ମୋଟେରା ମଇଦାନରେ ସାର୍ଟଲେସ ହେଲେ ହାର୍ଦ୍ଦିକ ପାଣ୍ଡ୍ଯା ଏବଂ ଉମେଶ ଯାଦବ, ଫଟୋ ଦେଖି ଫ୍ଯାନ ଦେଲେ ଏମିତି ରିଆକ୍ସନ
ଭାରତ-ଇଂଲଣ୍ଡ ମଧ୍ୟରେ ଚାରି ମ୍ଯାଚ ବିଶିଷ୍ଟ ଟେଷ୍ଟ ମ୍ଯାଚରୁ ୩ୟ ମ୍ଯାଚ ୨୪ ଫେବ୍ରୁଆରୀରୁ ଅହମଦାବାଦ ମୋଟେରା ଷ୍ଟାଡିଅମରେ ଖେଳାଯିବ। ଦୁଇଟି ଯାକ ଟିମ୍ ୩ୟ ଟେଷ୍ଟ ପାଇଁ ପ୍ରସ୍ତୁତି ଜୋରଦାର ଚଳାଇଛନ୍ତି। ଖେଳାଳିମାନେ ମଇଦାନରେ ଜୋରଦାର ପରିଶ୍ରମ କରୁଛନ୍ତି। ଏହା ମଧ୍ୟରେ ହାର୍ଦ୍ଦିକ…