Browsing Tag

sathyasri sharmila

ପରିଚୟର ଲଢେଇରେ ଅପରାଜେୟ ବ୍ୟକ୍ତିତ୍ବ : ଭେଟନ୍ତୁ ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ଓକିଲ ସତ୍ୟଶ୍ରୀଙ୍କୁ

ପରମ୍ପରାଗତ ଭାବରେ ଆମର ମାନସିକତା ଦୁଇ ପ୍ରକାର ମଣିଷ ଭିତରେ ସୀମିତ, ତାହା ହେଉଛି ପୁରୁଷ ଓ ନାରୀ । କିନ୍ତୁ ଯେତେବେଳେ ପ୍ରଶ୍ନ ଆସେ ତୃତୀୟ ଲିଙ୍ଗ ବା କିନ୍ନରଙ୍କ କଥା ସେତେବେଳେ ସେମାନଙ୍କୁ ଏକ ଆଶ୍ଚର୍ୟ୍ୟଜନକ ଚାହାଣୀରେ ଦେଖେ ମଣିଷ ସମାଜ । ସମାଜର ମୁଖ୍ୟ ସ୍ରୋତରେ ସାମିଲ୍ ହେବା ପାଇଁ…