Browsing Tag

saif ali khan

ତୈମୁରଙ୍କ କ୍ୟାରିୟରକୁ ନେଇ ଖୁଲାସା କଲେ ପିତା ସୈଫ୍ ଅଲ୍ଲୀ ଖାନ୍, କହିଲେ ଏମିତି କିଛି

ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଙ୍କ ପୁଅ ତୈମୁର ଅଲ୍ଲୀ ଖାନ୍ କ୍ୟୁଟନେସ୍ କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏନେଇ ତୈମୁରଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି। ଷ୍ଟାର୍ କିଡସ୍ ମାନଙ୍କ ମଧ୍ୟରେ ଚର୍ଚ୍ଚାରେ ଥିବା ତୈମୁର ଅଲ୍ଲୀ ଖାନ୍ ସବୁବେଳେ ଟପ୍ ରେ…

ସାରାଙ୍କ ପରେ ବଲିଉଡରେ ଖୁବଶୀଘ୍ର ଡେବ୍ୟୁ କରିବେ ଇବ୍ରାହିମ୍, ସୈଫ କଲେ ଏମିତି ସ୍ବାଗତ

ସୈଫ ଅଲ୍ଲୀ ଖାନ ବଲିଉଡରେ ଏକ ଭିନ୍ନ ପରିଚୟ ବନାଇଛନ୍ତି। ସୈଫଙ୍କ ପରେ ତାଙ୍କ ଝିଅ ସାରା ବଲିଉଡରେ ଡେବ୍ୟୁ କରିଥିଲେ। ଏବେ ସାରାଙ୍କ ପରେ ପୁଅ ଇବ୍ରାହିମ ଅଲ୍ଲୀ ଖାନ ଏବେ ଏହି ରାସ୍ତାରେ ଚାଲିବାକୁ ପ୍ରସ୍ତୁତ। ରିପୋର୍ଟ ମୁତାବକ, ସୈଫ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ ଖୁବଶୀଘ୍ର…

ସୈଫ ଅଲ୍ଲୀ ଖାନ ନିଜ ଝାଳବୁହା ଧନରେ ପୁଣିଥରେ ଫେରି ପାଇଥିଲେ ‘ପଟଉଦି ପ୍ୟାଲେସ’, ଜାଣନ୍ତୁ ଏହାର…

ସୈଫ ଅଲ୍ଲୀ ଖାନ ନିକଟରେ ଏକ ଇଣ୍ଟରଭ୍ୟୁରେ କହିଥିଲେ, ପଟଉଦି ପ୍ୟାଲେସ ତାଙ୍କ ପୈତୃକ ସମ୍ପତ୍ତି। କିନ୍ତୁ ଏହାକୁ ତାଙ୍କୁ ତାଙ୍କ ଝାଳବୁହା ଧନରେ ପୁଣିଥରେ କିଣିବାକୁ ପଡ଼ିଥିଲା। ହରିୟାଣାର ଗୁରୁଗ୍ରାମ ଜିଲ୍ଲା ନିକଟସ୍ଥ ଏହି ମହଲ ନିଜର ରାଜକୀୟ ଏବଂ ଭବ୍ୟ ଇଣ୍ଟିରିୟର ଯୋଗୁ ପର୍ଯ୍ୟଟକଙ୍କ…

ଡ୍ରଗ୍ସ କେସ୍‌ରେ ଫସିଥିବା ଝିଅ ସାରାଙ୍କୁ ସାହାଯ୍ୟ କରିବାକୁ ଚାହୁଁନାହାନ୍ତି ସୈଫ୍‌, ପୂର୍ବ ପତ୍ନୀ ଅମ୍ରିତା ଆଣିଲେ…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଏବେ ଫୁଲଦମ୍‌ରେ ତଦନ୍ତ କରୁଛି। ତଦନ୍ତ ବେଳେ ପ୍ରଥମେ ଏହି ମାମଲାରେ ରିୟାଙ୍କ ନାଁ ଆସିଥିଲା। ରିୟା ଧରାପଡ଼ିବା ପରେ ଗୋଟିଗୋଟି କରି ସମସ୍ତ ଗୁମର ଖୋଲି ଦେଇଥିଲେ। ରିୟା ଡ୍ରଗ୍ସ ମାମଲାରେ ଅଭିନେତ୍ରୀ…

କରୀନାଙ୍କୁ ବିବାହ କରିବା ଦିନ ଅମୃତା ସିଂହଙ୍କୁ ଚିଠି ଲେଖିଥିଲେ ସୈଫ୍‌ ଅଲ୍ଲୀ ଖାନ୍‌, କହିଥିଲେ ଏମିତି କଥା

ସୈଫ୍‌ ଅଲ୍ଲୀ ଖାନ୍‌ ଓ କରୀନା କପୁରଙ୍କ ଯୋଡ଼ିକୁ ବଲିଉଡ୍‌ର ସଫଳ ଯୋଡ଼ି ବୋଲି କୁହାଯାଏ। ୧୬ ଅକ୍ଟୋବର ୨୦୧୨ରେ ସୈଫ୍‌ ଓ କରୀନା ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ କରୀନାଙ୍କୁ ବିବାହ କରିବା ପୂର୍ବରୁ ସୈଫ୍‌ ଅଭିନେତ୍ରୀ ଅମୃତା ସିଂହଙ୍କୁ ବିବାହ କରିଥିଲେ। ଉଭୟେ ୧୯୯୧ରେ ବିବାହ…

ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’ରେ ରାବଣ ହେବେ ସୈଫ ଅଲ୍ଲୀ ଖାନ୍‌, କରୀନା କହିଲେ –‘ଇତିହାସର ସବୁଠୁ ହ୍ୟାଣ୍ଡସମ୍‌…

ନିର୍ଦ୍ଦେଶକ ଓମ୍‌ ରାଉତଙ୍କ ମେଗା ବଜେଟ୍‌ ୩ଡି ଫିଲ୍ମ ‘ଆଦିପୁରୁଷ’ରେ ରାବଣ ଭୂମିକାରେ ଅଭିନୟ କରିବେ ବଲିଉଡ୍‌ ଅଭିନେତା ସୈଫ ଅଲ୍ଲୀ ଖାନ୍‌। ପ୍ରଥମ ଥର ପାଇଁ ସୈଫ ଅଲ୍ଲୀ ଖାନ୍‌ ଦକ୍ଷିଣ ଭାରତୀୟ ସୁପରଷ୍ଟାର ପ୍ରଭାସଙ୍କ ସହ ସ୍କ୍ରିନ୍‌ ସେୟାର କରିବେ। ଫିଲ୍ମ ନିର୍ମାତା ଏହି ଫିଲ୍ମର ଏକ…

ପୁଣିଥରେ ମା’ ହେବାକୁ ଯାଉଛନ୍ତି କରୀନା କପୁର, ନିଜେ ଦେଲେ ସୂଚନା

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ପୁଣିଥରେ ମା’ ହେବାକୁ ଯାଉଛନ୍ତି। ତୈମୁର ଖୁବ୍‌ଶୀଘ୍ର ବଡ଼ ଭାଇ ଦାୟିତ୍ୱ ସମ୍ପାଦନା କରିବେ। ଏନେଇ କରୀନା ଓ ସୈଫ୍‌ ପରୋକ୍ଷରେ କହିଛନ୍ତି। ମା’ ହେବା ନେଇ କରୀନା କହିଛନ୍ତି ଯେ ‘ଖୁବ୍‌ଶୀଘ୍ର ଆମ ପରିବାର ସହ ଆଉ ଜଣେ ନୂଆ ସଦସ୍ୟ ଯୋଡ଼ି ହେବାକୁ ଯାଉଛନ୍ତି।…

ଭାରତ ସରକାରଙ୍କୁ ସାହାଯ୍ୟ କରିବେନି ସୈଫ-କରୀନା, ବରଂ ଅନ୍ତଃରାଷ୍ଟ୍ରୀୟ ସଂସ୍ଥାକୁ ଦେବେ ରାଶି

କରୋନା ଭାଇରସ ସହ ଲଢ଼ିବା ପାଇଁ ଏବେ ବଲିଉଡ ଷ୍ଟାର ସୈଫ ଅଲ୍ଲୀ ଖାନ ଓ ତାଙ୍କ ସ୍ତ୍ରୀ କରୀନା କପୁର ଖାନ ସହାୟତାର ହାତ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏ ନେଇ କରୀନା ସୋସିଆଲ ମିଡିଆରେ ଏକ ଲେଖା ପୋଷ୍ଟ କରି ସୂଚନା ଦେଇଛନ୍ତି । ଏହି କପଲ ଭାରତ ସରକାର କିମ୍ବା ମହାରାଷ୍ଟ୍ର ସରକାରଙ୍କ…

କରୀନା କପୁରଙ୍କ ରେଡିଓ ଶୋ’କୁ ଆସିଲେ ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନ୍‌, ଖୋଲିଦେଲେ ସିକ୍ରେଟ୍‌, ଲାଜରେ ନଇଁଗଲେ ବେଗମ୍‌

ବଲିଉଡ୍‌ର ପାଓ୍ଵାର କପଲ୍‌ ସୈଫ୍‌ ଅଲ୍ଲୀ ଖାନ୍‌ ଓ କରୀନା କପୁର ସମସ୍ତଙ୍କ ପାଇଁ ଆଦର୍ଶ ଦମ୍ପତି। ନିକଟରେ ସୈଫ୍‌ କରୀନାଙ୍କ ରେଡିଓ ଶୋ’ ‘ହ୍ଵାଟ୍‌ ଓ୍ଵିମେନ୍‌ ଓ୍ଵାଣ୍ଟ୍‌’ରେ ସାମିଲ ହୋଇଥିଲେ। ଶୋ’ ମଝିରେ ସୈଫ୍‌ ଓ କରୀନାଙ୍କ ମଧ୍ୟରେ କେମିଷ୍ଟ୍ରି ଦେଖିବାକୁ ମିଳିଥିଲା। ଏଥିରେ କରୀନା…

ସେଫ ଅଲ୍ଲୀ ଖାନଙ୍କର ରାଜ ଖୋଲିଲେ କରିନା, କହିଲେ ସେ ସବୁବେଳେ ମୋ ଉପରେ..

ବଲିଉଡ ଅଭିନେତ୍ରୀ କରିନା କପୁର ଆଜିକାଲି 'ଗୁଡ଼ନ୍ୟୁଜ'ର ପ୍ରସ୍ତୁତିରେ ଲାଗି ପଡିଛନ୍ତି । ଏହି ଫିଲ୍ମରେ କରିନା କପୁରଙ୍କ ସହିତ ଅକ୍ଷୟ କୁମାର, ଦିଲଜିତ ଏବଂ କିଆରା ଆଡ଼ଭାନୀ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବେ । ଯଦିଓ କରିନା ଆଜିକାଲି ଏହି ଫିଲ୍ମର ପ୍ରମୋସନରେ ଲାଗିପଡିଛନ୍ତି କିନ୍ତୁ…

ସୈଫ୍‌ଙ୍କୁ କାହିଁକି ଦୁଇ ଥର ବିବାହ ପାଇଁ ମନା କରିଥିଲେ କରୀନା, ସାତ ବର୍ଷ ପରେ କଲେ ଖୁଲାସା

ସୈଫ୍‌ ଅଲ୍ଳୀ ଖାନ୍‌ ଏବଂ କରୀନା କପୁରଙ୍କ ବିବାହକୁ ୭ବର୍ଷ ପୂରଣ ହୋଇସାରିଛି। ଉଭୟଙ୍କର ଗୋଟିଏ ପୁଅ ସନ୍ତାନ ମଧ୍ୟ ରହିଛି। ବଲିଉଡ୍‌ର ଲୋକପ୍ରିୟ ଯୋଡିମାନଙ୍କ ମଧ୍ୟରେ କରୀନା ଏବଂ ସୈଫଙ୍କ ନାଁ ମଧ୍ୟ ସସାମିଲ ରହିଛି। ଏକ ସାକ୍ଷାତକାର ମାଧ୍ୟମରେ କରୀନା କହିଛନ୍ତି ସୈଫ୍‌ ତାଙ୍କୁ ଦୁଇ ଥର…

ପରିବାର ସହ ଦୀପାବଳି ପାଳିଲେ ସାରା ଅଲ୍ଲୀଖାନ୍‌, ଦେଖନ୍ତୁ ଭାଇରାଲ ଫଟୋ

ଦୀପାବଳି ପାଇଁ ସାରାଦେଶ ଉତ୍ସବ ମୁଖରିତ ହୋଇପଡ଼ିଛି। ଗାଁଠୁ ସହର ଯାଏଁ ସବୁଆଡ଼ ଆଲୋକରେ ସଜ୍ଜିତ ହୋଇଛି। କେବଳ ସାଧାରଣ ଲୋକେ ନୁହେଁ ଫିଲ୍ମ ଆକ୍ଟରମାନେ ମଧ୍ୟ ନିଜ ଅନ୍ଦାଜରେ ଆଲୋକର ପର୍ବ ପାଳୁଥିବା ଦେଖିବାକୁ ମିଳିଛି। ସେଲିବ୍ରିଟିମାନେ ଦୀପାବଳି ଅବସରରେ ପାର୍ଟି, ମଜାମସ୍ତି କରୁଥିବା ନଜର…