ଧୂମଧାମରେ ପାଳନ ହେଲା ସାନ୍ତାଳୀ ସଂପ୍ରଦାୟର ବାହା ପର୍ବ, ଖୁସିରେ ମସଗୁଲ ହେଲେ ଗାଁ ଲୋକେ
କେନ୍ଦୁଝର (କେନ୍ୟୁଜ): ପାରମ୍ପାରିକ ମାଦଳର ତାଳେ ତାଳେ ଓ ପାରମ୍ପରିକ ବେଶ ପୋଷାକ ପରିଧାନ କରି ମହିଳା , ପୁରୁଷ ଠାରୁ ଆରମ୍ଭ କରି ଛୋଟ ପିଲା ପର୍ଯ୍ୟନ୍ତ ସମସ୍ତେ ଖୁସିରେ ମସଗୁଲ । ସାନ୍ତାଳୀ ସଂପ୍ରଦାୟର ସବୁଠାରୁ ବଡ ପର୍ବ ବାହା ପର୍ବ । ଗ୍ରାମବାସୀଙ୍କ ସୁଖ ସମୃଦ୍ଧି ପାଇଁ ନିଆାରା ଭାବରେ…