Below header
Browsing Tag

salepur

ବାପା ଶବକୁ ନେଇ ପୁଅ,ଝିଅ ଭିତରେ ଝଗଡା: ରାତି ଯାକ ମେଡିକାଲରେ ପଡ଼ିରହିଲା ଶବ

ସାଲେପୁର: ବାପା ଶବକୁ ନେଇ ପୁଅ,ଝିଅ ଭିତରେ ଝଗଡା। ଯାହାଫଲରେ ରାତି ଯାକ ଶବ ପଡ଼ିରହିଲା ମେଡିକାଲରେ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ। ରାଇସୁଙ୍ଗୁଡା ନିବସୀ ବିଷ୍ଣୁ ପ୍ରସାଦ ସିଂଙ୍କର ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୃତ୍ୟୁ ହୋଇଥିଲା।…

କଟକ: ବିଲରେ ଗଭୀର ଗାତ କରି ବ୍ଲାଷ୍ଟିଂ କରିଥିଲା ଅଏଲ୍ ଇଣ୍ଡିଆ ସଂସ୍ଥା, ବ୍ଲାଷ୍ଟିଂରେ କିଛି ଘର ଫାଟି ଯିବା ସହ ଚାଷ…

ସାଲେପୁର(କେନ୍ୟୁଜ୍): କଟକ ଜିଲ୍ଲା ସାଲେପୁର ଅଞ୍ଚଳରେ ଅଏଲ୍ ଇଣ୍ଡିଆର ଭୂତଳ ବ୍ଲାଷ୍ଟ କରି ତୈଳ ଅନୁସନ୍ଧାନ । ସଂପୃକ୍ତ ଅଞ୍ଚଳରେ ଏକ ଠିକା ସଂସ୍ଥା ଜମି ମାଲିକଙ୍କୁ ନଜଣାଇ ଚାଷ ଜମିରେ ଗଭୀର ଗର୍ତ କରି ବ୍ଲାଷ୍ଟିଂ କରିଥିଲେ । ସେହି ସମୟରେ ଭୂମିକମ୍ପ ଭଳି ପରିସ୍ଥିତି ଉପୁଜିଥିଲା । ସ୍ଥାନୀୟ…

ସାଲେପୁର ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟିଲା କାର୍, ଗୁରୁତର ଅବସ୍ଥାରେ ଡ୍ରାଇଭର ଉଦ୍ଧାର

ସାଲେପୁର(କେନ୍ୟୁଜ୍):  ସଡକ ଦୁର୍ଘଟଣାରୁ ଅଳ୍ପକେ ବର୍ତିଲେ କାର ଚାଳକ। ଏଭଳି ଦୁର୍ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର କୁଅଁପାଳ ରାସ୍ତାର ବୁଦାମୁଣ୍ଡାଇ ଛକ ନିକଟରେ। କାର ଚାଳକ ଜଣକ ହେଲେ ମାହାଙ୍ଗା ଥାନା ପୁରୁଣା ମଠ ଅସ୍ତପୁର ଅଞ୍ଚଳ ରଞ୍ଜିତ କୁମାର ଦାସ। ସେ ସାଲେପୁର ଅଭିମୁଖେ ଯାଉଥିବା…

ସଁ ସଁ ଶବ୍ଦ ଶୁଣିଲେ ଲୋକେ, ମହାନଦୀ ପଠାରୁ ଉଦ୍ଧାର ହେଲା ଏତେ ବଡ଼ ଅଜଗର ସାପ

ସାଲେପୁର (କେ ନ୍ୟୁଜ୍‌) : ଛଅ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର । ସାପଟିକୁ କଟକ ଜିଲ୍ଲା ସାଲେପୁର ଆତୋଡା ଅଞ୍ଚଳ ମହାନଦୀ ପଠାରୁ ଉଦ୍ଧାର କରାଯାଇଛି। ମହାନଦୀ ପଠାରେ ସ୍ଥାନୀୟ ଲୋକମାନେ ଚଳପ୍ରଚଳ ହେଉଥିବା ବେଳେ ସଁ ସଁ ଶବ୍ଦ ଶୁଣି ଖୋଜାଖୋଜି କରିଥଲେ। ସାପଟି ଏକ ଗାତ ଭିତରେ ରହି ଶବ୍ଦ…

ବିଶ୍ୱାସ ନହେଲେ ବି ସତ, ଦେଢ଼ ବର୍ଷର ବାଛୁରୀ ପ୍ରତିଦିନ ଦେଉଛି କ୍ଷୀର

ବିଶ୍ୱାସ ନହେଲେ ବି କଥାଟି ସତ । ଜନ୍ମ କଲା ଗାଇ କ୍ଷୀର ଦେବା କଥା ଆପଣ ସମସ୍ତେ ଜାଣି ଥିବେ କିନ୍ତୁ ଏକ ଦେଢ ବର୍ଷର ବାଛୁରୀ ଆଜିକୁ ତିନି ମାସ ଧରି କ୍ଷୀର ଦେବା କଥା ଶୁଣିଲେ ଆପଣ କଣ କହିବେ ..? ଏମିତି ଏକ କଥା ଶୁଣି ଯେକେହି ବି ଆଶ୍ଚର୍ଯ୍ୟ ହୋଇଯାଇପାରେ କିନ୍ତୁ ଏ ବିଜ୍ଞାନ ଯୁଗରେ ସବୁ…

କେନ୍ଦ୍ର ସରକାରଙ୍କ ମିଠାର ନୂଆ ନିୟମକୁ ସ୍ୱାଗତ କଲେ ସାଲେପୁର ସହରବାସି

ସାଲେପୁର(କେନ୍ୟୁଜ୍‌): ମିଠା ଦୋକାନରେ ମିଳୁଥିବା ଖାଦ୍ୟପେୟ ସାମଗ୍ରୀର କ୍ୱାଲିଟିରେ ସୁଧାର ଆଣିବା ପାଇଁ ସରକାର ନୂଆ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି । ୨୦୨୦ ଅକ୍ଟୋବର ୧ ତାରିଖ ପରେ ସ୍ଥାନୀୟ ମିଠା ଦୋକାନକୁ ଡବାରେ ରଖାଯାଇଥିବା ମିଠା ପାଇଁ ନିର୍ମାଣ ତାରିଖ ତଥା ଉପଯୋଗର…

ବୁଡିବାକୁ ବସିଛି କୌଳିକ ଵୃତ୍ତି, ଏବେ ସାହା କେବଳ ସରକାର

ତନ୍ତରେ ବୁଣିବା ପରେ ସୁନ୍ଦର ସୁନ୍ଦର ଶାଢ଼ି ସବୁକୁ ଅତି ଯତ୍ନରେ ସାଇତି ରଖୁଛନ୍ତି ବୁଣାକାର । ହେଲେ ଏସବୁ ଯାଇ ପାରୁନି ଦୋକାନ ଯାଏ । କରୋନା ଜନିତ ଳକ୍‌ଡାଉନ୍‌ ଓ ସଟ୍‌ଡାଉନ୍‌ ସାଜିଛି ଏମାନଙ୍କ ପାଇଁ ପ୍ରତିବନ୍ଧକ । କଟକ ଜିଲ୍ଲା ସାଲେପୁରର ରଟିଲୋ ଗାଁ । ଏଠାକାର ୭୫ ଭାଗ ପରିବାର…

କୁକୁର ଖାଦ୍ୟକୁ ବେସନ କହି ବିକ୍ରି କରୁଛନ୍ତି ଦୋକାନୀ, ପଚାରିଲେ କହୁଛନ୍ତି ମୁଁ ପାଠ ପଢିନି.. ଇଂରାଜୀରେ କଣ..

ସାଲେପୁର : କୁକୁର ଖାଦ୍ୟକୁ ବେସନ କହି ଦୋକାନରେ ବିକ୍ରି ହେଉଥିବା ଅଭିଯୋଗ । କଟକ ସାଲେପୁର ପାଇକରାପୁର ଗାଁରୁ ଏଭଳି ସାଂଘାତିକ ଅଭିଯୋଗ ଆସିଛି । ଆମେରିକା କମ୍ପାନୀର କୁକୁର ଖାଦ୍ୟ ପ୍ୟାକେଟକୁ ଗାଁର ଛୋଟ ଛୋଟ ଦୋକାନରେ ବେସନ କହି ଦୋକାନୀ ବିକ୍ରି କରୁଥିବା ଅଭିଯୋଗ ହୋଇଛି । ଏହା ଜାଣିବା…

ସାଲେପୁର ଏଟିଏମ୍‌ରୁ ଟଙ୍କା ଗାଏବ, ପୋଲିସର ତଦନ୍ତ ଆରମ୍ଭ

ଏଟିଏମ୍‌ରୁ ଟଙ୍କା ଗାଏବ । ଅଭିଯୋଗ କରିଛନ୍ତି କଟକ ଜିଲ୍ଲା ସାଲେପୁର ତିଲଦା ଗାଁର ହେମଲତା ନାୟକ । ଜପକୁଦର ଷ୍ଟେଟବ୍ୟାଙ୍କରେ ଦୀର୍ଘ ବର୍ଷ ଧରି ନାତୁଣୀ ବାହାଘର ପାଇଁ ଟଙ୍କା ସଞ୍ଚୟ କରିଥିଲେ । ହେଲେ କିଛିଦିନ ତଳେ ପାସବୁକ୍‌ ଅପଡେଟ୍‌ କରିବା ବେଳେ ତାଙ୍କ ଖାତାରେ ଲକ୍ଷେ ଟଙ୍କା ଗାଏବ ଥିବା…

ଆଜି ସାଲେପୁର ବନ୍ଦ,ବିଭିନ୍ନ ସଙ୍ଗଠନ ସାମିଲ୍

କଟକ(କେନ୍ଯୁଜ୍) : କଟକ ଜିଲ୍ଲା ସାଲେପୁରରେ ଆଜି ଦିନିକିଆ ବନ୍ଦ। ବନ୍ଦରେ ସାମିଲ ହୋଇଛନ୍ତି ସାଲେପୁରର ବିଭିନ୍ନ ସାମାଜିକ ଅନୁଷ୍ଠାନ ଓ ସଂଘ। ଫଳରେ ଗାଡି ଚଳାଚଳ ଠପ୍‌  ହୋଇଯିବା ସହ ଦୋକାନ ବଜାର, ସ୍କୁଲ କଲେଜ, ସରକାରୀ ଏବଂ ବେସରକାରୀ ଅଫିସ ବନ୍ଦ ରହିଛି। ସହର ଦେଇ ଯାଇଥିବା…