Browsing Tag

shelter home

ବଡ ହୋଇ ପିଲା ହୁଅନ୍ତି ପର, ଆଶ୍ରୟସ୍ଥଳ ହିଁ ଏବେ ସବୁ ପିତାମାତାଙ୍କ ଘର ପାଲଟିଲାଣି, କିଏ ଏଥିପାଇଁ ଦୋଷୀ ….

ଆଜ୍ଞା ଆମକୁ ରାହା ନାହିଁ । ଭିକ ସିନା ମାଗିବୁ ହେଲେ ରହିବୁ କୋଉଠି । ଜାଗା ତ ନାହିଁ । କହି କହି କେମିତି କାନ୍ଦିପକାଉଛି ଦେଖନ୍ତୁ ଏଇ ମାଆଟିଏ । କିନ୍ତୁ ତାର ଲୁହ ତାକୁ ବୁଝାଉଛି, କାହିଁ କାନ୍ଦୁଛୁ, ଭୁଲିଯା ସେମାନଙ୍କୁ, ଯାହାଙ୍କୁ ତୁ ଏଡେ ଠୁ ଏଡେ କରିଛୁ । ଏଇ ଘର ହିଁ ତୋର ଏବେ ନିଜର ।…

ବାତ୍ୟା ପାଇଁ ସ୍ଥାନାନ୍ତର ହୋଇଥିବା ସାଢ଼େ ଛଅ ଲକ୍ଷ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବାତ୍ୟା ପାଇଁ ପ୍ରାୟ ସାଢ଼େ ଛଅ ଲକ୍ଷ ଜଣଙ୍କୁ ସ୍ଥାନାନ୍ତର କରି ସୁରକ୍ଷିତ ସ୍ଥାନରେ ରଖାଯାଇଥିଲା। କୋଭିଡ୍‌ ସମୟ ଥିବାରୁ ଲୋକଙ୍କୁ ସତର୍କତାର ସହ ଆଶ୍ରୟ ସ୍ଥଳୀରେ ରଖାଯାଇଥିଲା। ଏବେ ବାତ୍ୟା ଚାଲିଯିବା ପରେ ଘରକୁ ଫେରିବା ଆରମ୍ଭ କରିଛନ୍ତି ସେମାନେ। ଯେଉଁମାନେ ଆଶ୍ରୟ…

ଢେଙ୍କାନାଳ ସେଲଟର ହୋମ ଶିଶୁ ନିର୍ଯାତନା ମାମଲାରେ ଫୈଜ ରେହମାନଙ୍କ ଗିରଫକୁ ନେଇ ପ୍ରଶ୍ନ ଉଠାଇଲା ଆମେରିକା

କେନ୍ୟୁଜ୍(ବ୍ୟୁରୋ):  ପୁଣି ଆନ୍ତର୍ଜାତୀୟ ସ୍ତରରେ ଉଠିଲା ଓଡ଼ିଶା ପ୍ରସଙ୍ଗ । ଏଥର ବହୁ ଚର୍ଚ୍ଚିତ ଢେଙ୍କାନାଳ ଶିଶୁ ଯୌନ ନିର୍ଯାତନା ମାମଲାକୁ ନେଇ । କାହିଁକି ଗିରଫ ହେଲେ ଗୁଡ୍ସ ନ୍ୟୁଜ ଇଣ୍ଡିଆର ପ୍ରତିଷ୍ଠାତା ଫୈଜ ରେହମାନ ? ଏ ନେଇ ଆମେରିକାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ହର୍ଷ…

ବ୍ରହ୍ମପୁର : ତିନୋଟି ବେଆଇନ ସେଲଟର ହୋମରୁ ୧୭୦ ଅନ୍ତେବାସୀ ଉଦ୍ଧାର

ବ୍ରହ୍ମପୁର : ତିନୋଟି ବେଆଇନ ସେଲଟର ହୋମରୁ ୧୭୦ ଅନ୍ତେବାସୀ ଉଦ୍ଧାର । ଉଦ୍ଧାର ସମସ୍ତ ଅନ୍ତେବାସୀଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ସହରର ବିଜୟ ବିହାର ତୃତୀୟ ଲାଇନରେ ଥିବା ବ୍ଲେସିଙ୍ଗ୍‌ ଫର ବୟେସ ଓ ଖୋଡାସିଙ୍ଗି ଅଞ୍ଚଳର ଗ୍ରେସ ହୋମ ଶିଶୁ ଆଶ୍ରୟ ସ୍ଥଳରେ ଗଞ୍ଜାମ ଜିଲ୍ଲା…

ବେଆଇନ ଓ ବେଧଡ଼କ; ସେବାଶ୍ରମ ଆଳରେ ଚାଲିଛି ଅନୈତିକ କାର୍ଯ୍ୟ : ନାଁଟା ଗୁଡ୍‌ ନ୍ୟୁଜ୍‌ ହେଲେ କାମ ଭାରି ବ୍ୟାଡ୍‌

ଗଞ୍ଜାମ ( କେନ୍ୟୁଜ୍ ): ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ବେଆଇନ ଓ ବେଧଡକ ଭାବେ ଚାଲିଛି ଶିଶୁ ଆଶ୍ରଳ ସ୍ଥଳ ବା ସେଲଟର ହୋମ । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ପରେ ବିଭିନ୍ନ ସ୍ଥାନରେ ଚଢାଉ ପରେ ଏଭଳି ହୋମ ଚାଲିଥିବା ନେଇ ପଦାକୁ ଆସିଛି । ଢେଙ୍କାନାଳର ଗୁଡ୍ ନ୍ୟୁଜ ଇଣ୍ଡିଆ ଡ୍ରିମ…

ଢେଙ୍କାନାଳର ସେଲଟର ହୋମ୍‌ରେ ଚଢ଼ାଉ, ଅନ୍ତେବାସୀଙ୍କୁ ଅସଦାଚରଣ ଅଭିଯୋଗ

ଢେଙ୍କାନାଳ : ବେଲଟିକିରି ସ୍ଥିତ ସେଲଟର ହୋମରେ ଚଢ଼ାଉ । ସିଡବ୍ଳ୍ୟୁସି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଡ୍ରିମ୍‌ ହୋମ୍‌ ସେଣ୍ଟରରେ ଚଢ଼ଉ କରିଛନ୍ତି । କେନ୍ଦ୍ରର ପରିଚାଳକ ଓ ପ୍ରତିଷ୍ଠାତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି ଅନ୍ତେବାସୀ । ଗୁଡ୍‌ ନ୍ୟୁଜ ଇଣ୍ଡିଆ ପରିଚାଳିତ ଏହି…

ବନ୍ଦ ଘର ଉପରେ ନଜର ରଖିବ କିଏ ?

ସ୍ୱଧାର ଗୃହ, କନ୍ୟାଶ୍ରମ, ବାଳିକା ଗୃହ । ଏଭଳି ଜାଗାରେ ନାବାଳିକା କିମ୍ବା ମହିଳାମାନଙ୍କୁ ଯୌନ ଶୋଷଣ କରାଯାଉଥିବାର ଅଭିଯୋଗ ନୂଆ ନୁହେଁ । ଅଭିଯୋଗ ଆସେ, ଟିକେ ଚର୍ଚ୍ଚା ହୁଏ । ପୁଣି ଥମି ଯାଏ । ହେଲେ ଏଥର ବିହାରର ମୁଜାଫରପୁର ଏବଂ ଏବେ ଏବେ ଉତ୍ତର ପ୍ରଦେଶର ଦେବରିୟା ଜିଲ୍ଲାରେ ସମାନ…