Browsing Tag

road safety

ରାସ୍ତାରେ ‘ବାର୍ଥ ଡେ’ ପାର୍ଟି କରୁଥିଲେ ସାବଧାନ, ଦେବାକୁ ପଡ଼ିବ ମୋଟା ଅଙ୍କର ଟଙ୍କା

ଅନେକ ଲୋକ ରାସ୍ତା ଉପରେ କିମ୍ୱା ରାସ୍ତା କଡ଼ରେ ଅନେକ ସମୟରେ ନିଜର ଜନ୍ମ ଦିନ ପାଳନ କରନ୍ତି। ଖାସ କରି ଅଧିକ ଯୁବଗୋଷ୍ଠୀ ଏପରି କରିଥାନ୍ତି। ଯାହାକି ତାଙ୍କ ପାଇଁ ବିପଦଜନକ। ଏମିତିକି ରୋଡ ସେଫ୍ଟି ବିଷୟରେ ସେମାନେ କିଛି ବି ଚିନ୍ତା କରନ୍ତି ନାହିଁ। କିନ୍ତୁ ବର୍ତ୍ତମାନ ଆପଣଙ୍କୁ ସଚେତନ…

ସିଟ୍ ବେଲ୍ଟ ବାଧ୍ୟତାମୂଳକ କହିବାରୁ ପୂଜା ଭଟ୍ଟ ସରକାରଙ୍କୁ କଲେ ପ୍ରଶ୍ନ, କହିଲେ ଭାଙ୍ଗିଯାଇଥିବା ରାସ୍ତା ପ୍ରଥମେ…

ଦିନକୁ ଦିନ ସଡ଼କ ସୁରକ୍ଷା ବଢ଼ିବାରେ ଲାଗିଛି। ଯାହାକୁ ନେଇ ସରକାର ମଧ୍ୟ ନୂଆ ଓ କଡ଼ା ନିୟମ ଜାରି କରୁଛନ୍ତି। ତେବେ TATA ର ପୂର୍ବତନ CEO ସାଇରସ୍ ମିସ୍ତ୍ରୀଙ୍କ କାର ଦୁର୍ଘଟଣା ପରେ ସରକାର ସିଟ୍ ବେଲ୍ଟକୁ ନେଇ ସୁରକ୍ଷା କଡ଼ା କରିଥିଲେ। କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ…

ଦୁନିଆର ଏମିତି ସ୍ଥାନ ରହିଛି ଯେଉଁଠାରେ ସିଟ୍ ବେଲ୍ଟ ପିନ୍ଧିବା ଦ୍ୱାରା ଦେବାକୁ ପଡ଼େ ଜରିମାନା, ଜାଣନ୍ତୁ କାରଣ

ଆପଣ ଶୁଣିଥିବ ଯେତେବେଳେ ବି କାର୍ ଚଲାଇବା କଥା ଉଠେ ସିଟ୍ ବେଲ୍ଟ ମଧ୍ୟ ଲଗାଇବା ପାଇଁ କୁହାଯାଏ। କିନ୍ତୁ ଦୁନିଆରେ ଏପରି ଏକ ସ୍ଥାନ ରହିଛି ଯେଉଁଠି ସିଟ୍ ବେଲ୍ଟ ପିନ୍ଧିଲେ ଦେବାକୁ ପଡ଼ିବ ଜରିମାନା। ଯଦି ଆପଣ ଗାଡି ଚଳାଇବା ସମୟରେ ସିଟ୍ ବେଲ୍ଟ ପିନ୍ଧନ୍ତି ନାହିଁ, ତେବେ ଚାଲାଣ ମଧ୍ୟ…

ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗର ଅଭିନବ ପ୍ରୟାସ, ମିଳିବ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି

ଭୁବନେଶ୍ବର(କେନ୍ୟୁଜ୍): ଦୁର୍ଘଟଣା ରୋକିବାକୁ ପରିବହନ ବିଭାଗର ଅଭିନବ ପ୍ରୟାସ । ଦୁର୍ଘଟଣା ରୋକିବାକୁ ପ୍ରଥମ ଥର ପାଇଁ ପରିବହନ ବିଭାଗ ପକ୍ଷରୁ ଏକ କ୍ଷୁଦ୍ର ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ କରୁଛି । ଦେଶରେ ପ୍ରଥମ କରି ଓଡ଼ିଶା ପରିବହନ ବିଭାଗ ଏହି ପନ୍ଥା ଆପଣାଇଛି । ଜନ ସାଧାରଣ ପଠାଇଥିବା…

ସଡ଼କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ ଅଭିନବ କାର୍ଯ୍ୟକ୍ରମ ‘ରକ୍ଷକ’: ୩୦ଜିଲ୍ଲାରେ ୩୦ହଜାର…

ଭୁବନେଶ୍ବର(କେନ୍ଯୁଜ୍): ରକ୍ଷକ କରିବେ ଜୀବନ ରକ୍ଷା। ରାସ୍ତାରେ ଗାଡି ସଂଖ୍ୟା ବୃଦ୍ଧି ପାଇବା ପରେ ଦୁର୍ଘଟଣା ଓ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଏକ ଅଭିନବ କାର୍ଯ୍ୟକ୍ରମ ରକ୍ଷକ। ଦୁର୍ଘଟମାଗ୍ରସ୍ତ ଲୋକମାନଙ୍କୁ ସହାୟତା କରିବା…

ସଡ଼କ ସୁରକ୍ଷା ସଚେତନତା ନେଇ ୬୦ କି.ମି ଦୌଡି ଦୌଡି ପୁରୀରେ ଆସି ପହଞ୍ଚିଲେ ପୂର୍ବତନ ସେନା କର୍ମଚାରୀ ସିଦ୍ଧାର୍ଥ ଦାସ

ପୁରୀ(କେନ୍ୟୁଜ୍): ରାଜ୍ୟରେ ପ୍ରତ୍ୟେକ ଦିନ ୧୩ଜଣଙ୍କର ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟୁଛି। ଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ସଚେତନତା ମୂଳକ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି। ଚଳିତ ବର୍ଷ ମଧ୍ୟ ପରିବହନ କମିଶନର ସଂଜୀବ ପଣ୍ଡାଙ୍କ ନିର୍ଦ୍ଦେଶରେ ଯୁବ ଗୋଷ୍ଠୀ ସଡକ ସୁରକ୍ଷା ସଚେତନ…

ସଡ଼କ ସୁରକ୍ଷା ନେଇ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭିଡିଓକୁ ପ୍ରଶଂସା କଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ,…

ଭୁବନେଶ୍ବର: ସଡ଼କ ସୁରକ୍ଷା ନେଇ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଭିଡିଓକୁ ପ୍ରଶଂସା କଲେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀ । ସେ ଏହି ଭିଡିଓକୁ ଟ୍ଵିଟ୍‌ କରିଛନ୍ତି । ଏଥିରେ ଲେଖିଛନ୍ତି, ଏହି ଭିଡିଓ ପ୍ରସ୍ତୁତ କରିଥିବା ପିଲାମାନେ କିଏ ଜାଣିନାହିଁ । କିନ୍ତୁ ସେମାନେ ସଡ଼କ ନିରାପତ୍ତାର…