ସାଉଥ ଆଫ୍ରିକାରୁ ଧରାପଡିଲା ମୋଷ୍ଟ ଓ୍ୱାଣ୍ଟେଡ୍ ଅପରାଧୀ ମହମ୍ମଦ ଗେସ୍ ନିୟାଜି, ଆରଏସଏସ ନେତାଙ୍କୁ କରିଥିଲେ ହତ୍ୟା
ସାଉଥ ଆଫ୍ରିକାରୁ ଧରାପଡିଲା NIA ର ମୋଷ୍ଟ ଓ୍ୱାଣ୍ଟେଡ୍ ଅପରାଧୀ ମହମ୍ମଦ ଗେସ୍ ନିୟାଜି । NIA ମହମ୍ମଦ ଗେସଙ୍କ ଉପରେ ୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା । ଉଗ୍ରବାଦୀ ଇସଲାମ ସଂଗଠନ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ)ର ମହମ୍ମଦ ଗେସ୍ ନିଆଜି ଏକ ପ୍ରମୁଖ ଚେହେରା ।…