Browsing Tag

seagull video

ବିଲକୁଲ ମଣିଷ ପରି ଠୋ ଠୋ ହୋଇ ହସୁଛି ଏହି ଦୁଇଟି ଚଢେଇ, ଭିଡିଓ ଦେଖିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ

ଆପଣମାନେ ନିଶ୍ଚିତ ଭାବେ ଏଭିତରେ ଭିନ୍ନ ଭିନ୍ନ ପ୍ରଜାତିର ଜୀବଜନ୍ତୁ ଦେଖିଥିବେ । ଅନେକ ପ୍ରକାରର ପକ୍ଷୀ ବାବଦରେ ବି ଶୁଣିଥିବେ । ଆଉ ମଧ୍ୟ କିଛି ଜୀବଜନ୍ତୁଙ୍କ ବିଷୟରେ ଜମା ବି ଜାଣିନଥିବେ । କେବେ କଣ ଆପଣ କୌଣସି ପକ୍ଷୀକୁ ଜୋର ଜୋରରେ ହସୁଥିବାର ଦେଖିଛନ୍ତି କି ? କିମ୍ବା ଏମିତି କୌଣସି…