Browsing Tag

school bus accident

ଇଦ୍‌ରେ ସରକାରୀ ସ୍କୁଲ୍‌ ବନ୍ଦ ଥିବା ବେଳେ କାହିଁକି ଖୋଲା ଥିଲା ଘରୋଇ ସ୍ଲୁଲ୍‌ ? ଯେଉଁଥିପାଇଁ ଚାଲିଗଲା କଅଁର ଶିଶୁର…

ସକାଳୁ ସକାଳୁ କେଡ଼େ ଖୁସିରେ ପିଲାମାନେ ବାହାରିଯାଇଥିଲେ ସ୍କୁଲ୍‌ । ପାଠ ପଢ଼ିବେ ଆଉ କ୍ଲାସ୍‌ ସାରି ଘରକୁ ଫେରିବେ । ହେଲେ ତା ପୂର୍ବରୁ ଘଟିଗଲା ଏତେ ବଡ଼ ଅଘଟଣ । ମଝିରାସ୍ତାରେ ଛକି ବସିଥିଲା ଯମ । ପିଲାମାନେ ସ୍କୁଲ୍‌ରେ ପହଞ୍ଚିବା ପୂର୍ବରୁ ଓଲଟି ପଡ଼ିଲା ବସ୍‌ । ଅକାଳରେ ଚାଲିଗଲା ୬ ଜଣଙ୍କ…

ହରିୟାଣା ସ୍କୁଲ ବସ୍‌ ଦୁର୍ଘଟଣା: ଗିରଫ ହେଲେ ପ୍ରିନ୍ସିପାଲ, ରଦ୍ଦ ହେବ ସ୍କୁଲର ଲାଇସେନ୍ସ

ହରିୟାଣାର ମହେନ୍ଦ୍ରଗଢ ଜିଲ୍ଲାରେ ହୋଇଥିବା ସ୍କୁଲ ବସ୍‌ ଦୁର୍ଘଟଣାରେ ୬ ଜଣ ପିଲାଙ୍କ ଜୀବନ ଚାଲିଯାଇଛି । ପିଲାଙ୍କ ମୃତ୍ୟୁ ପରେ ହରିୟାଣା ସରକାର ସ୍କୁଲ ପ୍ରିନି୍ସପାଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ସ୍କୁଲ ପ୍ରିନ୍ସିପାଲ ଦିପ୍ତୀ ରାଓଙ୍କୁ ପୋଲିସ ଗିରଫ କରିଛି । ତେବେ…

ହରିୟାଣା : ଓଲଟିଲା ସ୍କୁଲ ବସ୍‌, ୫ ପିଲା ମୃତ, ୧୫ ଗୁରୁତର

ହରିୟାଣାର ମହେନ୍ଦ୍ରଗଢ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏଠାରେ ସ୍କୁଲ ବସ୍‌ ଓଲଟିବାରୁ ୫ ଜଣ ପିଲାଙ୍କ ଜୀବନ ଚାଲିଯାଇଥିବା ଅନୁମାନ କରାଯାଉଛି । ଅନେକ ପିଲା ଆହତ ହୋଇଛନ୍ତି । ଆଜି ସକାଳେ ଏକ ଘରୋଇ ସ୍କୁଲ ବସ୍‌ କନିନା ପାଖରେ ଦୁର୍ଘଟଣାର ଶିକାର ହୋଇଛି । ପ୍ରଶାସନ ତରଫରୁ ୫ ଜଣ…

ସ୍କୁଲ ବସ୍‌ ଓ ଭ୍ୟାନ୍‌ ମୁହାଁମୁହିଁ ଧକ୍କା, ୪ ପିଲା ମୃତ, ୧୫ ଆହତ

ଉତ୍ତରପ୍ରଦେଶ ବଦାୟୁ ଜିଲ୍ଲାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ସ୍କୁଲ ବସ୍‌ ଏବଂ ସ୍କୁଲ ଭ୍ୟାନ୍‌ ପରସ୍ପର ସହିତ ଧକ୍କା ହେବା ଫଳରେ ୪ ଜଣ ପିଲାଙ୍କ ସହିତ ଭ୍ୟାନ୍‌ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୧୫ଜଣ ପିଲା ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୫ ଜଣଙ୍କର ଅବସ୍ଥା ଗୁରୁତର…

ଇନ୍ଦୋର: ଘାଟି ରାସ୍ତାରେ ସ୍କୁଲ ପିକ୍‌ନିକ ବସ୍‌ ଓଲଟି ୧୫ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ; ୪ ଗୁରୁତର

ମଧ୍ୟ ପ୍ରଦେଶର ଇନ୍ଦୋରରେ ମହୁ-ମଣ୍ଡଳେଶ୍ୱର ରାସ୍ତାରେ ଏକ ସ୍କୁଲ ପିକ୍‌ନିକ ବସ୍‌ ଓଲଟି ୧୫ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ ହୋଇଥିବା ସୂଚନା ରହିଛି। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଜଣେ ଛାତ୍ରଙ୍କ ହାତ କହୁଣୀ ପାଖରୁ ଛିଣ୍ଡି ଅଲଗା ହୋଇଯାଇଛି। ମଣ୍ଡଳେଶ୍ୱର ଥାନା…

କଟକ: ଭାରସାମ୍ଯ ହରାଇ ଡିଭାଇଡରରେ ପିଟି ହେଲା ସ୍କୁଲ୍ ବସ୍, ଅଳ୍ପକେ ବର୍ତ୍ତିଲେ ୭ ପିଲା

କଟକ(କେନ୍ୟୁଜ୍): ସ୍କୁଲ ବସ୍‌ ଦୁର୍ଘଟଣାଗ୍ରସ୍ତ । ଅଳ୍ପକେ ବର୍ତ୍ତିଲେ ୭ ଛାତ୍ରଛାତ୍ରୀ । କଟକ ସିଡିଏ-୧୧ ନମ୍ବର ଅଞ୍ଚଳରେ ଘରୋଇ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ବ୍ରେକ୍‌ ଫେଲ ହୋଇଯିବାରୁ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଥିଲା ବସ୍‌ । ଡିଭାଇଡରରେ ପିଟି ହେବା ପରେ ବସ୍‌ଟି ପାଖରେ…

ପଞ୍ଜାବରେ ସ୍କୁଲ ବସ୍‌କୁ ଧକ୍କା ଦେଲା ଟ୍ରକ: ଜଣେ ପିଲା ମୃତ, ୧୧ ଆହତ

ପଞ୍ଜାବର ହୋଶିୟାରପୁରରେ ବଡ ସଡକ ଦୁର୍ଘଟଣା ଘଟିଛି। ଏକ ସ୍କୁଲ ବସ୍‌ ଦୁର୍ଘଟଣା ହେବା ଯୋଗୁଁ ଜଣେ ପିଲାର ମୃତ୍ୟୁ ଘଟିଥିବା ବେଳେ ୧୧ ଜଣ ପିଲା ଆହତ ହୋଇଛନ୍ତି। ବସ୍‌ରେ ୪୦ ଜଣ ପିଲା ରହିଥିଲେ। ସୂଚନା ମୁତାବକ, ସ୍କୁଲ ବସ୍‌କୁ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ତେଣୁ ଏଭଳି ଦୁର୍ଘଟଣା…

ଚୌଦ୍ୱାର ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ସ୍କୁଲ ବସ୍, ଅଳ୍ପକେ ବର୍ତ୍ତିଲେ ୫ ଛାତ୍ରୀ

କଟକ(କେନ୍ୟୁଜ): ଓଲଟିଲା ସ୍କୁଲ ବସ୍ ଅଳ୍ପକେ ବର୍ତ୍ତିଲେ ଛାତ୍ରୀ ।  ଚୌଦ୍ୱାର ନିକଟରେ  ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟିଲା ଏକ ଘରୋଇ ସ୍କୁଲ ବସ୍। ପିଲାଙ୍କୁ ଆଣିବାକୁ ଯାଉଥିବା ସମୟରେ ବସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ତେବେ ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତି…

ଭାରସାମ୍ୟ ହରାଇ ବାଇକକୁ ଧକ୍କା ଦେଲା ସ୍କୁଲ ବସ, ଚାଳକ ମୃତ

ହିଞ୍ଜିଳିକାଟୁ (କେନ୍ୟୁଜ): ଘରେଇ ସ୍କୁଲ ବସ ଓ ବାଇକ୍ ମୁହାଁମୁହିଁ ଧକ୍କା । ଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମ ଜିଲ୍ଲା ଶେରଗଡ଼ ଥାନା ଅନ୍ତର୍ଗତ ହରିକୃଷ୍ଣପୁର ଗ୍ରାମ ନିକଟ ରେ ଆଜି ଘଟିଛି ଏଭଳି ସଡ଼କ ଦୁର୍ଘଟଣା। ବାଦଗଡ ଗ୍ରାମର ଶଙ୍କର ସ୍ୱାଇଁ ଗାଁରୁ ମୋଟର ସାଇକେଲରେ…

ଉତ୍ତରାଖଣ୍ଡ: ଭାରସାମ୍ୟ ହରାଇ ଘାଇକୁ ଖସିଲା ସ୍କୁଲ୍ ଭ୍ୟାନ୍, ୯ ଛାତ୍ରଛାତ୍ରୀ ମୃତ

ଉତ୍ତରାଖଣ୍ଡ : ତେହରୀ ଜିଲ୍ଲାର ପ୍ରତାପନଗର କଙ୍ଗସାଲି ମଦନନେଗି ମୋଟର ମାର୍ଗରେ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ସ୍କୁଲ୍ ଗାଡି ଭାରସାମ୍ୟ ହରାଇ ଘାଇ ମଧ୍ୟକୁ ଖସିପଡିଥିବା ଜଣାପଡିଛି। ଦୁର୍ଘଟଣାରେ ୯ଜଣ ଛୁଆଙ୍କର ମୃତ୍ୟୁ ହୋଇଥିବାବେଳେ ୮ଜଣ ଗରୁତର ଆହତ ହୋଇଛନ୍ତି । ସୂଚନା ମୁତାବକ…

ପିକଅପ୍‌ ଭ୍ୟାନ୍‌କୁ ଧକ୍କା ଦେଲା ସ୍କୁଲ ବସ୍‌ , ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ

କେନ୍ଦୁଝର(କେନ୍ୟୁଜ୍): ପିକଅପ୍‌ ଭ୍ୟାନ୍‌କୁ ଧକ୍କା ଦେଲା ସ୍କୁଲ ବସ୍‌। ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ। କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଯୋଡା-ବାମେବୋରି ରାସ୍ତାରେ ଦୁର୍ଘଟଣା ଘଟିଛି। ଟାଟା ସ୍ପଞ୍ଜ କମ୍ପାନୀର ସ୍କୁଲ ବସ୍‌ ଆଜି ସକାଳୁ ଏକ ପରିବା ବୋଝେଇ ପକଅପ୍‌…