Browsing Tag

relief

କ୍ଷତିଗ୍ରସ୍ତ ଅଞ୍ଚଳରେ ପନ୍ଦର ଦିନ ମିଳିବ ରିଲିଫ ସହାୟତା, ବନ୍ୟାଞ୍ଚଳ ପରିଦର୍ଶନ କରି ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆକାଶ ମାର୍ଗରୁ କେନ୍ଦ୍ରାପଡା ଜିଲ୍ଲାର ଲୁଣା, ଚିତ୍ରୋତ୍ପଳା ନଦୀର ଦ୍ୱୀପାଞ୍ଚଳ, ମହାନଦୀର ଶାଖା ପାଇକା ନଦୀର ଦ୍ୱୀପାଞ୍ଚଳ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ, ନାଉଗାଁ ଓ ପୁରୀ ଜିଲ୍ଲାର ଗୋପ, ନିମାପଡା, ଅସ୍ତରଙ୍ଗ, ଡେଲାଙ୍ଗ,…

ରାଜ୍ୟରେ ଲଗାଣ ବର୍ଷା ଓ ବନ୍ୟା ପରିସ୍ଥିତିର ସମୀକ୍ଷା, ୫ଟି ଜିଲ୍ଲାର ବନ୍ୟା ବିପନ୍ନଙ୍କ ପାଇଁ ୭ ଦିନ ରିଲିଫ ଘୋଷଣା…

ଭୁବନେଶ୍ବର(କେନ୍ୟୁଜ୍): ୫ଟି ଜିଲ୍ଲାର ବନ୍ୟା ବିପନ୍ନଙ୍କ ପାଇଁ ୭ ଦିନ ରିଲିଫ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୋନପୁର ଓ ବଲାଙ୍ଗୀରରେ ବନ୍ୟା ପ୍ରଭାବିତଙ୍କୁ ସପ୍ତାହେ ଧରି ରିଲିଫ ପ୍ରଦାନ କରାଯିବ । ବିପନ୍ନଙ୍କୁ ଦୈନିକ ୬୦ ଟଙ୍କା ଲେଖାଏ ଦିଆଯିବ ।…

ପ୍ରଭାବିତ ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ, ୯୩ ପ୍ରତିଶତ ଲୋକଙ୍କୁ ଦିଆଯାଇଛି ଚାଉଳ

ଭୁବନେଶ୍ବର (କେନ୍ୟୁଜ୍) : ଫନି ପ୍ରଭାବିତ ଜିଲ୍ଲାଗୁଡିକରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପୁନରୁଦ୍ଧାର କାମ । ୯୩ ପ୍ରତିଶତଙ୍କୁ ଚାଉଳ ବଣ୍ଟା ଯାଇଥିଲା ବେଳେ, ୯୫ ପ୍ରତିଶତଙ୍କୁ ଟଙ୍କା ଦିଆଯାଇଛି । ସେହିପରି ପଲିଥିନ ୬୬ ପ୍ରତିଶତ ଲୋକଙ୍କୁ ଦିଆଯାଇଛି । ଜଗତସିଂହପୁର, କେନ୍ଦ୍ରାପଡା ଓ…

ବନ୍ୟା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ଯୁଜ୍) : ବନ୍ୟା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମାଲକାନଗିରି ପାଇଁ ୭ ଦିନିଆ ରିଲିଫ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ବନ୍ୟା ପ୍ରଭାବିତଙ୍କୁ ସମସ୍ତ ସହାୟତା ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବୟସ୍କଙ୍କୁ…