ସକାଳୁ ଖାଲି ପେଟରେ ଖାଆନ୍ତୁ କିସମିସ୍, ରୋଗ ଠାରୁ ରହିବେ କୋଷେ ଦୂର
କିସମିସ୍ ଏକ ପ୍ରକାର ଡ୍ରାଇ ଫ୍ରୁଟ୍, ଯାହା ଅଙ୍ଗୁରରୁ ପ୍ରସ୍ତୁତ କରାଯାଏ। ଏହା ଖାଇବାକୁ ଯେତିକି ଟେଷ୍ଟି, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ଲାଭକାରୀ ହୋଇଥାଏ। କିସମିସ୍ ରେ ଥିବା ଆଇରନ୍, ପୋଟାସିୟମ ଏବଂ ଫାଇବର ସ୍ୱାସ୍ଥ୍ୟ ପାଇଁ ନିହାତି ଆବଶ୍ୟକ। ଏହାକୁ ସେବନ କରିବା ଦ୍ୱାରା ପାଚନ…