Browsing Tag

shiv sena

ଶିବସେନାରେ ଯୋଗଦେଲେ ଗୋବିନ୍ଦା, ଉତ୍ତର ପଶ୍ଚିମ ମୁମ୍ବାଇରୁ ଲଢ଼ିପାରନ୍ତି ନିର୍ବାଚନ

ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୀତି ମଧ୍ୟ ସେତିକି ସରଗରମ ହେଉଛି । ଆଜି ଫିଲ୍ମ ଅଭିନେତା ଗୋବିନ୍ଦା ଶିବସେନା (ସିନ୍ଦେ ଦଳ)ରେ ଯୋଗ ଦେଇଛନ୍ତି । ବାଲାସାହେବ ଠାକରେ ଭବନରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । କୁହାଯାଉଛି ଯେ ଗୋବିନ୍ଦା ଉତ୍ତର…

ଫେସବୁକ ଲାଇଭ୍‌ କରି ଶିବସେନା ନେତାଙ୍କ ପୁଅକୁ ଗୁଳି କରି ହତ୍ୟା, ନିଜକୁ ସୁଟ୍‌ କରି ଜୀବନ ହାରିଲା ହତ୍ୟାକାରୀ

ମୁମ୍ବାଇ ଦହିସର ଅଞ୍ଚଳରେ ଉଦ୍ଧବ ଠାକରେଙ୍କ ଶିବସେନା ନେତାଙ୍କ ପୁଅ ଅଭିଷେକ ଘୋସାଲକରଙ୍କୁ ଫେସବୁକ୍‌ ଲାଇଭରେ ହତ୍ୟା କରାଯାଇଛି । ଏହାସହିତ ହତ୍ୟା କରିଥିବା ବ୍ୟକ୍ତି ମଧ୍ୟ ନିଜକୁ ଗୁଳି କରି ଜୀବନ ହାରିଦେଇଛନ୍ତି । ଖବର ମୁତାବକ, ଶିବସେନା ନେତା ଅଭିଷେକ ଘୋସାଲକରଙ୍କୁ ହଠାତ୍ ତାଙ୍କ…

ଏକନାଥ ସିନ୍ଦେଙ୍କ ଶିବସେନାରେ ସାମିଲ ହେଲେ ମିଲିନ୍ଦ ଦେଓଡା, କିଛି ଘଣ୍ଟା ପୂର୍ବରୁ ଦେଇଥିଲେ କଂଗ୍ରେସରୁ ଇସ୍ତଫା

ପୂର୍ବତନ କେନ୍ଦ୍ର ମନ୍ତ୍ରୀ ମିଲିନ୍ଦ ଦେଓଡା ରବିବାର ଶିବସେନାରେ ସାମିଲ ହୋଇଛନ୍ତି । ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି । ପାର୍ଟିରେ ଯୋଗଦେବା ସମୟରେ ସିନ୍ଦେ ତାଙ୍କୁ ଗେରୁଆ ପତାକା ପ୍ରଦାନ ଦେଇଥିଲେ । ମିଲିନ୍ଦ ଦେଓଡା…

ସଂସଦରେ ଦଳୀୟ ନେତା ପଦରୁ ସଂଜୟ ରାଉତଙ୍କୁ ବହିସ୍କାର କଲେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଶିବସେନା ନେତୃତ୍ୱାଧୀନ ଦଳର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ସଂସଦୀୟ ଦଳର ନେତା ପଦରୁ ସଂଜୟ ରାଉତଙ୍କୁ ବହିସ୍କାର କରିଛନ୍ତି । ତାଙ୍କ ସ୍ଥାନରେ ଲୋକସଭା ସାଂସଦ ଗଜାନନ କୀର୍ତ୍ତିକରଙ୍କୁ ନିଯୁକ୍ତ କରିଛନ୍ତି । ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଓ ରାଜ୍ୟସଭା…

ଏକନାଥ ସିନ୍ଧେଙ୍କୁ ମିଳିଲା ନିର୍ବାଚନ ଚିହ୍ନ ‘ଖଣ୍ଡା-ଢ଼ାଲ’, ଏଥର ଉଦ୍ଧବଙ୍କ ‘ମଶାଲ’ ସହ ହେବ ଲଢ଼େଇ

ନୂଆଦିଲ୍ଲୀ : ନିର୍ବାଚନ କମିଶନ ମଙ୍ଗଳବାର ଏକନାଥ ସିନ୍ଧେଙ୍କୁ ନିର୍ବାଚନ ଚିହ୍ନ ଦେଇଛନ୍ତି । ନିର୍ବାଚନ କମିଶନ ସିନ୍ଧେଙ୍କୁ ଦୁଇଟି ଖଣ୍ଡା ସହ ଢ଼ାଲ ଚିହ୍ନ ଦେଇଛନ୍ତି । ସିନ୍ଧେ ନିର୍ବାଚନ ଆୟୋଗଙ୍କୁ ଦ୍ୱିତୀୟ ଥର ପାଇଁ ଚିହ୍ନ ପଠାଇଥିଲେ । ପ୍ରଥମ ଥର ପଠାଯାଇଥିବା ୩ ବିକଳ୍ପ ଚିହ୍ନକୁ ଆୟୋଗ…

ଫ୍ରିଜ୍‌ ହେଲା ଶିବ ସେନା ଧନୁ ତୀର ଚିହ୍ନ, ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତ୍ତୀକାଳୀନ…

ନୂଆଦିଲ୍ଲୀ : ଫ୍ରିଜ୍‌ ହେଲା ଶିବ ସେନା ଧନୁ ତୀର ଚିହ୍ନ । ଭାରତୀୟ ନିର୍ବାଚନ କମିଶନଙ୍କ ଗୁରୁତ୍ୱପୂର୍ଣ୍ଣ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ । ଏକନାଥ ସିନ୍ଧେ ବା ଉଦ୍ଧବ ଠାକରେ ଶିବ ସେନା ନାଁ ନେଇପାରିବେ ନାହିଁ । ନିଷ୍ପତ୍ତି ନହେବା ପର୍ଯ୍ୟନ୍ତ ଧନୁ ତୀର ଚିହ୍ନ କୌଣସି ଗୋଷ୍ଠୀ ବ୍ୟବହାର…

ସଞ୍ଜୟ ରାଉତଙ୍କୁ ଜମି ଦୁର୍ନୀତି ମାମଲାରେ ମିଳିଲାନି ଆଶ୍ୱସ୍ତି, ୪ ଦିନିଆ ରିମାଣ୍ଡରେ ନେଲା ଇଡି

ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଜମି ଦୁର୍ନୀତି ମାମଲାରେ ଆଶ୍ଵସ୍ତି ମିଳିନାହିଁ। ଶୁଣାଣି ପରେ କୋର୍ଟ ତାଙ୍କୁ ଚାରି ଦିନିଆ ଇଡି ରିମାଣ୍ଡରେ ପଠାଇଛନ୍ତି। ଇଡି କଡା ସୁରକ୍ଷା ମଧ୍ୟରେ ସଞ୍ଜୟ ରାଉତଙ୍କୁ କୋର୍ଟରେ ହାଜର କରିଥିଲା ଇଡି। ଇଡି କୋର୍ଟରେ ଆଠ ଦିନିଆ ରିମାଣ୍ଡ ଦାବି କରିଥିଲା।…

ଶିବସେନାକୁ ପୁଣି ଲାଗିବ ବଡ ଝଟକା, ବିଧାୟକଙ୍କ ପରେ ଏବେ ସାଂସଦ କରିପାରନ୍ତି ବିଦ୍ରୋହ

ମହାରାଷ୍ଟ୍ର ରାଜନୀତିରେ ଚାଲିଛି ମହାସଂକଟ। ଯାହାର ପରିଣିତି ସ୍ୱରୂପ ନୂଆ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଏକନାଥ ସିନ୍ଦେ। ସେପଟେ ଉଦ୍ଧବ ଠାକରେଙ୍କ ଇସ୍ତଫା ପରେ ଶିବସେନା ପାର୍ଟି ଏବେ ଟଳମଳ ସ୍ଥିତିରେ। ଏହା ପରେ ମଧ୍ୟ ପାର୍ଟିକୁ ଏକ ବଡ ଝଟକା ଲାଗିପାରେ ବୋଲି ଚର୍ଚ୍ଚା ହେଉଛି । ବିଜେପିର ଜଣେ…

ବିଧାୟକଙ୍କୁ ‘ଚଳନ୍ତା ଶବ’ କହି ଅଡ଼ୁଆରେ ଶିବସେନା ନେତା ସଞ୍ଜୟ ରାଉତ

ନୂଆଦିଲ୍ଲୀ : ବିଦ୍ରୋହୀ ବିଧାୟକଙ୍କୁ ଚଳନ୍ତା ଶବ କହିଲେ ଶିବସେନା ନେତା ସଞ୍ଜୟ ରାଉତ । ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଓ ଅନ୍ୟ ୧୫ ବିଦ୍ରୋହୀ ବିଧାୟକ ଗୌହାଟୀରେ ଥିବାବେଳେ ସେମାନଙ୍କୁ ଚଳନ୍ତା ଶବ ବୋଲି ସମ୍ବୋଧନ କରିଛନ୍ତି ସଞ୍ଜୟ ରାଉତ । ସେମାନଙ୍କୁ ମୁର୍ଖ ବୋଲି କହିଛନ୍ତି ।…

‘ରକ୍ତ ଦିଅନ୍ତୁ, କିଲେ ଚିକେନ୍‌ ଘରକୁ ନିଅନ୍ତୁ’: ବାଲ୍‌ ଠାକ୍‌ରେଙ୍କ ଜୟନ୍ତୀରେ ଶିବସେନାର ନିଆରା ଅଫର

ରକ୍ତ ଦିଅନ୍ତୁ, କିଲେ ଚିକେନ୍‌ ଘରକୁ ନିଅନ୍ତୁ। ମହାରାଷ୍ଟ୍ରରେ ଶିବସେନାର ପ୍ରତିଷ୍ଠାତା ଦିବଂଗତ ବାଲ୍‌ ଠାକରେଙ୍କ ୯୬ ତମ ଜୟନ୍ତୀ ଅବସରରେ ରବିବାର ଦିନ ଥାଣେ ଜିଲ୍ଲାର ଉଲ୍ଲାସନଗରରେ ଶିବସେନା ପକ୍ଷରୁ ଆୟୋଜିତ ରକ୍ତ ଦାନ ଶିବିରରେ ଏଭଳି ନିଆରା ଅଫର ଦିଆଯାଇଛି। ଲୋକଙ୍କୁ ସଚେତନ କରିବା…

ମହାରାଷ୍ଟ୍ରରେ କିଏ ହେବେ ମୁଖ୍ୟମନ୍ତ୍ରୀ? ଲିଖିତ ଭାବେ ବିଜେପିକୁ ୫୦-୫୦ ଫର୍ମୁଲା ମନେପକାଇଲା ଶିବସେନା

ମହାରାଷ୍ଟ୍ର: ମହାରାଷ୍ଟ୍ରରେ ସରକାର ଗଠନ ପ୍ରକ୍ରିୟାରେ ବିଳମ୍ବ। ବିଧାନସଭା ନିର୍ବାଚନ ପରେ ବିଜେପିକୁ ଶିବସେନା ଫିପଟି-ଫିପଟି ଫର୍ମୁଲା ମନେ ପକାଇଦେଇଥିବା ବେଳେ ବର୍ତ୍ତମାନ ଏହା ଲିଖିତ ଆକାରରେ ଦାବି କରିଛି। ସେପଟେ ଆଜି ବିଜେପି ଓ ଶିବସେନାର ପ୍ରତିନିଧି ମଣ୍ଡଳ ଅଲଗା ଅଲଗା ଭାବେ…