Browsing Tag

september

ସେପ୍ଟେମ୍ବରରୁ ଦେଶରେ ଲାଗୁ ହେବ ନୂଆ ନିୟମ, ନମାନିଲେ ଅସୁବିଧାରେ ପଡିବେ

ବଦଳୁଛି ନିୟମ । ଆଜି ଅଗଷ୍ଟ ମାସ ଶେଷ ହେଉଥିବାବେଳେ ଆସନ୍ତା କାଲି ଠୁ ଲାଗୁ ହେବ ନୂଆ ନିୟମ । ବ୍ୟବସ୍ଥାରେ ପରିବର୍ତ୍ତନ ହେବା ସହ ସାଧାରଣଙ୍କ ଲୋକଙ୍କ ପକେଟ ଉପରେ ବଡ ପ୍ରଭାବ ପଡିବ । ସେପ୍ଟେମ୍ବର ମାସ ଆରମ୍ଭରେ ଅନେକ ନିୟମ ବଦଳିଯିବ । ସବୁଥର ଭଳି ଆସନ୍ତା ମାସରେ ମଧ୍ୟ କିଛିଟା…

ଦୁର୍ବଳ ହେଉଛି ଅବପାତ; ୧୮ରେ ଆଉ ଏକ ଘୂର୍ଣ୍ଣିବଳୟ

ଭୁବନେଶ୍ୱର (କେନ୍ୟୁଜ): ସେପ୍ଟେମ୍ବର ୧୮ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ। ଉତ୍ତର ପଶ୍ଚିମ ତଥା ଉତ୍ତର ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ସମୁଦ୍ର ମଧ୍ୟରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ମିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ପ୍ରଭାବରେ ୧୮ରେ ଦକ୍ଷିଣ ଓଡ଼ିଶାରେ ବିସ୍ତତି ବର୍ଷା ହେବ।…

ଆସନ୍ତା ୧୬ରୁ ୨୨ ତାରିଖ ଭିତରେ ଆଉ ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା: ପୁଣି ଥରେ ସକ୍ରିୟ ହେବ ମୌସୁମୀ

କେନ୍ୟୁଜ୍(ବ୍ୟୁରୋ):ପଛକୁ ପଛ ଲଘୁଚାପ। ବଙ୍ଗୋପସାଗର ଉପରେ ଗୋଟିଏ ଲଘୁଚାପର ପ୍ରଭାବ ରହିଥିବା ବେଳେ ସପ୍ତାହ ଶେଷ ବେଳକୁ ଆଇ ଏକ ଲଘୁଚାପ ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୧୬ରୁ ୨୨ ତାରିଖ ଭିତରେ ଆଉ ଗୋଟିଏ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା…

୧ ସେପ୍ଟେମ୍ବରରେ ଲାଗିବ ବଡ ଝଟକା, ଟୋଲ-ଟ୍ୟାକ୍ସ ବ୍ୟାକିଙ୍ଗ ଏବଂ ଗ୍ୟାସ୍‌ ସିଲିଣ୍ଡର ସବୁଥିରେ ହେବ ପରିବର୍ତ୍ତନ

ଆଉ ଗୋଟିଏ ଦିନ ପରେ ନୂଆ ମାସ ଅର୍ଥାତ୍‌ ସେପ୍ଟେମ୍ବର ଆରମ୍ଭ ହେଉଛି। ନୂଆ ମାସର ଆରମ୍ଭ ଅନେକ ପରିବର୍ତ୍ତନ ଆଣିଦେବ ଲୋକଙ୍କ ପାଇଁ। ବ୍ୟାକିଙ୍ଗ, ଟୋଲ-ଟ୍ୟାକ୍ସ ଏବଂ ପ୍ରୋପର୍ଟୀ ସମେତ ଅନେକ ସେବାର ପରିବର୍ତ୍ତନ ହେବାକୁ ଯାଉଛି। ଯାହାର ସିଧା ପ୍ରଭାବ ଆପଣଙ୍କ ପକେଟ ଉପରେ ପଡିବ। ଏହାବ୍ୟତୀତ…

ଅଗଷ୍ଟ-ସେପ୍ଟେମ୍ବରରେ ଏହି ସବୁ ରାଜ୍ୟରେ ହେବ ସାମାନ୍ୟରୁ ଅଧିକ ବର୍ଷା, IMD ପକ୍ଷରୁ ସୂଚନା

ସୋମବାର ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମୌସୁମୀକୁ ନେଇ ଜରୁରୀ ସୂଚନା ଦିଆଯାଇଛି । ଚଳିତ ମାସ ଓ ଆସନ୍ତା ମାସ ସାମାନ୍ୟଠୁ ଅଧିକ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡିର ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ରିପୋର୍ଟ ଦେଇଛନ୍ତି। ଏହି ରିପୋର୍ଟ ଅନୁଯାୟୀ, ପଶ୍ଚିମ…

ସେପ୍ଟେମ୍ବର ୧୨ରେ ନିଟ୍‌, ଆସନ୍ତାକାଲି ସଂଧ୍ୟା ୫ଟାରୁ ଆରମ୍ଭ ହେବ ଆଦେବନ ପ୍ରକ୍ରିୟା

କେନ୍ୟୁଜ୍(ବ୍ୟୁରୋ):  ସେପ୍ଟେମ୍ବର ୧୨ ତାରିଖରେ ନିଟ୍‌। ମେଡିକାଲ ପାଠ୍ୟକ୍ରମରେ ନାମଲେଖା ନେଇ ପ୍ରବେଶିକା ପରୀକ୍ଷା ତାରିଖ ଘୋଷଣା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପରୀକ୍ଷା ପାଇଁ ଆସନ୍ତାକାଲି ସଂଧ୍ୟା ୫ଟାରୁ ଆରମ୍ଭ ହେବ ଆଦେବନ ପ୍ରକ୍ରିୟା। ଅନ୍‌ଲାଇନ୍‌ରେ ହେବ…

ବିଗ୍‌ବସ୍‌ ଫ୍ୟାନଙ୍କ ପାଇଁ ଖୁସି ଖବର, ଏହି ଦିନ ବିଗବସ୍‌ ହାଉସରେ ଏଣ୍ଟ୍ରି କରିବେ ପ୍ରତିଯୋଗୀ

ଆପଣ ବିଗବସ୍‌ ଦେଖନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର। ଲକଡାଉନ ଯୋଗୁଁ ଏହି ଶୋ ବିଳମ୍ବରେ ହେବ ବୋଲି ଫ୍ୟାନ ଭାବୁଥିଲେ। କିନ୍ତୁ ଏହା ପୂର୍ବରୁ ଅର୍ଥାତ୍‌ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କୌଣସି ଘୋଷଣା ହୋଇନାହିଁ। ସୂଚନା ମୁତାବକ,…