Browsing Tag

Smuggled

ବାଲେଶ୍ୱର: ଗେଣ୍ଡା ଓ ସାମୁକା ଚାଲାଣ ବେଳେ ଧରାପଡିଲା ୨ ଯାତ୍ରୀବାହି ବସ୍, ଶେରଗଡ ଟୋଲ ଗେଟ ନିକଟରୁ ଧରିଲା ପୋଲିସ୍

ବାଲେଶ୍ୱର: ଗେଣ୍ଡା ଓ ସାମୁକା ଚାଲାଣ ବେଳେ ଧରାପଡିଲା ୨ଟି ଯାତ୍ରୀବାହି ବସ । ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଶେରଗଡ ଟୋଲ ଗେଟ ନିକଟରେ ବିଳମ୍ବିତ ରାତିରେ ୨ଟି ଯାତ୍ରୀବାହି ବସରେ ଚାଲାଣ ହେଉଥିବା ବେଳେ ଧରିଛି ପୋଲିସ । ନିଗମ ଓ ବାବାମଣି ନାମକ ଦୁଇଟି ବସ ଧାମରାରୁ କଲିକତା ଯାଉଥିଲା । ଦୁଇ…