Browsing Tag

sbi bank

SBIର ଖାସ୍‌ ଅଫର୍‌: ପର୍ସନାଲ ଲୋନ୍‌ ଦରକାର ଯଦି ଏହି ନମ୍ବରରେ କରନ୍ତୁ ମିସ୍‌ଡ କଲ୍‌

ପଇସାର ଆବଶ୍ୟକତା କେବେ ବି ପଡ଼ିପାରେ। ଆଜିକାଲି ଲୋନ୍‌ ନେବାର ଟ୍ରେଣ୍ଡ ବଢ଼ିଯାଇଛି। ବିଶେଷ କରି ଲୋକେ ବିବାହ, କୌଣସି ଦୂର ଜାଗାକୁ ଯାତ୍ରା କରିବା ଏବଂ ଇମରଜେନ୍ସି ପାଇଁ ପର୍ସନାଲ ଲୋନ୍‌ ନେଇଥାଆନ୍ତି। ଆପଣଙ୍କୁ ଯଦି ପର୍ସନାଲ ଲୋନ୍‌ର ଆବଶ୍ୟକ ରହିଛି, ତ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌…

SBI ରେ ଖାଲି ପଡ଼ିଛି ୨୦୦୦ ପଦବୀ, +୩ ପାସ୍‌ କରିଥିଲେ ଆଜି ହିଁ କରନ୍ତୁ ଆବେଦନ

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ ଅନେକ ପଦ ଖାଲି ପଡ଼ିଛି। ଏସ୍‌ବିଆଇରେ ମୋଟ ୨ ହଜାର ପ୍ରୋବେସନାରୀ ଅଫିସର ପଦରେ ନିଯୁକ୍ତି ହେବାକୁ ଯାଉଛି। ଇଚ୍ଛୁକ ପ୍ରାର୍ଥୀ ତୁରନ୍ତ ଆବେଦନ କରନ୍ତୁ। ଏହି ପଦ ପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ। ପଞ୍ଜିକରଣ କରିବା ପୂର୍ବରୁ ପ୍ରାର୍ଥୀ ଅଫିସିଆଲ…

ପାରଳାଖେମୁଣ୍ଡି SBI ମୁଖ୍ୟ ଶାଖାର ମ୍ୟାନେଜର କରୋନା ପଜିଟିଭ୍, ବ୍ୟାଙ୍କକୁ ସିଲ୍ କଲା ଜିଲ୍ଲା ପ୍ରଶାସନ

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି SBI ମୁଖ୍ୟ ଶାଖାର ମ୍ୟାନେଜର କରୋନା ପଜିଟିଭ୍ ଚିହ୍ନଟ । ଜଣାପଡିବାପରେ ବ୍ୟାଙ୍କକୁ ସିଲ୍ କରିଛି ଜିଲ୍ଲା ପ୍ରଶାସନ। ଏନେଇ ଗଜପତି ଜିଲ୍ଲାପାଳ ଅନୁପମ ଶାହାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନା ଥାଉକି, ଦକ୍ଷିଣ ଓଡ଼ିଶାରେ ବଢୁଛନ୍ତି ପଜିଟିଭ୍‌ ।…

ବଦଳିଲା SBI ବ୍ୟାଙ୍କ ଖୋଲିବା ସମୟ, ଏମିତି ଚେକ କରନ୍ତୁ ଆପଣଙ୍କ ନିକଟସ୍ଥ ବ୍ରାଞ୍ଚର ଟାଇମିଙ୍ଗ

କରୋନା ଭାଇରସ ସଂକ୍ରମଣ ଠାରୁ ରକ୍ଷା ପାଇବା ପାଇଁ ବ୍ୟାଙ୍କ ଲଗାତର ଅନେକ ପଦକ୍ଷେପ ଉଠାଉଛି। ଏହିସବୁ ମଧ୍ୟରେ ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ ଷ୍ଟେଟ 'ବ୍ୟାଙ୍କ ଅଫ ଇଣ୍ଡିଆ' (SBI) ମଧ୍ୟ ବ୍ରାଞ୍ଚ ଖୋଲିବାର ଟାଇମିଙ୍ଗ ପରିବର୍ତ୍ତନ କରିଛି। ଏହାଛଡା ବ୍ରାଞ୍ଚରେ ଥିବା ଷ୍ଟାଫ ମାନଙ୍କର…

ଏସ୍‌ବିଆଇ ନେଟ୍‌ ବ୍ୟାଙ୍କିଙ୍ଗ୍‌ ବନ୍ଦ କରିବା ବହୁତ ସହଜ, ଏମିତି ଉପାୟରେ କରନ୍ତୁ ଲକ୍‌-ଅନ୍‌ଲକ୍‌

ସମୟ ଅଭାବରୁ ଆଜିକାଲି ସମସ୍ତେ ଅନ୍‌ଲାଇନ୍‌ ଜରିଆରେ କାମ କରିବାକୁ ପସନ୍ଦ କରୁଛନ୍ତି। ଯେପରି ଇଣ୍ଟରନେଟ୍‌ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଯାଇଛି। ବିଶେଷ କରି ବ୍ୟାଙ୍କିଙ୍ଗ୍‌ ସେକ୍ଟରରେ ଏହାର ଅଧିକ ବ୍ୟବହାର କରାଯାଉଛି। ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍‌ ଦ୍ୱାରା ଅନେକ କାମ ସୁଲଭ…

SBI ଗ୍ରାହକ ସାବଧାନ! ୧୦ ଦିନ ଭିତରେ ବନ୍ଦ ହୋଇଯିବ ଆପଣଙ୍କ ଡେବିଟ୍‌ କାର୍ଡ

୩୧ ଡିସେମ୍ବର ପରେ ଦେଶରେ ଅନେକ ଏଟିଏମ୍‌ କମ୍‌ ଡେବିଟ୍‌ କାର୍ଡ ବନ୍ଦ ହୋଇଯିବ। ଏହାଦ୍ୱାରା ଗ୍ରାହକମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଏହି ପରିପ୍ରେକ୍ଷୀରେ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ( SBI) ନିଜ ଉପଭୋକ୍ତାମାନଙ୍କ ପାଇଁ ଆଲର୍ଟ ଜାରି କରିଛି। ଡେବିଟ୍‌ କାର୍ଡକୁ…

SBI କଲା ଆଲର୍ଟ, ବନ୍ଦ ହୋଇପାରେ ଆପଣଙ୍କ ATM Card!

ଯଦି ଆପଣ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (SBI)ର ଗ୍ରାହକ ଏବଂ ଏଟିଏମ୍‌ କାର୍ଡ ବ୍ୟବହାର କରୁଛନ୍ତି, ତା’ହେଲେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। SBI ଏଟିଏମ୍‌ କାର୍ଡକୁ ନେଇ ନିଜ ଗ୍ରାହକମାନଙ୍କୁ ଆଲର୍ଟ କରିଛି। SBI ସୋସିଆଲ ମିଡିଆରେ ନିଜ ଗ୍ରାହକମାନଙ୍କୁ କହିଛି, ୨୦୧୯ ୩୧…

SBIରେ ୭୦୦ ପଦ ପାଇିଁ ନିଯୁକ୍ତ ଜାରିି, ଆଜି ହିଁ କରନ୍ତୁ ଆବେଦନ

ଏସବିଆଇ ରେ ଚାକିରି କରିବା ପାଇଁ ଏବେ ସୁବର୍ଣ୍ଣ ସୁଯୋଗ ସାମ୍ନାକୁ ଆସିଛି । ସୂଚନା ଥାଉକି ପାଖାପାଖି ୭୦୦ ପଦରେ ଭର୍ତ୍ତି ପାଇଁ ଏହି ନିଯୁକ୍ତି ପ୍ରକାଶ ପାଇଛି । ପଦ ଗୁଡିକରେ ଆବେଦନ ପାଇଁ ୬ ଅକ୍ଟୋବର, ୨୦୧୯ ଅନ୍ତିମ ତିଥି ନିର୍ଦ୍ଧାରଣ କରାଯାଇଛି । ଚାକିରି ସମ୍ବନ୍ଧିତ ସୂଚନା ପଦ…

ସକାଳୁ ଧିମା ଚାଲୁଛି ଏସବିଆଇ ‘ୟୋନୋ’ ଆପ୍, ହୋଇପାରୁନି ନେଟ୍ ବ୍ୟାଙ୍କିଙ୍ଗ୍, ୟୁଜର୍ସ ନିରାଶ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ(ଏସବିଆଇ)ର ମୋବାଇଲ୍ ଆପ୍ ‘ୟୋନୋ’ ଏବଂ ୱେବ୍ ପୋର୍ଟାଲ ଦୁଇଟି ଯାକ ସୋମବାର ସକାଳୁ ହିଁ ଧିମା ଚାଲୁଛି। ଏଥିଯୋଗୁ କେତେଜଣ ଉପଭୋକ୍ତା ନେଟ୍ ବ୍ୟାଙ୍କିଙ୍ଗ୍ ପାଇଁ ଆପ୍ ଏବଂ ପୋର୍ଟାଲରେ ଲଗ୍ ଇନ୍ କରିପାରୁ ନାହାନ୍ତି। ଏସବିଆଇର ୟୋନୋ ଆପ୍ ଡିଜିଟାଲ ସେବା ପ୍ରଦାନ…

ବିଶ୍ୱରେ ବଡ ବ୍ୟାଙ୍କର ମାନ୍ୟତା ପାଇଥିବା ଏସବିଆଇର ୬୪ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ବର: ଏସବିଆଇର ୬୪ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଛି । ଦେଶରେ ୪୪ କୋଟିର ଗ୍ରାହକଙ୍କୁ ଉପଯୁକ୍ତ ସେବା ଓ ଆର୍ଥିକ ସହାୟତା ଯୋଗାଉଛି ଏସବିଆଇ । ୧୯୫୫ ମସିହାରେ ଏସବିଆଇ ଗଠନ ପରେ ଦେଶ ତଥା ବିଶ୍ୱର ବଡ ବ୍ୟାଙ୍କର ମାନ୍ୟତା ପାଇଛି । ୟୋ ନୋ ଆପ୍‌ ମାଧ୍ୟମରେ ସାଧାରଣ ଗ୍ରାହକଟି…

ଏସବିଆଇ ଗ୍ରାହକଙ୍କ ପାଇଁ ବଡ଼ ଖବର : ୮ ଦିନ ପରେ ବନ୍ଦ ହେବାକୁ ଯାଉଛି ଏହି ଖାସ୍ ସୁବିଧା

ନୂଆଦିଲ୍ଳୀ : ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଏସବିଆଇ ପୁଣି ତାହାର ଏକ ବ୍ୟବସ୍ଥାକୁ ବନ୍ଦ କରିବାକୁ ଯାଉଛି। ଆଜ୍ଞା ହଁ, ଏସବିଆଇ ୧୨ ଡିସେମ୍ବରରୁ Non-CTS ଚେକ୍ ଦ୍ବାରା ହୋଇଥିବା ପେମେଣ୍ଟକୁ ଆଉ ସ୍ବୀକାର କରିବ ନାହିଁ। ମେସେଜ୍ ଜରିଆରେ ଏନେଇ ବ୍ୟାଙ୍କ ତାହାର ସମସ୍ତ ଗ୍ରାହକଙ୍କୁ ସୂଚନା…