ନିଦ ବଟିକା ହୋଇପାରେ ସାଂଘାତିକ, ଖାଇବା ପୂର୍ବରୁ ଜାଣନ୍ତୁ ଏହି କଥା
ଯଦି ଆପଣ କିଛି ଟେନସନରେ ଅଛନ୍ତି ଓ ଆପଣଙ୍କୁ ନିଦ ଠିକ ଭାବେ ହେଉନି । ଆପଣ ଏଥିପାଇଁ ନିଦ ବଟିକାର ସାହାଯ୍ୟ ନେଉଛନ୍ତି । ତେବେ ହୋଇ ଯାଆନ୍ତୁ ସତର୍କ, ଏହା ଆପଣଙ୍କ ଶରୀର ପାଇଁ ହୋଇପାରେ ମାରାତ୍ମକ । ଜାଣନ୍ତୁ କ’ଣ ହୋଇପାରେ ନିଦ ବଟିକା ଖାଇବାର ଦୁସ୍ପ୍ରଭାବ । ଆଜି ଆପଣଙ୍କୁ କହିବୁ ବିନା…