ପାକିସ୍ତାନ ହାରିବା ପରେ ଟ୍ଵିଟର ଯୁଦ୍ଧ ଆରମ୍ଭ, ମହମ୍ମଦ ସାମିଙ୍କ ଟୁଇଟରେ ରାଗିଗଲେ ଶୋଏବ ଅଖତର
ଇଂଲଣ୍ଡ ଟି-୨୦ ବିଶ୍ୱକପ ଜିତିବା ପରେ ପାକିସ୍ତାନ ଖେଳାଳିଙ୍କ ମୁଣ୍ଡ ଆଉ କାମ କରୁନି। ଟି-୨୦ ବିଶ୍ୱକପ ଫାଇନାଲରେ ଇଂଲଣ୍ଡ ଠାରୁ ୫ ଓ୍ଵିକେଟରେ ପରାସ୍ତ ହୋଇଛି ପାକିସ୍ତାନ । ପାକିସ୍ତାନ ହାରିବା ପରେ ଟ୍ଵିଟରରେ ଭାରତ ଏବଂ ପାକିସ୍ତାନ ଫ୍ୟାନ୍ସଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି।…