Browsing Tag

sanjay dutt

ପାକିସ୍ତାନର ପରଭେଜ ମୁଶାରଫଙ୍କ ସହ ଅଭିନେତା ସଞ୍ଜୟ ଦତ୍ତଙ୍କ ଫଟୋ ଭାଇରାଲ

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଦୁବାଇରେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ପରଭେଜ ମୁଶାରଫଙ୍କୁ ଭେଟିଛନ୍ତି । ଯାହାର ଇଣ୍ଟରନେଟରେ ଛାଇ ଯାଇଛି । ଫଟୋରେ ମୁଶାରଫ ଏକ ହ୍ଵିଲ ଚେୟାରରେ ବସିଥିବା ବେଳେ ସଞ୍ଜୟ ଦତ୍ତ କେଉଁଆଡକୁ ପଏଣ୍ଟ କରୁଛନ୍ତି । ତେବେ ଦୁହେଁ କିଭଳି ଓ କେମିତି ଭେଟିଲେ ଯଦିଓ…

ପୁଣି ରୋମାନ୍ସ କରିବେ ୯୦ ଦଶକର ହିଟ୍‌ ଯୋଡ଼ି ସଞ୍ଜୟ ଦତ୍ତ ଓ ରବୀନା ଟଣ୍ଡନ, ‘ଘୁଡ଼ଚଢ଼ି’ରେ ଆସିବେ ନଜର

ପୁଣିଥରେ ଫେରୁଛନ୍ତି ୯୦ ଦଶକର ରୋମାଣ୍ଟିକ୍‌ ଯୋଡ଼ି ସଞ୍ଜୟ ଦତ୍ତ ଓ ରବୀନା ଟଣ୍ଡନ। ଫିଲ୍ମ ‘ଘୁଡ଼ଚଢ଼ି’ରେ ଦର୍ଶକେ ଏମାନଙ୍କୁ ଦେଖିବାର ସୁଯୋଗ ପାଇବେ। ବଲିଉଡ୍‌ର ସୁପରଷ୍ଟାର ସଞ୍ଜୟ ଦତ୍ତ ନିଜ ଆଗାମୀ ଫିଲ୍ମ ‘ଘୁଡ଼ଚଢ଼ି’ର ଘୋଷଣା କରିଛନ୍ତି। ସୋସିଆଲ ମିଡିଆରେ ସେ ଏ ନେଇ ସୂଚନା ଦେଇଛନ୍ତି। ସଞ୍ଜୟ…

ସାମ୍ନାକୁ ଆସିଲା ‘ଭୁଜ୍‌: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ ର ଦମ୍‌ଦାର ଟିଜର, ଆକ୍ସନ୍‌ ଓ ଯୁଦ୍ଧ ସିନ୍‌ ଦେଖିଲେ ଉଡ଼ିଯିବ…

ଅଜୟ ଦେବଗନ୍‌ଙ୍କ ବହୁ ପ୍ରତୀକ୍ଷିତ ‘ଭୁଜ୍‌: ଦ ପ୍ରାଇଡ୍‌ ଅଫ୍‌ ଇଣ୍ଡିଆ’ର ଟିଜର ଆଜି ଆଉଟ୍‌ ହୋଇଛି। ଫିଲ୍ମର ଟିଜରରେ ଖୁବ୍‌ ସୁନ୍ଦର ଯୁଦ୍ଧ ସିନ୍‌ ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଫିଲ୍ମର ଟ୍ରେଲର ଜୁଲାଇ ୧୨ରେ ରିଲିଜ୍‌ ହେବ। ‘ଭୁଜ୍‌: ଦ…

ଅଭିନେତା ସଞ୍ଜୟ ଦତ୍ତଙ୍କୁ ମିଳିଗଲା UAEର ଗୋଲଡେନ ଭିସା, ଟ୍ୱିଟ କରି କହିଲେ, ‘ମୁଁ ବହୁତ ସମ୍ମାନିତ ଅନୁଭବ…

ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ନିକଟରେ ଏକ ଟ୍ୱିଟରେ ଖୁଲାସା କରିଛନ୍ତି କି, ତାଙ୍କୁ ୟୁଏଇର ଗୋଲଡେନ ଭିସା ମିଳିଯାଇଛି। ସେ ଟ୍ୱିଟରେ ଲେଖିଛନ୍ତି, 'ମେଜର ଜେନେରାଲ ମହମ୍ମଦ ଅଲ ମାରୀଙ୍କ ଉପସ୍ଥିତିରେ ୟୁଏଇର ଗୋଲଡେନ ଭିସା ପାଇ ସମ୍ମାନିତ ଅନୁଭବ କରୁଛି। ଏହି ସମ୍ମାନ ପାଇଁ ୟୁଏଇ ସରକାରଙ୍କୁ…

ମାନ୍ୟତାଙ୍କୁ ୧୦୦ କୋଟିର ୪ଟି ଫ୍ଲାଟ୍‌ ଗିଫ୍ଟ କରିଥିଲେ ସ୍ୱାମୀ ସଞ୍ଜୟ ଦତ୍ତ, ହେଲେ ଏହି କାରଣରୁ ସ୍ତ୍ରୀ କରିଦେଲେ…

ବଲିଉଡ୍‌ର ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ ଗତବର୍ଷ କ୍ୟାନସର ଭଳି ରୋଗକୁ ମାତ୍‌ ଦେଇ କର୍ମକ୍ଷେତ୍ରକୁ କମ୍‌ବ୍ୟାକ୍‌ କରିଛନ୍ତି। ସେ ବହୁତ ଜଲ୍‌ଦି କେଜିଏଫ୍‌ ପାର୍ଟ ୨ରେ ନଜର ଆସିବେ। ତେବେ ସଞ୍ଜୟ ଗତ ଡିସେମ୍ବର ମାସରେ ସ୍ତ୍ରୀ ମାନ୍ୟତାଙ୍କୁ ୪ଟି ଫ୍ଲାଟ୍‌ ଗିଫ୍ଟ କରିଥିଲେ। ଖାସ୍‌ କଥା…

ଆଖିରେ ପ୍ରବଳ ରାଗ ଓ ବେକରେ ମୋଟା ଚେନ୍‌, ସୁସ୍ଥ ହେବା ପରେ ଆଙ୍ଗ୍ରିୟଙ୍ଗମ୍ୟାନ୍‌ ଲୁକ୍‌ରେ ନଜର ଆସିଲେ ସଞ୍ଜୟ ଦତ୍ତ

କ୍ୟାନସରରୁ ସୁସ୍ଥ ହୋଇଛନ୍ତି ସଞ୍ଜୟ ଦତ୍ତ। ଏନେଇ ସେ ନିଜେ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ୬୧ ବର୍ଷୀୟ ସଞ୍ଜୟ ଦତ୍ତ ସୁସ୍ଥ ହୋଇଥିଲେ ବି ପୂରା ଫିଟ୍‌ ହୋଇନାହାନ୍ତି। ଡାକ୍ତର ତାଙ୍କୁ ଫିଲ୍ମରେ ଷ୍ଟଣ୍ଟ ସିନ୍‌ କରିବାକୁ ମନା କରିଛନ୍ତି। ତେବେ ସୁସ୍ଥ ହେବା ପରେ ସଞ୍ଜୟ ଦତ୍ତ ଏକ ଭିନ୍ନ…

କ୍ୟାନସରକୁ ମାତ୍‌ ଦେଲେ ସଞ୍ଜୟ ଦତ୍ତ, ଖୁବ ଶୀଘ୍ର ଆରମ୍ଭ କରିବେ KGF-2 ସୁଟିଂ

ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ଫ୍ୟାନଙ୍କ ପାଇଁ ଖୁସି ଖବର। କ୍ୟାନସରକୁ ମାତ୍ ଦେଇଛନ୍ତି ଏହି ଲୋକପ୍ରିୟ ଅଭିନେତା। ଫୁସ୍ଫୁସ୍ କ୍ୟାନସର ରୋଗରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ ସଞ୍ଜୟ। ସଞ୍ଜୟଙ୍କ ଅନ୍ତରଙ୍ଗ ବନ୍ଧୁ ରାଜ ବନସଲ ଏହା ବିଷୟରେ ସୂଚନା ଦେଇଛନ୍ତି। କ୍ୟାନସରକୁ ମାତ୍‌ ଦେଇ…

ଦୁଇଟି କେମୋଥେରାପୀ ପରେ ଏମିତି ଦେଖାଯାଉଛନ୍ତି ସଞ୍ଚୟ ଦତ୍ତ, ଫଟୋ ଦେଖି ଫ୍ୟାନ୍ସ ଦେଉଛନ୍ତି ଏଭଳି ପ୍ରତିକ୍ରିୟା

ସଞ୍ଜୟ ଦତ୍ତ ଏବେ ଫୁସଫୁସ୍‌ କ୍ୟାନସା ରୋଗରେ ପୀଡିତ। ଗତ କିଛି ଦିନ ଧରି ସେ ହସପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଏହି ଖବର ଜାଣିବା ପରେ ତାଙ୍କର ଫ୍ୟାନଙ୍କ ବହୁତ ମନ ଖରାପ ହୋଇଥିଲା। ସଞ୍ଜୟ ଦତ୍ତଙ୍କର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଯେଉଁଥିରେ ସେ ଦୁବାଇରେ ନିଜ ଫ୍ୟାମିଲୀ ସହିତ…

ପତ୍ନୀଙ୍କ ସହ ଦୁବାଇ ଗସ୍ତ କଲେ ସଞ୍ଜୟ ଦତ୍ତ, ଫଟୋ ସେୟାର କରି କହିଲେ ‘ଜୀବନ ଜୀଉଁଛି’

କିଛି ଦିନ ତଳେ ରୋଗାଗ୍ରସ୍ତ ହୋଇପଡ଼ିଥିବା ସଞ୍ଜୟ ଦତ୍ତ ମଙ୍ଗଳବାର ସନ୍ଧ୍ୟାରେ ମୁମ୍ବାଇରୁ ଦୁବାଇ ଗସ୍ତ କରିଛନ୍ତି। ଏକ ପ୍ରାଇଭେଟ ଜେଟ୍‌ରେ ସଞ୍ଜୟ ପତ୍ନୀ ମାନ୍ୟତାଙ୍କ ସହ ୧୦ ଦିନ ପାଇଁ ଦୁବାଇ ଗସ୍ତ କରିଛନ୍ତି। ସେଠାକୁ ସେ ଦୁଇ ପିଲାଙ୍କୁ ଦେଖା କରିବାକୁ ଯାଇଛନ୍ତି। ଲକ୍‌ଡାଉନ୍‌ ବେଳେ…

ତୃତୀୟ ନୁହେଁ ଚତୁର୍ଥ ଷ୍ଟେଜ୍‌ କ୍ୟାନ୍‌ସର ସହ ଲଢ଼ୁଛନ୍ତି ସଞ୍ଜୟ ଦତ୍ତ, ମେଡିକାଲ କର୍ତ୍ତୃପକ୍ଷ କଲେ ଖୁଲାସା

ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତଙ୍କୁ କିଛି ଦିନ ତଳେ ନିଃଶ୍ୱାସ ନେବାକୁ ସମସ୍ୟା ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଥାର୍ଡ ଷ୍ଟେଜ୍‌ ଫୁସ୍‌ଫୁସ୍‌ କ୍ୟାନ୍‌ସର ହୋଇଥିବା ଜଣାପଡ଼ିଥିଲା। ସଞ୍ଜୁ ବାବାଙ୍କୁ କ୍ୟାନ୍‌ସର ହୋଇଥିବା ଖବର ସାମ୍ନାକୁ ଆସିବା ପରେ…

ମୁମ୍ବାଇ ବିସ୍ଫୋରଣର ଦୋଷୀ ହୋଇଥିବାରୁ ସଞ୍ଜୟଙ୍କୁ ଚିକିତ୍ସା ପାଇଁ ଆମେରିକା ଯିବାକୁ ମିଳିନପାରେ ଅନୁମତି

ସଞ୍ଜୟ ଦତ୍ତଙ୍କୁ ଫୁସ୍‌ଫୁସ୍‌ କର୍କଟ ହୋଇଥିବା ନେଇ ମଙ୍ଗଳବାର ଦିନ ଖବର ସାମ୍ନାକୁ ଆସିଛି। ଏଣୁ ଚିକିତ୍ସା ପାଇଁ ସେ ଆମେରିକା ଯିବେ ବୋଲି କୁହାଯାଉଛି। କିନ୍ତୁ ବର୍ତ୍ତମାନ ମିଳିଥିବା ସୂଚନାନୁସାରେ ସଞ୍ଜୟ ଦତ୍ତଙ୍କ ପାଖରେ ୟଏସ୍‌ର ଭିସା ନାହିଁ। ତେଣୁ ସେଠାକୁ ଯିବା ନେଇ ସମସ୍ୟା ସୃଷ୍ଟି…

ଜେଲ୍‌ରେ ଥିଲା ବେଳେ ସଞ୍ଜୟ ଦତ୍ତ ଠୁଙ୍ଗା ତିଆରି କରୁଥିଲେ, ଜାଣନ୍ତୁ ଏ ବାବଦ ପଇସା ସେ କଣ କଲେ ?

ଅନେକ ଦିନ ପରେ ପୁଣି ପରଦାରେ ଦିଶିବେ ସଞ୍ଜୟ ଦତ୍ତ । ଆସୁଛି ଐତିହାସିକ ପୃଷ୍ଠଭୂମିରେ ନିର୍ମିତ ଫିଲ୍ମ ‘ପାନିପତ୍‌’ । ଏବେ ସେ ଏହି ଫିଲ୍ମର ପ୍ରମୋସନ୍‌ରେ ଲାଗିଛନ୍ତି । ଏହା ସହିତ କପିଲ ଶର୍ମାଙ୍କ ସୋ’ରେ ମଧ୍ୟ ସଞ୍ଜୟ ଦତ୍ତଙ୍କୁ ଦେଖିବାକୁ ମିଳିବ । ଏହି ସୋ’ରେ କପିଳଙ୍କ କିଛି ପ୍ରଶ୍ନର…