ବଲିଉଡ ଅଭିନେତ୍ରୀ ଶେହନାଜ ଗିଲ୍ ହସପିଟାଲରେ ଭର୍ତ୍ତି, ଶୀଘ୍ର ସୁସ୍ଥ କାମନା କଲେ ଫ୍ୟାନ୍ସ
ଅଭିନେତ୍ରୀ ଶେହନାଜ ଗିଲ୍ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଫିଲ୍ମ ଥ୍ୟାଙ୍କ ୟୁ ଫର କମିଂ ପାଇଁ ପ୍ରମୋସନ କରୁଥିବା ବେଳେ କିଛି ଖାଇବା ଯୋଗୁଁ ପେଟରେ ସମସ୍ୟା ହୋଇଛି । ସଂକ୍ରମଣ ବଢିଯିବାରୁ ହସପିଟାଲରେ ଆଡମିଟ୍ ହୋଇଛନ୍ତି । ଶେହନାଜ ନିଜେ ଇନଷ୍ଟାଗ୍ରାମରେ ଲାଇଭ ଆସି ହେଲଥ ଅପଡେଟ୍…