Browsing Tag

robot

ଛୋଟ ଟେଡି ବିୟର ଭଳି ଦେଖାଯାଏ ଏହି ରୋବୋଟ୍‌, କମାଣ୍ଡ ଦେବା କ୍ଷଣି ୟୁଜରଙ୍କ ପାଖରେ ପହଞ୍ଚାଇଥାଏ ଟଏଲେଟ୍‌ ପେପର୍‌

ଲସ୍‌ ଭୋଗାସ୍‌ରେ ଆୟୋଜିତ ହୋଇଥିବା କଞ୍ଜ୍ୟୁମର ଇଲେକ୍ଟ୍ରୋନିକ୍‌ ଶୋ’ରେ ଟଏଲେଟ୍‌ ପେପର୍‌ ମେକିଂ କମ୍ପାନୀ ‘ଚାରମିନ୍‌’ ନିଜର ଏକ ଟଏଲେଟ୍‌ ପେପର୍‌ ଡେଲିଭରି ରୋବୋଟ୍‌ ପ୍ରଦର୍ଶନ କରିଛି। କମ୍ପାନୀ ଏହାକୁ ‘ରୋଲବୋଟ୍‌’ ନାଁ ଦେଇଛି। ଏହା ଏକ ସେଲ୍ଫ ବାଲାନ୍ସିଂ ଟୁ-ହ୍ଵିଲ୍‌ ରୋବୋଟ୍‌ ଅଟେ,…

କରୋନା ଭୟ ! ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଚୀନ ହସ୍ପିଟାଲରେ ମଣିଷ ନୁହେଁ ରୋଗୀ ସେବା କରୁଛି ରୋବୋଟ୍

ଭାରତର ପଡୋଶୀ ରାଜ୍ୟ ଚୀନରେ କରୋନା ଭାଇରସ ଏବେ ଭୟାବହ ରୂପ ନେଇଛି ।  ଏଯାବତ ଏହି ଭୟାବହ ଭୁତାଣୁରେ ସଂକ୍ରମିତ ହୋଇ ଶହ ଶହ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଏଥିରେ ଆକ୍ରାନ୍ତ ମଧ୍ୟ ହେଲେଣି ।  ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଚୀନ ସରକାର ପ୍ରଥମ ସ୍ଥରରେ ୩୦ ଟି 5G ସଞ୍ଚାଳିତ…

କଥାକୁହା ରୋବୋଟ୍‌ ତିଆରି କଲେ ଏହି ଯୁବକ, ଦୁଇବର୍ଷ କଠିନ ପରିଶ୍ରମ ପରେ ମିଳିଲା ଅଦ୍ଭୁତ ସଫଳତା

ମଣିପୁରର ୨୧ ବର୍ଷୀୟ ଯୁବକ ଇରୋମ ରୋଶନ ଏକ ସ୍ୱତନ୍ତ୍ର ଧରଣର ରୋବୋଟ୍‌ ତିଆରି କରିଛନ୍ତି, ଯାହା ଇଂଲିଶରେ ଖବର ପଢ଼ିପାରୁଛି। କେବଳ ଖବର ପଢ଼ିବା ନୁହେଁ, ବିଭିନ୍ନ ଇଲେକ୍ଟ୍ରୋନିକ୍‌ ଉପକରଣକୁ ମଧ୍ୟ ଚିହ୍ନିପାରୁଛି। ଏହାସହ ବସ୍ତୁଗୁଡ଼ିକୁ ଶହେ ମିଟର ପଯ୍ୟର୍ନ୍ତ ଉଠାଇପାରିବାର କ୍ଷମତା ରଖିଛି।…

ଏସବୁ ସ୍ୱତନ୍ତ୍ରତା ଥିବା ଚେହେରାକୁ ମିଳିବ ୯୨ ଲକ୍ଷ ଟଙ୍କା, ଆପଣଙ୍କ ମୁହଁରେ ମଧ୍ୟ ନାହିଁ ତ ଏଭଳି ବିଶେଷତା

ଲଣ୍ଡନର ଜିୟୋମିକ୍‌ ନାମକ ଏକ ଟେକ୍‌ କମ୍ପାନୀ ଏକ ଏଭଳି ଚେହେରା ସନ୍ଧାନରେ ରହିଛି, ଯାହାକୁ ସେ ନିଜ ରୋବଟ୍‌ର ମୁହଁରେ ବ୍ୟବହାର କରିପାରିବ। କମ୍ପାନୀ ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୯୨ ଲକ୍ଷ ଦେବାକୁ ଘୋଷଣା କରିଛି। ମାତ୍ର ଏଥିପାଇଁ କମ୍ପାନୀ କେତେକ ସର୍ତ୍ତ ରଖିଛି। ସର୍ତ୍ତ ମୁତାବକ…

ତିଆରି ହେଲା ପିମ୍ପୁଡି ଆକାରର ରୋବର୍ଟ, ଚିକିତ୍ସା କ୍ଷେତ୍ରରେ କରିବ ସାହାଯ୍ୟ

ଆମେରିକାର ଜର୍ଜିୟା ଇନଷ୍ଟିଚ୍ୟୁଟର ଅଫ ଟେକ୍ନୋଲୋଜିର ବୈଜ୍ଞାନିକ ଦୁନିଆର ସବୁଠାରୁ ଛୋଟ ରୋବର୍ଟ ତିଆରି କରିଛନ୍ତି। ଦୁଇ ମିଲିମିଟର ଲମ୍ବାର ଏହି 3D ରୋବର୍ଟକୁ ମଣିଷର ଶରୀରରେ ପ୍ରବେଶ କାରାଇ ଚିକିତ୍ସା କରାଯାଇପାରିବ। ମେଡିକାଲ କ୍ଷେତ୍ରରେ ବିଶେଷଜ୍ଞ ରୋବର୍ଟର ବ୍ୟବହାର ଅପରେସନରେ…

ଫ୍ୟାକ୍ଟ୍ରିରେ ରୋବକୁ ଆସିଲା କର୍ମଚାରୀଙ୍କ ଉପରେ ରାଗ, ପୁରାଇ ଦେଲା ୧୦ଟି ତୀକ୍ଷ୍ନ ଲୁହା ରଡ଼୍

ବେଜିଂ : ଆଧୁନିକ ଯୁଗରେ ଲୋକ ନିଜର କାର୍ଯ୍ୟର୍ନିବାହ ପାଇଁ ବିଭିନ୍ନ ପ୍ରକାରର ଯନ୍ତ୍ରପାତି ତଥା ରୋବଟର ସାହାଯ୍ୟ ଲୋଡ଼ୁଛନ୍ତି। ଏପରିକି ଚାଇନାରେ ସୋଫିଆ ନାମକ ରୋବଟ ଫ୍ୟାକ୍ଟ୍ରିରେ ଲୋକଙ୍କ କାର୍ଯ୍ୟରେ ସାହାଯ୍ୟ କରୁଛି। ଏହାଛଡ଼ା କିଛି ଦେଶରେ ରାସ୍ତାରେ ରୋବଟଙ୍କ ଉପରେ ସଂପୂର୍ଣ୍ଣ ଭରସା କରି…

ମଣିଷଙ୍କ ମଧ୍ୟରେ ମେସିନ୍, ଦେଖିଛନ୍ତି କି ମେକ୍ ଇନ୍ ଓଡ଼ିଶା କନକ୍ଲେଭର ମୁଖ୍ୟ ଆକର୍ଷଣ ଏହି ସର୍ଭିସ୍ ରୋବଟ୍

ଭୁବନେଶ୍ବର (କେନ୍ୟୁଜ) : ଶରୀରରେ ଓଡ଼ିଶାର ପାରମ୍ପରିକ ଶାଢି ଆଉ ଅଳଙ୍କାର । ହାତରେ ଥାଳି ଏବଂ ଥାଳିରେ କଇଁଚି । ଉଦଘାଟନୀ ସମୟରେ ଫିତା କାଟିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ହାତକୁ ଜଣେ ମହିଳା ବଢାଇ ଦେଇଥିଲେ କଇଁଚି । ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା ଶିଳ୍ପ ମହାକୁମ୍ଭ ମେକ୍ ଇନ୍ ଓଡ଼ିଶା…