ୍ରତ୍ୟେକ ସେଲିବ୍ରେସନରେ କେକ୍ ନିହାତୀ ଆବଶ୍ୟକ। ତେବେ କିଣା କାହିଁକି ଘରେ ହିଁ ପ୍ରସ୍ତୁତ କରନ୍ତୁ ଟେଷ୍ଟି କେକ୍ । ଏବେ ଆପଣ ନିଜ ପରିବାର ଲୋକଙ୍କ ପାଇଁ କିଛି ଟେଷ୍ଟି ଟେଷ୍ଟି ଖାଇବା ବନାନ୍ତୁ। ଏଥିପାଇଁ ଆଜି ଆମେ…

ଖରାଦିନେ ପେଟକୁ ଥଣ୍ଡା ରଖିବାକୁ ପିଅନ୍ତୁ କାକୁଡ଼ି-ଲେମ୍ବୁ ଜୁସ୍‌, ଜାଣନ୍ତୁ ତିଆରି ବିଧି

ଆସିଗଲାଣି ଖରାଦିନ। ଏବେ ଟିକେ ବାହାରକୁ ଯାଇ ଚାଲି ଆସିଲେ ଶୋଷରେ ତଣ୍ଟି ଶୁଖିଯାଉଛି। ଏଣୁ ତୁରନ୍ତ ଘରେ ପଶୁ ପଶୁ ପାଣି ଦରକାର ପଡ଼ୁଛି। ଖରାଦିନେ ଜଳୀୟାଂଶ କମିବା ସମସ୍ୟା ତ ସାଧାରଣ ହୋଇଥାଏ। ଏହି ଦିନରେ ପେଟ ଥଣ୍ଡା ରଖିବାକୁ ଲୋକମାନେ ଦହି ସରବତ, ଲେମ୍ବୁ ପାଣି, ଆଖୁ ରସ ଆଦି ପିଇଥାନ୍ତି।…

କିଛି ଚଟ୍‌ପଟା ଖାଇବାକୁ ଇଚ୍ଛା ହେଉଥିଲେ, ଆଜି ଟ୍ରାଏ କରନ୍ତୁ ରାଜମା ପନୀର ମସଲା

ରାଜମା ଓ ପନୀରର ଅନେକ ଆଇଟମ୍‌ ତ ଆପଣ ଖାଇଥିବେ। କିନ୍ତୁ କେବେ ଏହି ଦୁଇଟି ଜିନିଷକୁ ମିଶାଇ ରାନ୍ଧିଛନ୍ତି କି! ଯଦି ନା’ ତେବେ ଆଜି ଆସନ୍ତୁ ଶିଖିବା ରାଜମା ପନୀର ମସଲା। ଏହି ଆଇଟମ୍‌ ଖାଇବାକୁ ଯେମିତି ସ୍ୱାଦିଷ୍ଟ, ଶରୀର ପାଇଁ ସେମିତି ପୁଷ୍ଟିକର। ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି…

ଆଜି ସଂକ୍ରାନ୍ତିରେ ଡିନରରେ ବନାନ୍ତୁ ବେବି ପଟାଟୋ ମସଲା, ରୁଟି ସହ ଦୁଇଗୁଣ ହୋଇଯିବ ଟେଷ୍ଟ

ଆଳୁ ଏକ ଲୋକପ୍ରିୟ ପରିବା, ଯାହା ସମସ୍ତଙ୍କ ରୋଷେଇ ଘରେ ଥାଏ। ଆଳୁରେ ସବୁ ପ୍ରକାରର ଖାଦ୍ୟ ତିଆରି କରିହୁଏ। କାରଣ ସବୁ ପରିବା ସହ ଆଳୁ ମ୍ୟାଚ୍‌ କରେ। ତେବେ ଆଜି ଆସନ୍ତୁ ଜାଣିବା ବେବି ପଟାଟୋ ମସଲାର ସ୍ୱାଦିଷ୍ଟ ରେସିପି... ଆବଶ୍ୟକୀୟ ସାମଗ୍ରୀ: ୫୦୦ ଗ୍ରାମ୍‌ ଛୋଟ ସିଝା ଆଳୁ, ୧/୪…

ଜଳଖିଆରେ ବନାନ୍ତୁ ନ୍ୟୁଟେଲା ଫ୍ରେଞ୍ଚ୍‌ ଟୋଷ୍ଟ, ଲାଗିବ ମାତ୍ର ୫ ମିନିଟ୍‌

ସକାଳର ଜଳଖିଆ ହେଉ କି ସନ୍ଧ୍ୟା ବେଳର ଚା’, ସବୁ ବେଳର ଟିଫିନ୍‌ରେ ଆପଣ ନ୍ୟୁଟେଲା ଫ୍ରେଞ୍ଚ୍‌ ଟୋଷ୍ଟ ଖାଇପାରିବେ। ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଏହା ପସନ୍ଦ ଆସେ। ନ୍ୟୁଟେଲା ହେଲ୍‌ଦି ହୋଇଥାଏ, ଯାହାକୁ ଆପଣ ଯେ କୌଣସି ଉପାୟରେ ମଧ୍ୟ ଖାଇପାରିବେ। ତେବେ ଆଜି ଆସନ୍ତୁ…

ଆଜି ଘରେ ବନାଇ ଖାଆନ୍ତୁ ପାନମଧୁରୀ ପନିର ପରଟା, ସ୍ୱାଦିଷ୍ଟ ସହିତ ସ୍ୱାସ୍ଥ୍ୟକର

ଆବଶ୍ୟକ ସାମଗ୍ରୀ ପନିର ଅଟା ଲୁଣ ଲଙ୍କା ପାଉଡର ପାନମଧୁରୀ ଗୋଲମରିଚ ପାଉଡର ଜୁଆଣି ଆମଚୁର ଏବଂ ଗରମ ମସଲା ପାଉଡର କଞ୍ଚା ଲଙ୍କା ପ୍ରସ୍ତୁତି ପ୍ରଣାଳୀ ପନିର ପରଟା ବନାଇବା ପାଇଁ ଷ୍ଟଫିଙ୍ଗ ପ୍ରସ୍ତୁତ କରିବାକୁ ପଡିବ। ଏଥିପାଇଁ ପନିରକୁ କଦ୍ଦୁକସ କରିଦିଅନ୍ତୁ। ଏହାପରେ ଏଥିରେ…

ଥଣ୍ଡାରୁ ମୁକ୍ତି ଦେବା ସହ ଇମ୍ୟୁନିଟି ବଢ଼ାଇବ ତୁଳସୀ ଜୁଆଣି ଚା’, ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଶୀତଦିନେ ଚା' ପିଇବାର ମଜା ଅଲଗା। ଆଉ ଏବେ ମହାମାରୀ ସମୟରେ ଯଦି ଚା'ସହ ଇମ୍ୟୁନିଟି ବି ବଢ଼ିବ ତେବେ ତାହା ସୋନେ ପେ ସୁହାଗା ଭଳି ହେବ। ସାଧାରଣ ଚା' ତ ଆପଣ ସବୁବେଳେ ପିଉଥିବେ। କିନ୍ତୁ ଆଜି ଆମେ ଆପଣଙ୍କୁ ଇମ୍ୟୁନିଟି ପାୱାର ବଢ଼ାଇବା ଭଳି ଏକ ଚା' ବିଷୟରେ କହିବୁ ଯାହା ବର୍ତ୍ତମାନର କରୋନା…

ଇମ୍ୟୁନିଟି ବଢ଼ାଇବାକୁ ନିୟମିତ ପିଅନ୍ତୁ ଗାଜର-ଅଦା ସୁପ୍‌, ଉଭୟ ଥଣ୍ଡା ଓ କରୋନାକୁ ଦେବ ମାତ୍‌

ଏବେ ଗୋଟେ ପଟେ ଥଣ୍ଡା ବଢ଼ୁଥିବା ବେଳେ ଅନ୍ୟ ପଟେ କରୋନା ଭାଇରସ୍‌ର ପ୍ରକୋପ ବି ଧୀରେ ଧୀରେ ବୃଦ୍ଧି ପାଉଛି। ଓମିକ୍ରନ୍‌ ଭ୍ୟାରିଏଣ୍ଟ ସାରା ବିଶ୍ୱରେ କାୟା ବିସ୍ତାର କରିବା ଆରମ୍ଭ କରି ଦେଲାଣି। ଏଭଳି ସ୍ଥିତିରେ ଇମ୍ୟୁନିଟି ବଢ଼ାଇବା ପାଇଁ ଆପଣ ସ୍ୱାଦିଷ୍ଟ ତଥା ପୋଷକ ତତ୍ତ୍ୱ ଯୁକ୍ତ ଗାଜର ଓ…

ଶୀତଦିନେ ନିହାତି ପିଅନ୍ତୁ ଚଣା ସୁପ୍‌, ଦୂର ହେବ ଏସବୁ ସାଂଘାତିକ ରୋଗ; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ

ଚଣା ଶରୀର ପାଇଁ ବେଶ୍‌ ହିତକର ହୋଇଥାଏ। ଖାସ୍‌ କରି ଶୀତଦିନେ ଏହା ଔଷଧ ଭଳି କାମ କରିଥାଏ। ଚଣା ଶରୀରକୁ ଭିତରୁ ଗରମ କରେ। ଫଳରେ ଶୀତଦିନେ ଶରୀରରେ ଉଷ୍ଣତା ବଜାୟ ରହେ। ଚଣାରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ ରହିଛି, ଯାହା ଶରୀରକୁ ଶକ୍ତି ଯୋଗାଇବା ସହ ଉତ୍ତମ ପୋଷକ ପ୍ରଦାନ କରେ। ଶୀତଦିନେ…

ଥଣ୍ଡା ଥଣ୍ଡା ପାଗରେ ଆଜି ବନାନ୍ତୁ ଗରମାଗରମ ‘ମେଥି ପକୁଡ଼ି’, ଦୁଇଗୁଣ ହୋଇଯିବ ଚା’ର ମଜା

ଆରମ୍ଭ ହୋଇଗଲାଣି ଶୀତ ଦିନ। ଏବେ ଥଣ୍ଡା ଥଣ୍ଡା ପାଗରେ ଚା’ ସାଙ୍ଗରେ ଯଦି ଟିକେ ପକୁଡ଼ି ମିଳିଯାଏ ତେବେ ମଜା ଆସିଯାଏ। ଶୀତଦିନେ ଘରେ ଆପଣ ଭିନ୍ନ ପ୍ରକାରର ପକୁଡ଼ି ତ ନିଶ୍ଚୟ ତିଆରି କରୁଥିବେ। କିନ୍ତୁ କେବେ ମେଥି ପକୁଡ଼ି ଟ୍ରାଏ କରିଛନ୍ତି କି? ଯଦି ନା’ ତେବେ ଆଜି ସନ୍ଧ୍ୟାରେ ଏହି ଟେଷ୍ଟି…

ପିଲାଙ୍କ ପାଇଁ ଆଜି ଜଳଖିଆରେ ବନାନ୍ତୁ ଚକୋଲେଟ୍‌ ସାଣ୍ଡଓ୍ଵିଚ୍‌, ମିଳିବ ପୂରା ରେସ୍ତୋରାଁ ଭଳି ସ୍ୱାଦ

ଆଳୁ ସାଣ୍ଡଓ୍ଵିଚ୍‌, ପନୀର ସାଣ୍ଡଓ୍ଵିଚ୍‌ ତ ଆମେ ସମସ୍ତେ ଖାଇଛେ। କିନ୍ତୁ କେବେ ଚକୋଲେଟ୍‌ ସାଣ୍ଡଓ୍ଵିଚ୍‌ କଥା ଶୁଣିଛନ୍ତି କି! ଯଦି କେବେ ଏହି ଆଇଟମ୍‌ ଖାଇନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଶିଖାଇବୁ ଚକୋଲେଟ୍‌ ସାଣ୍ଡଓ୍ଵିଚ୍‌ର ପ୍ରସ୍ତୁତି ପ୍ରଣାଳୀ... ଆବଶ୍ୟକୀୟ ସାମଗ୍ରୀ: ୬ଟି…

ଚିଜ ପନିର ବ୍ରେଡ ରୋଲ ସ୍ୱାସ୍ଥ୍ୟ ପାଇଁ ହୋଇଥାଏ ବେଶ ହିତକର, ଜାଣନ୍ତୁ ଏହାର ସହଜ ରେସିପି

କଥା ଯେବେ ଘର ପରିବାରର ସ୍ୱାସ୍ଥ୍ୟ ଉପରକୁ ଆସେ ସେତେବେଳେ ଘରେ ମହିଳା ସେହି ଖାଦ୍ୟକୁ ବିକଳ୍ପ ଭାବେ ବାଛନ୍ତି, ଯାହା ତାଙ୍କ ପରିବାର ପାଇଁ ବେଶ ଲାଭଦାୟକ ହେବ । ଏହାସହ ଯେପରି ଖାଦ୍ୟ ଶୀଘ୍ର ପ୍ରସ୍ତୁତ ହୋଇପାରିବ ତାହା ଉପରେ ମଧ୍ୟ ଧ୍ୟାନ ଦେଇଥାନ୍ତି । ତେବେ ଏହାକୁ ନେଇ ଏକ ଏମିତି ରେସିପି…