ପଞ୍ଚାୟତ ନିର୍ବାଚନରେ ବିଜୟ ପ୍ରାର୍ଥୀଙ୍କୁ ମିଳିଲା ପରାଜୟର ଚିଠି, ପ୍ରତିବାଦରେ ପଞ୍ଚାୟତ ଅଫିସ ଆଗରେ ଧାରଣା
ସାଲେପୁର(କେନ୍ୟୁଜ୍):ପଞ୍ଚାୟତ ନିର୍ବାଚନରେ ବିଜୟୀ ପ୍ରାର୍ଥୀ ଭାବେ ଘୋଷଣା ହେଲା। କିନ୍ତୁ ପରେ ପରାଜୟ ହୋଇଥିବା ନେଇ ମିଳିଲା ଚିଠି। ପ୍ରତିବାଦରେ ପଞ୍ଚାୟତ ଅଫିସ ଆଗରେ ଧାରଣା। କଟକ ଜିଲ୍ଲା ସାଲେପୁର ବ୍ଲକ ଶିଶୁଆ ପଞ୍ଚାୟତରେ ଏହି ଘଟଣା ଘଟିଛି। ପଞ୍ଚାୟତର ୭ନମ୍ବର ୱାର୍ଡର ୱାର୍ଡମେମ୍ବର…