ଯେତେ ଖୋଳିଲେ ସେତେ ବାହାରୁଛି; ପୁଣି ଅର୍ପିତାଙ୍କ ଘରୁ ଜବତ ହେଲା ୨୯ କୋଟି ଟଙ୍କା
ନୂଆଦିଲ୍ଲୀ : ଦୁର୍ନୀତି ପେଡ଼ିରୁ ସରୁନି ଟଙ୍କା । ଅର୍ପିତାଙ୍କ ଘରେ ଟଙ୍କାର ପାହାଡ଼ । ୨୧ କୋଟି ପରେ ଆଉ ୨୮ କୋଟି ବାହାରିଲା। ମେସିନ୍ ଆଉ ବ୍ୟାଙ୍କ୍ବାଲା ଟଙ୍କା ଗଣିଗଣି ନୟାନ୍ତ । ମମତାଙ୍କ କ୍ୟାବିନେଟ୍ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କ ଆଉ ଏକ…