Browsing Tag

shahid kapoor

କୌଣସି ରାଜମହଲଠାରୁ କମ୍ ନୁହେଁ ସମୁଦ୍ରକୂଳରେ ଥିବା ଶାହିଦ କପୁରଙ୍କର ଏହି ଘର, ଦେଖନ୍ତୁ ଭିତରର ଫଟୋ

କବୀର ସିଂହ ଚରିତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଶାହିଦ କପୁର ଦର୍ଶକଙ୍କୁ ଅନେକ ଗୁଡ଼ିଏ ହିଟ ଫିଲ୍ମ ଭେଟି ଦେଇଛନ୍ତି। ବେବି ଫେସ ଯୋଗୁ ତାଙ୍କୁ ଚକୋଲେଟ ହିରୋ ମଧ୍ୟ କୁହାଯାଉଥିଲା। ତେବେ କିଛି ଦିନ ପୂର୍ବରୁ ଏହି ଅଭିନେତା ଏକ ଘର କିଣିଛନ୍ତି। ପତ୍ନୀ ମୀରାଙ୍କ ସହ ସେ…

ସାହିଦ ଏବଂ ମୀରାଙ୍କ ପାଇଁ ସିଲ୍‌ ହେଲା ଜିମ୍‌ ସେଣ୍ଟର, ମାଲିକଙ୍କୁ ପଠାଗଲା ନୋଟିସ୍‌

ବଲିଉଡ ଅଭିନେତା ସାହିଦ କପୁର ଏବଂ ପତ୍ନୀ ମୀରା ରାଜପୁତଙ୍କ ସହ ଜିମ୍‌ ବାହାରେ ଦେଖିବାକୁ ମିଳିଛି। କରୋନା ଭାଇରସ ଭୟରେ ବିଶ୍ୱବ୍ୟାପୀ ଜିମ୍‌ ବନ୍ଦ ଥିବା ବେଳେ ଆଣ୍ଟି ଗ୍ରୋଭିଟି କ୍ଲବର ଜିମ୍‌ ବାହାରେ ଦେଖିବାକୁ ମିଳିଛି। ଯେଉଁଠାରେ ସେମାନେ ଦୁଇ ଘଣ୍ଟା ବିତାଇଛନ୍ତି। ବର୍ତ୍ତମାନ ଏହି ଘଟଣା…

ହୋଲି ରଙ୍ଗରେ ମୀରା କପୁର ବେକରେ ଲେଖିଲେ ସ୍ୱାମୀଙ୍କ ନାଁ, କିନ୍ତୁ ୟୁଜରଙ୍କୁ ମନେ ପଡ଼ିଗଲା ଶାହିଦ-କରୀନାଙ୍କ ପ୍ରେମ!

ବଲିଉଡ୍‌ ଆକ୍ଟର ଶାହିଦ କପୁରଙ୍କ ସ୍ତ୍ରୀ ମୀରା କପୁର ହୋଲି ଦିନ ରଙ୍ଗରେ ଡୁବିଥିବା ନଜର ଆସିଥିଲେ। ମୀରା ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ତାଙ୍କ ବେକରେ ଲାଲ୍‌ ରଙ୍ଗରେ ‘ଏସ୍‌ କେ’ ଲେଖାଯାଇଥିବା ନଜର ଆସୁଛି। କିନ୍ତୁ ୟୁଜରମାନେ ମୀରାଙ୍କ ଏହି ଫଟୋ…

ଦୀର୍ଘ ୧୭ ବର୍ଷ ପରିଶ୍ରମ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଏହି ଅଭିନେତା, ଏବେ ବଲିଉଡରେ…

ଦୀର୍ଘ ୧୭ ବର୍ଷ ହେଲାଣି ଫିଲ୍ମ ଇଣ୍ଡଷ୍ଟ୍ରୀରେ ଲଗାତାର କାମ କରୁଛନ୍ତି ବଲିଉଡ ଅଭିନେତା ଶାହିଦ କପୁର। ପାଖାପାଖି ୩୦ଟି ଫିଲ୍ମ କରିସାରିଥିବା ଶାହିଦ ଆଜି ୩୯ ବର୍ଷରେ ପାଦ ଦେଇଛନ୍ତି। ୧୯୮୧ ଫେବୃୟାରୀ ୨୫ରେ ସେ ନୂଆଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ଅଭିନୟ ପ୍ରତି ତାଙ୍କର ପିଲାଦିନରୁ ରୁଚି…

ନୂଆ ଲୁକ୍‌ ର ଫଟୋ ସେୟାର କଲେ ମୀରା, ଯାହାକୁ ଦେଖିବା ପରେ କମେଣ୍ଟ ନଦେଇ ରହିପାରିଲେନି ସ୍ୱାମୀ ଶାହିଦ୍‌

ବଲିଉଡ ଅଭିନେତା ଶାହିଦ୍‌ କପୁର ତେଲୁଗୁ ଫିଲ୍ମ ‘ଅର୍ଜୁନ ରେଡ୍ଡୀ’ର ରିମେକ୍‌ ‘କବିର ସିଂ’ କୁ ନେଇ ଖୁବ୍‌ ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ପତ୍ନୀ ମୀରା ରାଜପୁତ ବଲିଉଡ୍‌ ର ନୁହଁନ୍ତି କିନ୍ତୁ ଯେତେବେଳେ କେଉଁଠି ଭି ନଜର ଆସିଥାନ୍ତି ତ ଲୋକମାନଙ୍କ ନଜର ତାଙ୍କ ପାଖରେ ଅଟକି ରହିଯାଏ। ଶାହିଦ୍‌…

କବୀର ସିଂହ ପରେ ଏବେ ଏହି ଫିଲ୍ମରେ ନଜର ଆସିବେ ଶାହିଦ, ସାମ୍ନାକୁ ଆସିଲା ରିଲିଜ୍‌ ତାରିଖ

କବୀର ସିଂହର ସଫଳତା ପରେ ଏବେ ଶୀର୍ଷରେ ରହିଛି ଶାହିଦ କପୁରଙ୍କ କ୍ରେଜ୍‌। ଏହି ଫିଲ୍ମ ପରେ ଶାହିଦ କେତେକ ଡାଇରେକ୍ଟରଙ୍କ ନଜରରେ ଆସିଥିଲେ। ବିଗତ ଦିନରେ ଚର୍ଚ୍ଚାରେ ଥିବା କବୀର ସିଂହ ପରେ ଶାହିଦ କପୁର ଆଉ ଏକ ତେଲୁଗୁ ଫିଲ୍ମର ହିନ୍ଦୁ ରିମେକ୍‌ରେ ନଜର ଆସିବେ। ଏବେ ଏହି ଫିଲ୍ମକୁ ନେଇ…

କବିର ସିଂ ଉପରେ ଆସିଲା ଶାହିଦ କପୁରଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ କରିନାଙ୍କ ରିଆକ୍ସନ, କହିଲେ ଏପରି କଥା..

ଶାହିଦ କପୁରଙ୍କ ଫିଲ୍ମ ବକ୍ସ ଅଫିସରେ ସଫଳତାର ଶୀର୍ଷକୁ ସ୍ପର୍ଶ କରିସାରିଛି । ଏହି ଫିଲ୍ମକୁ ନେଇ କିଛି ଲୋକ ଶାହିଦଙ୍କୁ ସମାଲୋଚନା କରିଥିବା ବେଳେ ଆଉ କିଛି ଲୋକ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରିଥିଲେ । ଫିଲ୍ମ ରିଲିଜ ହେବାର ୪ ମାସ ପରେ ଶାହିଦଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ କରିନା କପୁର…

ଫିଲ୍ମ ‘କବୀର ସିଂହ’ ପରେ ଏବେ ସାଉଥ୍ ରିମେକ୍ ରେ କାମ କରିବେ ଶାହିଦ କପୁର

ଫିଲ୍ମ ‘କବୀର ସିଂହ’ ର ସଫଳତା ପରେ ଶାହିଦ କପୁରଙ୍କର ଖୁବ୍ ଲୋକପ୍ରିୟତା ଦେଖିବାକୁ ମିଳିଛି। ସନ୍ଦିପ୍ ଭାଗ୍ ଙ୍କ ନିର୍ଦ୍ଦେଶିତ ଫିଲ୍ମ ‘କବୀର ସିଂହ’ ବର୍ତ୍ତମାନ ପର୍ଯ୍ୟନ୍ତ ବକ୍ସ ଅଫିସରେ ୧୫୦କୋଟିରୁ ଅଧିକ ଟଙ୍କା ଆୟ କରି ସାରିଲାଣି । ଏହି ଫିଲ୍ମ ଶାହିଦଙ୍କ ଜୀବନର ସବୁଠାରୁ ବଡ଼ ସଫଳତା…

ସୋନାଙ୍କୁ ପସନ୍ଦ ହେଲାନି ‘କବୀର ସିଂହ’, କହିଲେ ଫିଲ୍ମ କରିବା ପୂର୍ବରୁ ନିଜ ଦାୟିତ୍ବ ବୁଝୁ ନାହାଁନ୍ତି ସାହିଦ

ସିନେମା ଘରେ ଧୁମ୍ ମଚାଉଛି ସାହିଦ୍ କପୁରଙ୍କ ଫିଲ୍ମ କବୀର ସିଂହ । ଫିଲ୍ମଟି ସାହିଦଙ୍କ କ୍ୟାରିୟର୍ ପାଇଁ ଏକ ମାଇଲଷ୍ଟୋନ୍ ସାବ୍ୟସ୍ତ ହୋଇପାରେ । ପ୍ରଥମ ଦିନରେ ହିଁ ବକ୍ସ ଅଫିସରେ ୨୦ କୋଟି ଆୟ କରିଛି କବୀର୍ ସିଂହ । ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଛି ସାହିଦ୍ ଏବଂ କିଆରାଙ୍କ ଯୋଡି । କିନ୍ତୁ…

ହୈଦର୍ ଫିଲ୍ମରେ ସାହିଦଙ୍କ ସହ ନଜର ଆସିଥିବା ସାକିବ ବିଲାଲ୍ ଶେଖ୍ , ଏବେ ଭାରତୀୟ ସେନାର ଗୁଳିରେ ହେଲେ ନିହତ

କିଛି ଦିନ ପୂର୍ବେ କଶ୍ମୀରରେ ପାଖାପାଖି ୧୮ ଘଣ୍ଟା ପର‌୍ୟ୍ୟନ୍ତ ଭାରତୀୟ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିଲା ଗୁଳିବିନିମୟ । ଏଥିରେ ଅତଙ୍କବାଦୀ ସାକିବ ବିଲାଲ ଶେଖ ନାମକ ଜଣେ ଆତଙ୍କବାଦୀ ନିହତ ହୋଇଥିଲେ। ଆପଣ ଭାବୁଥିବେ ଆମେ ଜଣେ ଆତଙ୍କବାଦୀ ବିଷୟରେ କାହିଁକି କଥାକହୁଛୁ। ଏହାର…

ପୁରା ହେବ ଫ୍ୟାନଙ୍କ ସ୍ବପ୍ନ ! ଏକାଠି ଅଭିନୟ କରିବେ ସାହିଦ-ମୀରା

ସାହିଦ୍ ଏବଂ ମୀରାଙ୍କ ପ୍ରଶଂସକମାନଙ୍କ ପାଇଁ ଖୁସି ଖବର । ଖୁବ୍ ଶୀଘ୍ର ଅଭିନୟ ଦୁନିଆଁରେ ପାଦ ରଖିବାକୁ ଯାଉଛନ୍ତି ମୀରା । ଏକ ବିଜ୍ଞାପନରେ ସାହିଦ୍ ଏବଂ ମୀରା ଏକାଠି କରିବେ ଅଭିନୟ । ଏକ ବେବି ପ୍ରଡକ୍ଟରେ ଉଭୟ ନଜର ଆସିପାରନ୍ତି । ଯଦି ଏହି ଖବର ସତ ହୁଏ ତେବେ ଉଭୟଙ୍କ ଫ୍ୟାନମାନଙ୍କ ପାଇଁ…