ଅଭିନବ ଉପାୟରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଉଥିଲେ ଏହି ୨ ଲୁଟେରା, ଶେଷରେ ବାନ୍ଧିଲା ପୋଲିସ୍
ଭଦ୍ରକ(କେନ୍ୟୁଜ୍): ୫ଲକ୍ଷ ଦିଅ ୨୦ଲକ୍ଷ ନିଅ । ଲକ୍ଷ ଲକ୍ଷ ଟଙ୍କା ପୁଣି ଗିଫ୍ଟ ଆକାରରେ । ଆଉ ଟଙ୍କା ଲୋଭରେ ଏ କଥାକୁ ସହଜରେ ବିଶ୍ୱାସ କରି ନେଉଥିଲେ କିଛି ବ୍ୟକ୍ତି । ଆଉ ତାପରେ କଳାକା ବୁଲାଇ ଚମ୍ପଟ ମାରୁଥିଲେ ଚୋର ।
ତେବେ ଅଭିନବ ଉପାୟରେ ବିଭିନ୍ନ ଜିଲ୍ଲାର ଲୋକଙ୍କଠାରୁ ଲକ୍ଷ…