Browsing Tag

saraswati puja

ବୁଦ୍ଧି, ବିଦ୍ୟାର ଅଧିଷ୍ଠାତ୍ରୀ ଦେବୀ ମା’ ସରସ୍ୱତୀଙ୍କ ସୃଷ୍ଟିର କାହାଣୀ

ଯା କୁନ୍ଦେନ୍ଦୁ ତୁଷାର ହାର ଧବଳା, ଯା ଶୁଭ୍ର ବସ୍ତ୍ରା ବୃତା ଯା ବୀଣା ବରଦଣ୍ଡ ମଣ୍ଡିତ କରା, ଯା ଶ୍ୱେତ ପଦ୍ମାସନା । । ଯା ବ୍ରହ୍ମା ଅଚ୍ୟୁତ ଶଙ୍କର, ପ୍ରଭୁତିଭିଃ ଦେବୈ ସଦା ବନ୍ଦିତା ସା ମାମ୍‌ ପାତୁ ସରସ୍ୱତୀ, ଭଗବତୀ ନିଃଶେଷ ଜାଡ୍ୟାପହା ।  ଶ୍ରୀପଞ୍ଚମୀ; ବୁଦ୍ଧି, ବିଦ୍ୟାର…

କଟକ: ଆଦର୍ଶ ଗ୍ରାମ କଲରାବାଙ୍କରେ ବେଶ ଧୁମଧାମରେ ପାଳିତ ହେଲା ମାଆ ସରସ୍ୱତୀଙ୍କ ପୂଜା

କଟକ(କେନ୍ୟୁଜ୍): କଟକ ଜିଲ୍ଲାର ଆଦର୍ଶ ଗ୍ରାମ କଲରାବାଙ୍କରେ ବେଶ ଧୁମଧାମରେ ପାଳିତ ହୋଇଛି ମାଆ ସରସ୍ୱତୀଙ୍କ ପୂଜା । ଗ୍ରାମ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା ବାଗଦେବୀଙ୍କ ପୂଜାର୍ଚ୍ଚନା । ଏଠାରେ ଗ୍ରାମ କମିଟି ସଭାପତି ଅଞ୍ଜନ କୁମାର ସାମନ୍ତ, ନିଳିମାରାଣୀ ଚାରି ଟେବୁଲ୍‌ ଟ୍ରଷ୍ଟର…

କିସ୍‌ ବିଶ୍ୱବିଦ୍ୟାଳୟ ପରିସରରେ ପାଳିତ ହେଲା ସରସ୍ୱତୀ ପୂଜା, ଯୋଗଦେଲେ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ…

କେନ୍ୟୁଜ୍(ବ୍ୟୁରୋ): କିସ୍‌ ବିଶ୍ୱବିଦ୍ୟାଳୟ ପରିସରରେ ସରସ୍ୱତୀ ପୂଜା ପାଳିତ । ସକାଳ ସାଢ଼େ ୯ଟାରେ ଆରମ୍ଭ ହୋଇଥିଲା ମାଆଙ୍କ ପୂଜା ବିଧି । ଦିନ ୧୧ ଟାରେ ସମ୍ପନ୍ନ ହୋଇଥିଲା । ବିଶ୍ୱବିଦ୍ୟାଳୟ କୁଳପତି ହରେକୃଷ୍ଣ ଶତପଥୀ ପୂଜାର କର୍ତ୍ତା ଭାବେ ପୂଜା କାର୍ଯ୍ୟ ସମ୍ପାଦନ କରିଥିଲେ । ଏହି…

ପୁରୀ ବେଳାଭୂମିରେ ବାଲୁକା କଳାରେ ସରସ୍ୱତୀ ପୂଜାର ଶୁଭେଚ୍ଛା, କରୋନା ଭାଇରସରୁ ରକ୍ଷା କରିବା ପାଇଁ ପ୍ରାର୍ଥନା କଲେ…

ପୁରୀ(କେନ୍ୟୁଜ୍): ବାଲୁକା କଳାରେ ସରସ୍ୱତୀ ପୂଜାର ଶୁଭଚ୍ଛୋ । ପୁରୀ ବେଳାଭୂମିରେ ବାଲୁକା କଳାରେ ସରସ୍ୱତୀ ପୂଜାର ଶୁଭେଚ୍ଛା ଜଣାଇଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ମାନସ ସାହୁ । ଏହାସହ କରୋନା ଭାଇରସରୁ ରକ୍ଷା କରିବା ପାଇଁ ସେ ମାଆ ସରସ୍ୱତୀଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ଏହି…

ଆଜି ଶ୍ରୀପଞ୍ଚମୀ, ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା

ଭୁବନେଶ୍ବର(କେନ୍ୟୁଜ୍): ଆଜି ଶ୍ରୀପଞ୍ଚମୀ। ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା। ମାଘ ଶୁକ୍ଲ ପଞ୍ଚମୀ ବା ଶ୍ରୀପଞ୍ଚମୀ ଦିନ ଓ ଶିଶୁମାନଙ୍କ ବିଦ୍ୟାରମ୍ଭ କାଳରେ ମାଙ୍କର ପୂଜା କରାଯାଇଥାଏ। ହିନ୍ଦୁ ସଂସ୍କୃତିରେ ଦେବୀ ସରସ୍ୱତୀଙ୍କର ଉପାସନା ବହୁ ପ୍ରାଚୀନ। ଆଦ୍ୟ ବସନ୍ତର ବର୍ଣ୍ଣାଢ୍ୟ…

ଭୁଲରେ ମଧ୍ୟ ସରସ୍ବତୀ ପୂଜାରେ କରନ୍ତୁ ନାହିଁ ଏହି ୫ଟି କାମ , ହୋଇଥାଏ ଅଶୁଭ

ବସନ୍ତ ପଞ୍ଚମୀ ବା ସରସ୍ବତୀ ପୂଜା ଆସନ୍ତା ୧୦ ଫେବୃଆରୀ ୨୦୧୯ ଦିନ ପଡୁଛି । ମାଘ ମାସ ଶୁକ୍ଳପକ୍ଷ ପଞ୍ଚମୀ ତିଥୀରେ ମା’ସରସ୍ବତୀଙ୍କ ପୂଜା ପାଳନ କରାଯାଇଥାଏ । ଧାର୍ମିକ ଗ୍ରନ୍ଥରେ ଏମିତି ମାନ୍ଯତା ରହିଛି କି ଏହି ଦିନ ଶବ୍ଦର ଶକ୍ତି ମନୁଷ୍ଯ ଜୀବନରେ ଆସିଥିଲା । ପୁରାଣରେ ଲେଖା ଅଛି…