ଏସିବିରେ ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟକୁ ମାଡ଼ ମରାଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ, ସିକ୍ୟୁରିଟି ଗାର୍ଡ ନିଲମ୍ବିତ
କଟକ(କେନ୍ୟୁଜ୍): କଟକ ଏସସିବି ମେଡ଼ିକାଲରେ ଜଣେ ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟକୁ ମାଡ଼ ମରାଯିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ମାଡ଼ ମାରିଥିବା ଏସସିବି ମେଡ଼ିକାଲର ସିକ୍ୟୁରିଟି ଗାର୍ଡ ରତ୍ନାକରକୁ କାର୍ଯ୍ୟରୁ ନିଲମ୍ବନ କରିଛନ୍ତି SCB କର୍ତ୍ତୃପକ୍ଷ । ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ…