ପୁଣି ଲଜ୍ଜା! ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ଶିକ୍ଷକ ଅଟକ
ସମ୍ବଲପୁର(କେନ୍ୟୁଜ): ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ, ଶିକ୍ଷକ ଅଟକ । ସମ୍ବଲପୁର ବରେଇପାଲି ଥାନା ଅନ୍ତର୍ଗତ ପାଞ୍ଚଗଛିଆ ଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଲଜ୍ଜା । ଜଣେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଥାନାରେ ମାମଲା ରୁଜୁ ପରେ ପୋଲିସର ତନାଘନା ତଦନ୍ତ । ଏହି ମାମଲାରେ…