Below header
Browsing Tag

Rishi Kapoor

ଋଷି କପୁରଙ୍କ ଫେସଆପ୍ ଚ୍ଯାଲେଞ୍ଜ, ଛୋଟ ବେଳର ଫଟୋକୁ ସେୟାର କରି ଏପରି ଲେଖିଲେ ନୀତୁ

ଋଷି କପୁର ଏବେ କିଛି ଦିନ ହେବ ନ୍ୟୁୟର୍କରେ ରହୁଛନ୍ତି। ଗତ ୯ମାସ ହେବ ଋଷି ସେଠାରେ ରହି ନିଜର କ୍ୟାନସରର ଚିକିତ୍ସା କରୁଛନ୍ତି। ଋଷି ଏବେ କ୍ୟାନସର ମୁକ୍ତ ହୋଇ ସାରିଥିବା ବେଳେ ବହୁତ ଶୀଘ୍ର ସେ ଭାରତ ଫେରିବେ । ଏନେଇ ସେ ନିଜେ ସୂଚନା ଦେଇଥିଲେ । ଭାରତ ଆସିବା ପୂର୍ବରୁ ପତ୍ନୀ ନୀତୁ କପୁର…

କୃଷ୍ଣା କପୁରଙ୍କ ଦେହାନ୍ତ ପରେ ଏବେ କପୁର ଫ୍ଯାମିଲି ପାଇଁ ଆଉ ଏକ ଦୁଃଖଦ ଖବର, ଋଷି କାପୁରଙ୍କୁ କ୍ଯାନସର !

ମୁମ୍ବାଇ(କେନ୍ଯୁଜ୍) : ବଲିଉଡ୍ ରେ ଅଭିନେତା ଇରଫାନ୍ ଖାନ୍ ଆଉ ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କ ପରେ ଏବେ ଋିଷି କପୁର ମଧ୍ଯ ଏକ ବଡ ରୋଗରେ ପୀଡିତ ଅଛନ୍ତି । ଚାରିଦିନ ତଳେ ଋଷି କପୁର ନିଜର ସ୍ବାସ୍ଥ୍ଯବସ୍ଥା ଠିକ୍ ନଥିବା କାରଣରୁ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ। ଅକ୍ଟୋବର ୧ ତାରିଖରେ…

ନିଜ ବିବାହ ଦିନ ବେହୋସ୍ ହୋଇଯାଇଥିଲେ ଋଷି କପୁର ଏବଂ ନିତୁ ସିଂହ : ଜାଣିଛନ୍ତି କାହିଁକି ?

ବଲିଉଡର ଲୋକପ୍ରିୟ ଅଭିନେତା ଋଷି କପୁର ନିଜ ସିନେମା କ୍ୟାରିୟର୍ ମାତ୍ର ୧୮ ବର୍ଷ ବୟସରେ ଜଣେ ଚାଇଲ୍ଡ ଆକ୍ଟର ଭାବରେ ଆରମ୍ଭ କରିଥିଲେ । ନିଜ ବାପାଙ୍କ ଫିଲ୍ମ ମେରା ନାମ୍ ଜୋକରରେ ଋଷି ଜଣେ ବାଳ କଳାକାର ଭୂମିକାରେ ନଜର ଆସିଥିଲେ । କପୁର ଖାନଦାନର ଗେହ୍ଲା ଋଷି କପୁରଙ୍କ ଜନ୍ମ ୪ ସେପ୍ଟେମ୍ବର…

“କପୁର ବଂଶରେ ପିଲା ନୁହେଁ ଜନ୍ମ ହୋଇଥାନ୍ତି ବାପା” : ଋଷି କପୁର

ମୁମ୍ବାଇ : ବଲିଉଡ଼ର ଜଣେ ବିଶିଷ୍ଟ ଅଭିନେତାଙ୍କ ମଧ୍ୟରେ ଗଣା ଋଷି କପୁର। ନିକଟରେ ତାଙ୍କ ଅଭିନିତ ଫିଲ୍ମ ମୁଲ୍କ ରିଲିଜ୍ ହୋଇଥିବା ବେଳେ ଫିଲ୍ମଟି ବକ୍ସଅଫିସରେ ଭଲ ସଫଳତା ହାସଲ କରିଛି। ତେବେ ଏନେଇ ଖୁସି ହେଉଥିବା ବେଳେ ତାଙ୍କର ଖୁସିକୁ ଦ୍ବିଗୁଣିତ କରିଛି ରଣବୀର କପୁରଙ୍କ ଫିଲ୍ମ ସଞ୍ଜୁର…

ରଣବୀରଙ୍କ ପାଇଁ ରାଜୁ ହିରାନୀଙ୍କ ମାଙ୍କ ପାଦ ତଳେ ପଡିଯାଇଥିଲେ ଋଷି କପୁର ! ଜାଣନ୍ତୁ କାହିଁକି

ବକ୍ସ ଅଫିସରେ ସୁପରହିଟ୍ ହୋଇଛି ସିନେମା ସଞ୍ଜୁ । ଯେଉଁଥିପାଇଁ ଋଷି କପୁରଙ୍କ ଖୁସି କହିଲେ ନସରେ । ଋଷି ସଫଳତାର ଶ୍ରେୟ ପୁଅ ରଣବୀର କପୁରଙ୍କ ନିଖୁଣ ଅଭିନୟ ଏବଂ ରାଜୁ ହିରାନୀଙ୍କ ନିର୍ଦ୍ଦେଶନାକୁ ଦେଇଛନ୍ତି । କିନ୍ତୁ ଏକଥା ଖୁବ୍ କମ୍ ଲୋକ ଜାଣନ୍ତି ଯେ ବହୁ ପୂର୍ବରୁ ହିଁ ରାଜୁ ହିରାନୀଙ୍କ…

ଏକା ସାଙ୍ଗରେ ନଜର ଆସିବେ ରିଷି ଏବଂ ତାପସୀ : ରିଲିଜ୍ ହେଲା ମୁଲ୍କ୍ ର ଟ୍ରେଲର୍

ମୁମ୍ବାଇ : ରିଲିଜ୍ ହୋଇଛି ରିଷି କପୁର ଓ ତାପସୀ ପନ୍ନୁଙ୍କ ଫିଲ୍ମ ମୁଲ୍କ୍ ର ଟ୍ରେଲର । ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ରିଶି କପୁରଙ୍କ ଦମଦାର ଆକ୍ଟିଂ ଦେଖିବାକୁ ମିଳିବ । ବାସ୍ତବିକ କାହାଣୀ ଉପରେ ଆଧାରିତ ଏହି ଫିଲ୍ମରେ ରିଷିଙ୍କ ପରିବାର ଉପରେ ଦେଶ ଦ୍ରୋହର…

ଯେବେ ଗୁଲସନ୍ ଗ୍ରୋଭରଙ୍କ ସହ ରିଷି କପୁରଙ୍କ ପିଟିବାକୁ ବାହାରିଥିଲେ ସଞ୍ଜୟ ଦତ୍ତ ! ଜାଣନ୍ତୁ କଣ ହେଲା ତାପରେ . .

ବଲିଉଡ କଳାକାର ନାକେବଳ ରିଲ୍ ଲାଇଫରେ ବରଂ ରିୟଲ ଲାଇଫରେ ମଧ୍ୟ ଅଭିନୟ କରିଥାନ୍ତି । ସମସ୍ତଙ୍କ ସାମ୍ନାରେ ଏମିତି ଦର୍ଶାନ୍ତି ଯେମିତି ସେମାନଙ୍କ କୋଷ୍ଟାର୍ ମାନଙ୍କ ସହ ଭଲ ସଂପର୍କ ରହିଛି । କିନ୍ତୁ ପ୍ରକ୍‌ତରେ ସେମିତି ନଥାଏ । କାରଣ ଯଦି କଳାକାରମାନେ ସାମ୍ନାସାମ୍ନି ହେଇଯାନ୍ତି ତେବେ ଏହି…