Browsing Tag

school gate collapse

କେତେ ସୁରକ୍ଷିତ ସ୍କୁଲ? ଗେଟ୍ ପଡ଼ି ଚାଲିଗଲା ଛାତ୍ରୀର ଜୀବନ

ଗୁଣୁପୁର(କେନ୍ୟୁଜ୍): ସ୍କୁଲ ଗେଟ୍ ପଡି ଛାତ୍ରୀ ମୃତ୍ୟୁ | ମୃତ ବାଳିକା ହେଉଛନ୍ତି ରାୟଗଡ଼ା ଜିଲା ପଦ୍ମପୁର ବ୍ଲକ ବିଚି କୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ। ପ୍ରାୟ ୧୨.୩୦ବେଳେ ଛାତ୍ରଛାତ୍ରୀ ବାହାରକୁ ବାହାରି ଥିଲେ। ସେହି ସମୟରେ ଛାତ୍ରୀ ଜଣଙ୍କ ଗେଟ୍ ଧରି ଥିଲା ।…