IPL 2023 ଟିମକୁ ଫେରିଲେ ଶାର୍ଦ୍ଦୁଳ ଠାକୁର, ଗୁଜରାଟ ବିପକ୍ଷରେ ଖେଳିବେ ଲିଗ୍ ମ୍ୟାଚ୍
କୋଲକତା ନାଇଟ ରାଇଡର୍ସ ପାଇଁ ଖୁସି ଖବର । ସୁସ୍ଥ ହୋଇ ଟିମକୁ ଫେରୁଛନ୍ତି ଷ୍ଟାର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର । ଆଇପିଏଲ ଆରମ୍ଭ ହେବା ପରେ ଏପ୍ରିଲ ୧୬ ତାରିଖରୁ ଟିମରୁ ବାଦ୍ ପଡିଥିଲେ । ଏବେ ସଂପୂର୍ଣ୍ଣ ଭାବେ ଫିଟ ହୋଇ ଟିମକୁ ଫେରିଛନ୍ତି ଶାର୍ଦ୍ଦୁଳ । ତେବେ କେକେଆର ଏବଂ ଗୁଜରାଟ…