Browsing Tag

Shah Rukh Khan

ଆଜି ଶାହାରୁଖ ଖାନ୍‌ଙ୍କ ଜନ୍ମଦିନ, ୫୬ରେ ପାଦ ଥାପିଲେ ବଲିଉଡ୍‌ କିଙ୍ଗ୍‌

ବଲିଉଡ୍‌ର କିଙ୍ଗ୍‌ ଶାହାରୁଖ ଖାନ୍‌ଙ୍କର ଆଜି ଜନ୍ମଦିନ। ଶାହାରୁଖ ଆଜି ନିଜ ୫୬ ବର୍ଷରେ ପାଦ ଦେଇଛନ୍ତି। ବଲିଉଡ୍‌ର ସବୁଠୁ ଲୋକପ୍ରିୟ ଷ୍ଟାରଙ୍କ ମଧ୍ୟରେ ଶାହାରୁଖ ଖାନ୍‌ ଅନ୍ୟତମ। ଦିଲ୍ଲୀରେ ୨ ନଭେମ୍ବର ୧୯୬୫ରେ ଶାହାରୁଖ ଖାନ୍‌ ଏକ ସାଧାରଣ ମୁସଲମାନ ପରିବାରରେ ଜନ୍ମ ନେଇଥିଲେ। କଠିନ…

ମନ୍ନତ ଛାଡ଼ିବେ ଆର୍ଯ୍ୟନ୍‌, ଏବେ ପୁଅକୁ ଜଗିବାକୁ ବଡିଗାର୍ଡ ରଖିବେ ଶାହାରୁଖ ଖାନ୍‌

ଏବେ ଆର୍ଯ୍ୟନ୍‌ ଖାନ୍‌ଙ୍କୁ ଜଗିବ ବଡିଗାର୍ଡ। ଡ୍ରଗ୍ସ କେସ୍‌ରେ ଜେଲ ଯିବା ପରେ ଶାହାରୁଖ ଖାନ୍‌ ଓ ଗୌରୀ ପୁଅ ଆର୍ଯ୍ୟନ୍‌ର ସୁରକ୍ଷାକୁ ନେଇ ଖୁବ୍‌ ଚିନ୍ତିତ ହୋଇପଡ଼ିଛନ୍ତି। ଏଣୁ ପୁଅକୁ ସୁରକ୍ଷିତ ରଖିବା ପାଇଁ ତା’ ପାଇଁ ଏକ ବଡିଗାର୍ଡ ରଖିବାକୁ ଯୋଜନା କରୁଛନ୍ତି ଶାହାରୁଖ। ଏହି ବଡିଗାର୍ଡ…

ଶାହାରୁଖଙ୍କୁ ପାକିସ୍ତାନର ବଡ଼ ଅଫର୍‌, ‘ଭାରତ ଛାଡ଼ି ପରିବାର ସହ ଏଠାକୁ ଚାଲି ଆସ’

ଭାରତ ଛାଡ଼ି ପାକିସ୍ତାନକୁ ଆସିବାକୁ ଶାହାରୁଖ ଖାନ୍‌ଙ୍କୁ ନିମନ୍ତ୍ରଣ ଦେଲେ ପାକ୍‌ ନ୍ୟୁଜ୍‌ ଆଙ୍କର। ଭାରତ ସରକାର ତାଙ୍କ ପ୍ରତି ଅନ୍ୟାୟ କରୁଛନ୍ତି ଓ ପାକିସ୍ତାନରେ ତାଙ୍କୁ ନ୍ୟାୟ ମିଳିବ କହି ପାକିସ୍ତାନର ଜଣେ ନ୍ୟୁଜ୍‌ ଆଙ୍କର କିଙ୍ଗ୍‌ ଖାନ୍‌ଙ୍କୁ ନିମନ୍ତ୍ରଣ କରିଛନ୍ତି, ଯାହା ଏବେ…

ଖାଲି କୋର୍ଟ ପେପରରେ ଜବରଦସ୍ତି ଆର୍ଯ୍ୟନ୍‌ଙ୍କ ଦସ୍ତଖତ କରାଇଛି ଏନ୍‌ସିବି, ସାକ୍ଷୀ ଦେଲେ ପ୍ରମାଣ

ବଲିଉଡ୍‌ ଡ୍ରଗ୍ସ ମାମଲାରେ ଏକ ବଡ଼ ଖବର ଏବେ ସାମ୍ନାକୁ ଆସିଛି। ବର୍ତ୍ତମାନ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ ଜେଲରେ ଥିବା ବେଳେ ତାଙ୍କ ସମ୍ବନ୍ଧିତ ଏକ ଗୁରୁତ୍ୱପୂର୍ଣ୍ଣ ଟ୍ଵିଟ୍‌ ସାମ୍ନାକୁ ଆସିଛି। ଏହି ମାମଲାରେ ମୁଖ୍ୟ ପ୍ରତ୍ୟକ୍ଷଦର୍ଶୀ ବା ସାକ୍ଷୀ କେ. ପି ଗୋସାବୀଙ୍କ ବଡିଗାର୍ଡ ବଡ଼…

ଆର୍ଯ୍ୟନ୍‌ଙ୍କ ସହ ଅନନ୍ୟା ପାଣ୍ଡେଙ୍କ ଡ୍ରଗ୍‌ କନେକସନ୍‌! ପଚରାଉଚରା ପାଇଁ ସମନ ପଠାଇଲା ଏନ୍‌ସିବି

ନିଶା କାରବାର ରୋକିବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛି ଏନ୍‌ସିବି। ଏଣୁ ଆଜି ଶାହାରୁଖ ଖାନ୍‌ଙ୍କ ବଙ୍ଗଳାକୁ ଯାଇ ଛାନ୍‌ଭିନ୍‌ କରିଛି। ଆର୍ଯ୍ୟନ୍‌ ଖାନ୍‌ ଗିରଫ ହେବା ପରେ ଆଜି ପ୍ରଥମ ଥର ପାଇଁ ମନ୍ନତ ଯାଇ ଯାଞ୍ଚ ଆରମ୍ଭ କରିଛି ଏନ୍‌ସିବି। ଗୁରୁବାର ଦିନ ଏନ୍‌ସିବି ଶାହାରୁଖ ଖାନ୍‌ଙ୍କ ଘରକୁ…

ଆଜି ଜଣାପଡ଼ିବ ଆର୍ଯ୍ୟନ୍‌ଙ୍କୁ ବେଲ୍‌ ମିଳୁଛି ନା’ ଜେଲ, କାଲି ସମୟ ଅଭାବରୁ ସମ୍ପୂର୍ଣ୍ଣ ହୋଇପାରିନଥିଲା ଶୁଣାଣି

ଆଜି ପୁଣିଥରେ କୋର୍ଟରେ ହେବ ଆର୍ଯ୍ୟନ୍‌ ଖାନ୍‌ଙ୍କ ଡ୍ରଗ୍ସ ମାମଲାର ଶୁଣାଣି। ଗତକାଲି ମୁମ୍ବାଇର ସେସନ୍ସ କୋର୍ଟରେ ଦିନ ସାରା ଆର୍ଯ୍ୟନ୍‌ଙ୍କ ଜାମିନ୍‌ ମାମଲାର ଶୁଣାଣି ଉପରେ ଓକିଲଙ୍କ ମଧ୍ୟରେ ଯୁକ୍ତି ତର୍କ ଚାଲିଥିଲା। କିନ୍ତୁ ସମୟ ନ ଅଣ୍ଟିବାରୁ ଆଜି ଦିନ ୧୨ଟାକୁ ଶୁଣାଣି ଘୁଞ୍ଚାଇ…

ଆଜି ବି ଆର୍ଯ୍ୟନ୍‌ଙ୍କୁ ମିଳିଲାନି ଜାମିନ୍‌, ଶାହାରୁଖଙ୍କୁ ଭେଟିବାକୁ ମନ୍ନତରେ ପହଞ୍ଚିଲେ ସଲମାନ୍‌ ଖାନ୍‌

ଆର୍ଯ୍ୟନ୍‌ଙ୍କୁ ମିଳିଲାନି ବେଲ୍‌। ଆସନ୍ତାକାଲି ଯାଏଁ ପୁଣି ଘୁଞ୍ଚିଲା ଶୁଣାଣି। ମୁମ୍ବାଇ କ୍ରୁଜ୍‌ ପାର୍ଟିରେ ଗିରଫ ହୋଇଥିବା ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌ଙ୍କୁ ଆଜି କୋର୍ଟରେ ବେଲ୍‌ ମିଳିପାରିନାହିଁ। ତାଙ୍କ ବେଲ୍‌ ଶୁଣାଣି ଆସନ୍ତାକାଲିକୁ ଘୁଞ୍ଚିଛି। ତେବେ ଇତି ମଧ୍ୟରେ ଖବର…

ଫିଲ୍ମ ‘କଭି ଖୁସି କଭି ଗମ୍‌’ରେ ବି ଅଭିନୟ କରିଛନ୍ତି ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍‌, ଦେଖନ୍ତୁ ଫଟୋ

ଆଜି ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିଛି ଏନ୍‌ସିବି। ଡ୍ରଗ୍‌ସ ମାମଲାରେ ସମ୍ପୃକ୍ତି ଥିବା ନେଇ ଜଣାପଡ଼ିବା ପରେ ଆଜି ଆର୍ଯ୍ୟନ୍‌ଙ୍କ ସମେତ ୮ ଜଣଙ୍କୁ ଏନ୍‌ସିବି ଗିରଫ କରିଛି। ତେବେ ଗିରଫ ହେବା ପରେ ଚର୍ଚ୍ଚାରେ ଅଛନ୍ତି ଆର୍ଯ୍ୟନ୍‌। ତେବେ ଖୁବ୍‌ କମ୍‌ ଦର୍ଶକ ଜାଣିଥିବେ ଯେ…

ବଲିଉଡ୍‌ର ଡ୍ରଗ୍ସ ଲିଙ୍କ୍‌: ବନ୍ଧା ହେଲେ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌, ଜାଣନ୍ତୁ ଏବେ ଯାଏଁ କିଏ କିଏ…

ଆକ୍ଟିଭ୍‌ ମୋଡ୍‌ରେ ଏନ୍‌ସିବି। ନିଶା କାରବାର କରୁଥିବା ଲୋକଙ୍କୁ ଆଉ ତ୍ରାହି ନାହିଁ। ସାଧାରଣ ଲୋକ ହୁଅନ୍ତୁ ଅବା ସେଲିବ୍ରିଟି, ଯିଏ ବି ନିଶା କାରବାର କରୁଥିବା ଜଣାପଡ଼େ ସମସ୍ତଙ୍କୁ କବ୍‌ଜାକୁ ନେବ ଆଉ ନିଶା ଜାତୀୟ ଦ୍ରବ୍ୟର ବ୍ୟବହାରକୁ ରୋକିବ। ଏମିତି ଏକ ଚିନ୍ତା ଧାରା ନେଇ ଏବେ ନୂଆ…

ଇଣ୍ଡିଆନ୍ ସାଇନ୍ ଲାଙ୍ଗୁଏଜ୍ ଡିକ୍ସିନାରୀରେ କିଙ୍ଗ ଖାନଙ୍କ ନାମ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ଉନ୍ମୋଚନ

ବଲିଉଡର କିଙ୍ଗ ଖାନ ଦୀର୍ଘ ଦିନ ଧରି ଫିଲ୍ମ ଜଗତରୁ ଦୂରେଇ ରହିଛନ୍ତି। ଅନେକ ସମୟ ଧରି, ତାଙ୍କର କୌଣସି ଫିଲ୍ମ ରିଲିଜ୍ ହୋଇନଥିଲା, କିନ୍ତୁ ବେଳେବେଳେ ଶାହରୁଖ କିଛି ବିଜ୍ଞାପନ, ଲୁକ୍ସକୁ ନେଇ ଚର୍ଚ୍ଚାରେ ରହିଆସିଥିଲେ। ଏବେ ପୁଣି ଥରେ ଶାହରୁଖ ଆଲୋଚନାର ବିଷୟ ପାଲଟିଛନ୍ତି। ନିକଟରେ…

ଶାହାରୁଖଙ୍କ ନୂଆ ଆଡ୍‌ ସେୟାର କଲେ ସଲମାନ୍‌ ଖାନ୍‌, କିଙ୍ଗ୍‌ ଖାନ୍‌ କହିଲେ-ଏବେ ବି ଅଛି ଭଲ ପାଇବା

ଏବେ କରୋନା କାଳରେ ସିନେମା ଜଗତରେ ସବୁ କିଛି ବଦଳିଯାଇଛି। ପୂର୍ବରୁ ଫିଲ୍ମଗୁଡ଼ିକ ସିନେମା ହଲରେ ରିଲିଜ୍‌ ହେଉଥିଲା, କିନ୍ତୁ ଏବେ ଡିଜିଟାଲ ପ୍ଲାଟଫର୍ମରେ ଫିଲ୍ମ ରିଲିଜ୍‌ ହେଉଛି। କରୋନା ଆସିବା ପରେ ଓଟିଟି ପ୍ଲାଟଫର୍ମର ଚାହିଦା ବଢ଼ିଯାଇଛି। ଏବେ ପ୍ରାୟ ଅଧିକାଂଶ ସିନେଷ୍ଟାର ଓଟିଟି…

ଟ୍ଵିଟରରେ ଟ୍ରେଣ୍ଡ୍‌ କରୁଛି ବୟକଟ୍‌ ଶାହାରୁଖ ଖାନ୍‌, ପଠାନ୍‌କୁ ଫ୍ଲପ୍‌ କରିବାକୁ ଧମକ ଦେଉଛନ୍ତି ଲୋକେ; ଜାଣନ୍ତୁ…

ବଲିଉଡ୍‌ ଫିଲ୍ମ ଇଣ୍ଡଷ୍ଟ୍ରୀର କିଙ୍ଗ୍‌ ଭାବେ ପରିଚିତ ଶାହାରୁଖ ଖାନ୍‌ଙ୍କୁ ଗୁରୁବାର ସକାଳୁ ଟ୍ଵିଟରରେ ବିରୋଧ କରାଯାଉଥିବା ଦେଖାଯାଇଛି। ଶାହାରୁଖ ଖାନ୍‌ଙ୍କୁ ବିରୋଧ କରି ଲୋକେ#BoycottShahRukhKhan ହାସ୍‌ଟ୍ୟାଗ୍‌ ବ୍ୟବହାର କରୁଛନ୍ତି। ଏଥିସହ ତାଙ୍କୁ ଭାରତର ଶତ୍ରୁ ବୋଲି ମଧ୍ୟ…