Browsing Tag

reliance industries

ପୁଣି ମୁକେଶ ଅମ୍ବାନୀଙ୍କୁ ମାରିବାକୁ ଧମକପୂର୍ଣ୍ଣ ଇମେଲ, ଏଥିର ୨୦ ନୁହେଁ ୨୦୦ କୋଟି ଦାବି

ଦେଶର ସବୁଠୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ପୁଣି ହତ୍ୟା ଧମକ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ଅଫିସିଆଲ ଇ-ମେଲରେ ହତ୍ୟା ଧମକ ମିଳିଛି । କିନ୍ତୁ ଏଥର ୨୦ କୋଟି ନୁହେଁ ୨୦୦କୋଟି ଟଙ୍କା ନ ଦେଲେ ହତ୍ୟା କରିବାକୁ ଇ-ମେଲରେ ଧମକ ଦିଆଯାଇଛି । ପୁଣି ଧମକ ସମାନ…

ରିଲାଏନ୍ସର ୪୬ତମ AGM: ଇସ୍ତଫା ଦେଲେ ନୀତା ଅମ୍ବାନୀ, ବୋର୍ଡରେ ସାମିଲ ହେଲେ ଇଶା, ଆକାଶ ଓ ଅନନ୍ତ

ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌ର ୪୬ତମ ଏଜିଏମ୍‌ରେ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କମ୍ପାନୀ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍ ବୋର୍ଡରେ ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଓ ଅନନ୍ତ…

କ୍ରିକେଟ ପରେ ଏବେ ଫୁଟବଲ ଉପରେ ନଜର, ଲିଭରପୁଲ ଏଫସି କିଣିପାରନ୍ତି ମୁକେଶ ଅମ୍ବାନୀ !

ଏସିଆର ଦ୍ଵିତୀୟ ବଡ଼ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମୁଖ୍ୟ ମୁକେଶ ଅମ୍ବାନୀ ବଡ ଡିଲ୍‌ କରିବାକୁ ଯାଉଛନ୍ତି । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଚେୟାରମ୍ୟାନ ତଥା ଆଇପିଏଲ ଟିମ୍‌ ମୁମ୍ବାଇ ଇଣ୍ଡିଆନର ମାଲିକ ପୁଣିଥରେ ଖେଳ ଜଗତରେ ନିଜର ଦବଦବା ଜାହିର କରିବାକୁ ଯାଉଛନ୍ତି।…

ଅଲିମ୍ପିକ୍ସ, ରାଜ୍ୟଗୋଷ୍ଠୀ ଓ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ଅଲିମ୍ପିକ ଆସୋସିଏସନ ସହ ଯୋଡ଼ି ହେଲା ରିଲାଏନ୍ସ

ଭୁବନେଶ୍ୱର (କେନ୍ୟୁଜ୍‌) : ଭାରତକୁ ଏକ ସ୍ୱୟଂସମ୍ପୂର୍ଣ୍ଣ କ୍ରୀଡ଼ା ଶକ୍ତିରେ ପରିଣତ କରିବା ପାଇଁ ଅଣ୍ଟା ଭିଡ଼ିଛି ରିଲାୟନ୍ସ ଇଣ୍ଡଷ୍ଟ୍ରିଜ୍‌ । ଭାରତୀୟ ଆଥଲେଟମାନଙ୍କ ପ୍ରଦର୍ଶନକୁ ଉଚ୍ଚସ୍ତରରେ ପହଞ୍ଚାଇବା, ଜାତୀୟ କ୍ରୀଡା ମହାସଂଘଗୁଡିକୁ ସମର୍ଥନ ଦେଇ ଭାରତକୁ ଏକ ବିଶ୍ୱସ୍ତରୀୟ କ୍ରୀଡା…

ରିଲାଏନ୍ସ କମ୍ପାନୀ ପକ୍ଷରୁ ୫୦୦ କୋଟି PET Bottlesର ହେବ ରିସାଇକ୍ଲିଙ୍ଗ, ନିିୟୋଜିତ ହେବେ ନୂଆ କର୍ମଚାରୀ

ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରିସ୍ ଲିମିଟେଡ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । । ପ୍ଲାଷ୍ଟିକ ପର୍ଯ୍ୟାବରଣ ତଥା ପ୍ରାକୃତିକ ସୌନ୍ଦର୍ଯ୍ୟ ଖରାପ କରିବା ସହ ମନୁଷ୍ୟ ସମାଜ ପାଇଁ ଆନେକ ହାନି କାରକ ପ୍ରଭାବ ପକାଉଛି । ଏଥିରୁ ସୁରକ୍ଷିତ ରହିବା ପାଇଁ…

ଦୀପାବଳି ପୂର୍ବରୁ ରିଲାଏନ୍ସ କର୍ମଚାରୀ ହେବେ ମାଲାମାଲ୍‌ ! ବୋନସ ସହିତ ମିଳିବ କଟିଥିବା ବୋନସ୍‌

ରିଲାଏନ୍ସ ଇଣ୍ଡଷ୍ଟ୍ରି କର୍ମଚାରୀଙ୍କୁ ଦୀପାବଳି ପୂର୍ବରୁ ବଡ ଉପହାର ମିଳିବାକୁ ଯାଉଛି। କମ୍ପାନୀ କର୍ମଚାରୀଙ୍କ ଦରମା ପୁଣି କରୋନା ପୂର୍ବ ସ୍ଥିତିକୁ ଆଣିବା ପାଇଁ ନିଷ୍ପତ୍ତି ନେଇଛି। ଅର୍ଥାତ କର୍ମଚାରୀଙ୍କ ଆଉ ଦରମା ଛଟେଇ ହେବନାହିଁ। କେବଳ ସେତିକି ନୁହେଁ କର୍ମଚାରୀଙ୍କୁ ଦୀପାବଳି ବୋନସ…

ପ୍ରତି ମିନିଟ୍‌କୁ ୨୩ ଲକ୍ଷ କମାନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀ, ଅନେକ ଦେଶରେ ଜିଡିପି ଠାରୁ…

ରିଲାଏନ୍ସ ଇଣ୍ଡଷ୍ଟ୍ରୀର ମାଲିକ ମୁକେଶ ଅମ୍ବାନୀ ଦୁନିଆର ଧନୀ ବ୍ୟକ୍ତି ତାଲିକାରେ ୫ମ ସ୍ଥାନରେ ରହିଛନ୍ତି। କୁହାଯାଏ କି, କୌଣସି ବ୍ୟକ୍ତି ଯେତିକି ସମୟ ଚା’ ପିଅନ୍ତି, ସେତିକି ସମୟରେ ମୁକେଶ ଅମ୍ବାନୀ ନିଜ ସଂପତ୍ତିର ମୂଲ୍ୟ ଲକ୍ଷ ଲକ୍ଷ ବଢାଇଦିଅନ୍ତି। ଏମିତି କିଛି ତଥ୍ୟ ମୁକେଶଙ୍କ ବିଷୟରେ…

ରିଲାଏନ୍ସ ରିଟେଲରେ ଏବେ ଅଂଶଦାନ କରିବ ସିଲଭର ଲେକ୍‌, ୭୫୦୦ କୋଟି କରିବ ନିବେଶ

ରିଲାଏନ୍ସକୁ ଜିଓ କିଣିବା ପରେ ଏବେ ଏଥିରେ ନିବେଶ କରିବ ସିଲଭର ଲେକ୍‌ ପାର୍ଟନର୍ସ(SLP) । ଦୁନିଆର ସବୁଠାରୁ ବଡ ଟେକ୍‌ ନିବେଶକ କମ୍ପାନୀ ସିଲଭର ଲେକ ୭୫୦୦ କୋଟି ଟଙ୍କା ନିବେଶ କରିବ। ଏହା ବଦଳରେ କମ୍ପାନୀକୁ ରିଲାଏନ୍ସ ରିଟେଲ ୧.୭୫ ପ୍ରତିଶତ ଅଂଶଦାନ ମିଳିବ। ଏଥିପାଇଁ ରିଲାଏନ୍ସ ରିଟେଲ…