Browsing Tag

salepur

ଏବେ ଲୁଟେରାଙ୍କ ଟାର୍ଗେଟରେ ଏଟିଏମ୍: ସିସିଟିଭିରେ କଏଦ ହେଲା ଲୁଟର ଦୃଶ୍ୟ

ଥମିବାର ନାଁ ନେଉନି ଲୁଟେରାଙ୍କ ଆତଙ୍କ । ଏବେ ମାତିଛନ୍ତି ଏଟିଏମ ଲୁଟେରା । ଦିନକୁ ଦିନ ବଢ଼ିଚାଲିଛି ଏହି ଲୁଟେରାଙ୍କ ବିତ୍ପାତ୍‌ । ରାଜ୍ୟରେ ଖେଳାଇଛନ୍ତି ଆତଙ୍କ । କାହାରିକୁ ଭୟ ନ କରି ନିଜର ଆତଙ୍କରାଜ୍‌ ଚଳାଇଛନ୍ତି ଲୁଟେରା । ଖାଲି ରାଜ୍ୟ ରାଜଧାନୀରେ ନୁହେଁ ବିଭିନ୍ନ ଜିଲ୍ଲାରେ…

ପ୍ରଜାପତି ଦେହରେ ଦୃଶ୍ୟମାନ ହୋଇଛନ୍ତି ଜଗତର ନାଥ ଜଗନ୍ନାଥ, ଆଲୌକିକ ଦୃଶ୍ୟ ଦେଖି ଭକ୍ତ ବିଭୋର

ସାଲେପୁର (କେନ୍ୟୁଜ): ସେ ଭକତ ଭାବରେ ବନ୍ଧା, ସେ ଭକ୍ତ ବତ୍ସଳ । କେତେବେଳେ ଭକତ ହାତରୁ ନଡିଆ ନିଏ ତ କେତେବେଳେ ସେ ଭକ୍ତର ବାଲି ରଥରେ ବି ବସେ । ଭକ୍ତର ଭାବନାକୁ ବୁଝେ ସେଥି ପାଇଁ ତ ତାକୁ ଭାବ ବିନୋଦିଆ କୁହାଯାଏ । ଯେତେବେଳେ ଭକ୍ତି ଓ ଆସ୍ଥାର କଥା ଆସେ ସେଠି ପଥର ବି ଠାକୁର ଭଳି ଦେଖା…

ରାତିରେ ୩ଟି ଘରୁ କଳାକନା ବୁଲାଇଲେ ଦୁବୁର୍ତ୍ତ, ଚାଲିଛି ପୋଲିସର ତଦନ୍ତ

ସାଲେପୁର(କେନ୍ୟୁଜ୍‌): ଦିନକୁ ଦିନ ଚୋରି ମାମଲା ବଢ଼ିବାରେ ଲାଗିଛି । ଏ ଚୋରମାନେ ନା ଆଇନକୁ ଭୟ କରୁଛନ୍ତି ନା ଭୟ କରୁଛନ୍ତି ପୋଲିସକୁ । ଦିନ ବେଳେ ଟାର୍ଗେଟ କରୁଛନ୍ତି ଘର ଆଉ ରାତି ହେଲେ ବୁଲାଉଛନ୍ତି କଳାକନା । ତେବେ କଟକ ଜିଲ୍ଲା ସାଲେପୁର ବ୍ଲକ ଜଗତପୁର ଥାନା ଅଧିନ ରାମେଶ୍ୱର…

ପାଉଡରରେ ବାସନ ସଫା କରିଦେବେ କହି ଲୁଟିନେଲେ ମୁଦି, ଚେନ୍‌

ସାଲେପୁର: ସାବଧାନ୍‌ । ଗାଁ ଗାଁ ବୁଲୁଛନ୍ତି ଚାଲାକ୍ ଲୁଟେରା । ଦିନ ଦ୍ୱିପହରରେ ବୋକା ବନାଇ ଲୁଟି ନେଉଛନ୍ତି ଆଖିରେ ଆଙ୍ଗୁଠି ଗେଞ୍ଜି । ସେ ପୁଣି ଜୋର ଜବରଦସ୍ତ ଛଡ଼ାଇ କି ଗେଟ୍ ତାଲା ଭାଙ୍ଗି ନୁହେଁ ଆଜ୍ଞା, କଥାରେ କଥାରେ କହି ଅତି ସୁନ୍ଦର ଭାବରେ ଚାଲକି କରି ଲୁଟି ନେଉଛନ୍ତି । ଠିକ୍‌…

ରାତି ହେଲେ ସ୍ୱାସ୍ଥ୍ୟକେନ୍ଦ୍ରରେ ଝୁଲୁଛି ତାଲା ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକେ

ସାଲେପୁର(କେନ୍ୟୁଜ୍‌): ବାହାରୁ ଦେଖିବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ପୂରା ଚିକ୍କଣ । କିନ୍ତୁ ସ୍ୱାସ୍ଥ୍ୟ ସେବା ପୂରା ଦୁର୍ବଳ। ସ୍ୱାସ୍ଥ୍ୟ ଯୋଗାଇ ବରେ ବିଫଳ ସ୍ୱାସ୍ଥ୍ୟ ବିଭାଗ l ସ୍ୱାସ୍ଥ୍ୟ ବିଭାଗ ୨୪ଘଣ୍ଟିଆ ସ୍ୱାସ୍ଥ୍ୟ ଯୋଗାଇବା କଥା କିନ୍ତୁ ରାତି ହେଲେ ଅଧିକାଂଶ ସ୍ୱାସ୍ଥ୍ୟ କେନ୍ଦ୍ରରେ…

କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ନଦୀ ଖନନ କାର୍ଯ୍ୟକୁ ନଜର ଦିଆଯାଉନି, ନିମ୍ନ ମାନର କାର୍ଯ୍ୟ କରାଯାଉଥିବା ଆସିଛି…

କଟକ(କେନ୍ୟୁଜ):  ବର୍ଷାଦିନ ଆସିବା ମାତ୍ରେ ନଦୀ କୁଳିଆ ଗାଁର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ଦେଖିବାକୁ ମିଳେ । ପ୍ରତିବର୍ଷ ଏହି ନଦୀରେ ବନ୍ୟା ଆସିଲେ ୧୦ଟି ପଞ୍ଚାୟତର ହଜାର ହଜାର ଲୋକେ ଦୁର୍ଦ୍ଦସାରେ ପଡନ୍ତି । ସରକାରଙ୍କ ପାଖରେ ବାରମ୍ବାର ଅଭିଯୋଗ ପରେ ଚଳିତ ବର୍ଷ ଏହି…

ରାତି ଅଧରେ ଭିଆଇଲେ ଅଗ୍ନିକାଣ୍ଡ, ଜାଳିପୋଡି ପାଉଁଶ କରିଦେଲେ ରୋଜଗାରର ଏକମାତ୍ର ମାଧ୍ୟମ

ସାଲେପୁର  (କେନ୍ୟୁଜ): ଘର ସାମ୍ନାରେ ଜାଲିଦେଲେ ଅଟୋ । ରୋଜଗାରର ଏକମାତ୍ର ମାଧ୍ୟମ କ୍ଷଣିକରେ ଜାଳିପୋଡି ପାଉଁଶ ହୋଇଗଲା । ଏଭଳି ଘଟଣା କଟକ ଜିଲ୍ଲା ଭଦରେଶ୍ୱର ଥାନା ରାମକାପୁର ଗାଁରେ ଘଟିଛି । ବିଳମ୍ବିତ ରାତିରେ ଏହି ଗାଁର ସେକ ଅନିସ ଅଲ୍ଲି ତାଙ୍କ ଯାତ୍ରୀବାହୀ ଅଟୋଟିକୁ ନିଜ ଘର…

ଜୈବପୁଞ୍ଜି ମାଧ୍ୟମରେ ମାଛ ଚାଷ କରି ବେଶ ଚର୍ଚ୍ଚାରେ ଯୁବ ଚାଷୀ, ହେଉଛି ଲକ୍ଷାଧିକ ଟଙ୍କାର ରୋଜଗାର

ଜୈବପୁଞ୍ଜି ମାଧ୍ୟମରେ ମାଛ ଚାଷ କରି ବେଶ ଚର୍ଚ୍ଚାରେ ଯୁବ ଚାଷୀ । ପ୍ରଧାନମନ୍ତ୍ରୀ ମସ୍ଚ୍ୟ ସମ୍ପଦଯୋଜନାର ଲାଭ ଉଠାଇଛନ୍ତି ଯୁବ ଚାଷୀ । ପ୍ରଧାନମନ୍ତ୍ରୀ ମସ୍ଚ୍ୟ ସମ୍ପଦ ଯୋଜନାରେ ଆର୍ଥିକ ସହାୟତା ରାଶି ୧୫ ଲକ୍ଷ ଟଙ୍କା ପାଇ ଆରମ୍ବ କରିଛନ୍ତି ମାଛ ଚାଷ । ଏହି ମାଛ ଚାଷ କରି ଅନ୍ୟ କାର୍ଯ୍ୟ…

ଫୁଲରେ ସଜ୍ଜିତ ହେଲା ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ମନ୍ଦିର, ରୁଦ୍ରଗୋପାଳ ବେଶରେ ଦର୍ଶନ ଦେଲେ ଶ୍ରୀଅଚ୍ୟୁତ

ସାଲେପୁର (କେନ୍ୟୁଜ): ପୌଷ ପୂର୍ଣ୍ଣିମା ଅବସରରେ ନେମାଳ ପଦ୍ମବନ ପୀଠ ଉତ୍ସବମୁଖର ହୋଇଛି । ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ସାଧୁସନ୍ଥଙ୍କ ସମେତ ଶ୍ରଦ୍ଧାଳୁମାନେ ଯୋଗ ଦେଇଛନ୍ତି । ପୀଠ ଚତୁଃପାର୍ଶ୍ଵରେ ଯାଗଯଜ୍ଞ, ମହାମନ୍ତ୍ର ନାମଯଜ୍ଞ ଚାଲିଥିବା ଦେଖିବାକୁ ମିଳିଛି । ବେଢ଼ା ଚତୁଃପାର୍ଶ୍ବ ଫୁଲ…

ନିଶ୍ଚିତକୋଇଲି ଦୁର୍ଘଟଣା: ମୃତକଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ରାଶି ଘୋଷଣା

ଭୁବନେଶ୍ୱର (କେନ୍ୟୁଜ): ଆଜି ସକାଳୁ କଟକ-ଚାନ୍ଦବାଲି ରାସ୍ତାରେ ଭୟଙ୍କର ଦୁର୍ଘଟଣା ହୋଇଛି। ନିଶ୍ଚିତକୋଇଲିର କଟରପଡା କଳା ପୋଲ ନିକଟରେ ଦଶ ଚକିଆ ଟ୍ରକ ଓ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଫଳରେ ଏଥିରେ ୩ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଛନ୍ତି । ୩ ମୃତ…

କାଳ ହେଲା କୁହୁଡ଼ି: ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୩ ମୃତ; ୪୦ରୁ ଅଧିକ ଆହତ

ସାଲେପୁର (କେନ୍ୟୁଜ):  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର କଟରପଡ଼ାରେ ଦୁର୍ଘଟଣା ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି । ଘଟଣାସ୍ଥଳରେ ୨ ଜଣ ଓ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣେ ଆହତଙ୍କର ମୃତ୍ୟୁ ହୋଇଛି । ୪୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ।…

ଶୋଇଥିବା ବେଳେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ: ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର

ସାଲେପୁର (କେନ୍ୟୁଜ): ଶୋଇଥିବା ବେଳେ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ । ସ୍ବାମୀ ମୃତ, ସ୍ତ୍ରୀ ଗୁରୁତର। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ହରେକୃଷ୍ଣ ପୃଷ୍ଟି । ପତ୍ନୀ ଅନ୍ନପୂର୍ଣ୍ଣାଙ୍କୁ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…