Browsing Tag

school reopen

ଆସନ୍ତାକାଲି ରାଜ୍ୟରେ ଖୋଲିବ ସ୍କୁଲ୍: SOP ଅନୁସାରେ କରାଯାଇଛି ସମସ୍ତ ବ୍ୟବସ୍ଥା, ୫ ଫୁଟ ବ୍ଯବଧାନରେ ବିସିବେ…

ଭୁବନେଶ୍ବର: ଆସନ୍ତାକାଲି ରାଜ୍ୟରେ ଖୋଲିବ ସ୍କୁଲ୍ । ସ୍କୁଲ୍ ଖୋଲିବା ପୂର୍ବରୁ ମନ୍ତ୍ରୀ ସମୀର ଦାଶ ବିଭିନ୍ନ ସ୍କୁଲ ପରିଦର୍ଶନ କରିବା ସହିତ ସମୀକ୍ଷା କରିଛନ୍ତି। ରାଜ୍ୟରେ ୧୦ ହଜାର ୧୮ଟି ସ୍କୁଲ୍ ଥିବାବେଳେ, ସେଥି ମଧ୍ୟରୁ ପାଖାପାଖି ୮ ହଜାରଟି ସରକାରୀ ଓ ୨ ହଜାର ବେସରକାରୀ ସ୍କୁଲ ।…

ଜାନୁଆରୀ ୮ତାରିଖରୁ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍କୁଲଗୁଡ଼ିକ ଖୋଲିବ, ନଜର ପକାନ୍ତୁ ସରକାରଙ୍କ ଗାଇଡ଼ ଲାଇନ ଉପରେ

କେନ୍ୟୁଜ୍(ବ୍ୟୁରୋ):  ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଜାନୁଆରୀ ୮ତାରିଖରୁ ସ୍କୁଲ ଖୋଲିବାକୁ ଥିବା ବେଳେ ଏଥିପାଇଁ ଜାରି ହୋଇଛି ଗାଇଡଲାଇନ । ଏଥିରେ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍କୁଲଗୁଡ଼ିକ ଖୋଲିବ ।…

ଜାନୁଆରୀ ୮ରୁ ଖୋଲିବ ସ୍କୁଲ, ମେ ୩ରୁ ହେବ ମାଟ୍ରିକ ଓ ମେ ୧୫ରୁ ହେବ ଦ୍ୱାଦଶ ଶ୍ରେଣୀ ପରୀକ୍ଷା

କେନ୍ୟୁଜ୍(ବ୍ୟୁରୋ): ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଜାନୁଆରୀ ୮ତାରିଖରୁ ସ୍କୁଲ ଖୋଲିବାକୁ ଥିବା ବେଳେ ଏଥିପାଇଁ ଜାରି ହୋଇଛି ଗାଇଡଲାଇନ । ଏଥିରେ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି। କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍କୁଲଗୁଡ଼ିକ ଖୋଲିବ ।…

କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି  ଗଣଶିକ୍ଷା ବିଭାଗ ନିଷ୍ପତ୍ତି, ନୂଆବର୍ଷ ଯାଏ ଖୋଲିବ ନାହିଁ ସ୍କୁଲ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ନୂଆବର୍ଷ ଯାଏ ଖୋଲିବ ନାହିଁ ସ୍କୁଲ । ୩୧ ଡିସେମ୍ବର ଯାଏ ସମସ୍ତ ସ୍କୁଲ ବନ୍ଦ ରହିବ । କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି  ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି । ଡିସେମ୍ବରରେ କରୋନାର ଦ୍ୱିତୀୟ ଲହରୀ ଆସିବା ଆଶଙ୍କା ରହିଛି । ମୁଖ୍ୟମନ୍ତ୍ରୀ କରୋନା…

ଚଳିତ ମାସ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ, ନବମରୁ ଦ୍ୱାଦଶ ଯାଏଁ ହେବ ସଂପୂର୍ଣ୍ଣ କ୍ଲାସ

ଭୁବନେଶ୍ୱର (କେ ନ୍ୟୁଜ): ଚଳିତ ମାସ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ। ରାଜ୍ୟରେ ନଭେମ୍ବରରେ ସ୍କୁଲ ଖୋଲିବା ନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ନବମରୁ ଦ୍ୱାଦଶ ଯାଏଁ ସଂପୂର୍ଣ୍ଣ କ୍ଲାସ ହେବ। ସ୍କୁଲ ଖୋଲିବା ନେଇ SOP ପ୍ରସ୍ତୁତ ଚାଲିଥିବା ନେଇ…

ଆସନ୍ତା ୧୬ରୁ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ୍, ଜାଣନ୍ତୁ ଆଉ କେଉଁ ନିୟମ ଲାଗୁ ହୋଇଛି ନଭେମ୍ବର ଗାଇଡଲାଇନରେ?

ଭୁବନେଶ୍ବର: ଆସନ୍ତା ୧୬ରୁ ଖୋଲିବ ରାଜ୍ୟର ସ୍କୁଲ । କରୋନା କଟକଣା ମଧ୍ୟରେ ୯ରୁ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲକୁ ଯିବେ । ରାଜ୍ୟ ସରକାରଙ୍କ ନଭେମ୍ବର ଗାଇଡଲାଇନରେ ଏ ନେଇ ସୂଚନା ଦିଆଯାଇଛି । ସେହିପରି ଜିଲ୍ଲାପାଳ ଅନୁମତି ଦେଲେ ଧର୍ମାନୁଷ୍ଠାନ ଖୋଲିପାରିବେ । ବାହାଘର ଭୋଜିରେ…

ସ୍କୁଲ-କଲେଜ ଖୋଲିବା ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଜାରି କଲେ ନୂଆ ଗାଇଡ୍‌ ଲାଇନ୍‌, ବନ୍ଦ ରହିବ ପ୍ରାର୍ଥନା ସଭା ଓ…

ଶିକ୍ଷାମନ୍ତ୍ରୀ ଡା.ରମଶେ ପୋଖରିୟାଲ ନିଶଙ୍କ ୯ମ ରୁ ଦ୍ୱାଦଶ ଶ୍ରେଣୀର ଛାତ୍ର-ଛାତ୍ରୀଙ୍କ ପାଇଁ ଏକ ବିକଳ୍ପ କ୍ୟାଲେଣ୍ଡର ଲଞ୍ଚ କରିଛନ୍ତି। ଏହି କ୍ୟାଲେଣ୍ଡରରେ ଆଠ ସପ୍ତାହର କାର୍ଯ୍ୟସୂଚୀ ଦିଆଯାଇଛି। କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଗତକାଲି ୮ ସପ୍ତାହର ବୈକଳ୍ପିକ…

ଜୁଲାଇ ୩୧ ପରେ ସ୍କୁଲ ଖୋଲିବା ନେଇ ନିଆଯିବ ନିଷ୍ପତ୍ତି : ସମୀର ଦାସ

ଭୁବନେଶ୍ବର : ଜୁଲାଇ ୩୧ ପରେ ସ୍କୁଲ ଖୋଲିବା ନେଇ ନିଆଯିବ ନିଷ୍ପତ୍ତି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପକ୍ଷରୁ ମିଳିଛି ସୂଚନା । ଯୁକ୍ତ ଦୁଇ ଅବଶିଷ୍ଟ ପରୀକ୍ଷା ଜୁଲାଇରୁ ହେବାର ଥିଲା । କିନ୍ତୁ ବର୍ତ୍ତମାନର ପରିସ୍ଥିତି ଦେଖି ସିଏମଓକୁ ମତାମତ ପାଇଁ ପଠାଇଥିବା କହିଛନ୍ତି…

ଜୁନ ୧୭ରେ ରାଜ୍ୟରେ ଖୋଲିବନି କୌଣସି ସ୍କୁଲ, ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ

ଭୁବନେଶ୍ୱର: ଜୁନ ୧୭ ତାରିଖରେ ରାଜ୍ୟରେ ଖୋଲିବନି କୌଣସି ସ୍କୁଲ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ଦେଶର ସ୍କୁଲ ଖୋଲିବା ନେଇ ଗୃହ ମନ୍ତ୍ରାଳୟ ତରଫରୁ ନୂଆ ଗାଇଡ଼ ଲାଇନ ଜାରି ହେବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ମନ୍ତ୍ରୀ ସମୀର ଦାସ ।…

ନିଷ୍ପତ୍ତି ବଦଳାଇଲେ ସରକାର : ୨୬ ନୁହେଁ, ଆସନ୍ତାକାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ୍‌

ଭୁବନେଶ୍ବର(କେନ୍ୟୁଜ୍): ୨୬ ତାରିଖ ନୁହେଁ, ଆସନ୍ତାକାଲି ଖୋଲିବ ରାଜ୍ୟର ସମସ୍ତ ସ୍କୁଲ୍‌ । ପାଗରେ ପରିବର୍ତ୍ତନ ଯୋଗୁଁ ପୂର୍ବ ନିଷ୍ପତ୍ତିରେ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଅସହ୍ୟ ଗରମ ଯୋଗୁଁ ଆସନ୍ତା ୨୫…