ରାଉରକେଲା ପୋଲିସ ହାତରେ ପିଗ ବୁଚର କ୍ରାଇମ ଗ୍ୟାଙ୍ଗ, ୧୫ କୋଟିର ଆକାଉଣ୍ଟ ସହ ୩୦ ହଜାର ୟୁଏସଡ଼ିଟି କ୍ରିପ୍ଟୋ କରେନ୍ସି…
ରାଉରକେଲା : ରାଉରକେଲା ପୋଲିସକୁ ବଡ଼ ସଫଳତା। ରାଉରକେଲା ପୋଲିସ ହାତରେ ଧରାପଡ଼ିଲା ଅନ୍ତର୍ଜାତୀୟ ଅର୍ଗାନାଇଜ ସାଇବର କ୍ରାଇମ ବା ପିଗ ବୁଚର କ୍ରାଇମ ଗ୍ୟାଙ୍ଗ। ଭାରତ ସମେତ ସାଉଥ ଏସିଆରେ ଚାଲିଥିଲା ଏହି ନେଟୱାର୍କ।
୧୫ କୋଟିର ଆକାଉଣ୍ଟ ସହ ୩୦ ହଜାର ୟୁଏସଡ଼ିଟି କ୍ରିପ୍ଟୋ କରେନ୍ସି ମଧ୍ୟ…