Below header
Browsing Tag

snake rescue

ନାଗୁଣୀକୁ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇଦେଲା ନାଗ, କିନ୍ତୁ ଉଦ୍ଧାର କରିପାରିଲାନି

କେନ୍ଦୁଝର(କେ ନ୍ଯୁଜ) : ନିଜ ପରିବାର କିମ୍ବା ବନ୍ଧୁ ଯଦି କିଏ ଆପଣଙ୍କର ବିପଦରେ ପଡେ, ତେବେ ଆପଣଙ୍କ ମନ ନିଶ୍ଚିତ ଭାବେ ଡହଳବିକଳ ହୁଏ। ନିଜ ଲୋକଙ୍କ କିଛି ଅସୁବିଧା ହୋଇଗଲେ ଆପଣ ମଧ୍ୟ କେମିତି ସେମାନଙ୍କୁ ସୁରକ୍ଷିତ ରଖିବେ, ସେଥିପାଇଁ ଚିନ୍ତିତ ହୋଇପଡନ୍ତି। ଆପଣ କେମିତି ନିଜ…

କଟକ: ଦୀର୍ଘ ସମୟ ଯାଏଁ ଷ୍ଟାର୍ଟ ହେଉନଥିଲା ବାଇକ୍, ଇଞ୍ଜିନରୁ ବାହାରିଲ ସାପ

କଟକ(କେନ୍ୟୁଜ୍): ବାଇକ ଚଲାଇବା ବେଲେ ଟିକେ ସାବଧାନ ଥିବେ। ନଚେତ ଭୋଗିପାରନ୍ତି କଟକର ଏହି ବ୍ୟକ୍ତିଙ୍କ ପରି ଦୁର୍ଦ୍ଦଶା। କଟକ କଲେଜ ଛକ ଅଞ୍ଚଳର ଘଟିଛି ଏଭଳି କିଛି ଘଟଣା, ଯାହା ସମସ୍ତଙ୍କୁ ଆଚମ୍ବିତ କରିଦେବ। ଏସସିବି ମେଡ଼ିକାଲ କୁ ଆସିଥିବା ଜଣେ ବ୍ୟକ୍ତି ବାଇକ ପାର୍କ କରି ମେଡ଼ିକାଲ…

୧୨ ଫୁଟ ଲମ୍ବର ସାପକୁ ଉଦ୍ଧାର କଲେ ଯୁବକ, କିନ୍ତୁ ପରେ ବେକରେ ପକାଇ ଖେଳ ଦେଖାଇବା ପଡିଲା ମହଙ୍ଗା

କଟକ (କେନ୍ୟୁଜ୍‌) : କଟକ ବନଖଣ୍ଡ ଡାଳିଯୋଡା ବନାଚଂଳ ଡମଣି ରେବେଣା ଡ୍ୟାମରୁ ଅହିରାଜ ସାପ ଉଦ୍ଧାର। ଜୀବନକୁ ବାଜି ଲଗାଇ ଆଦିବାସି ଯୁବକ ଉଦ୍ଧାର କଲେ ଅହିରାଜକୁ । ଏକ ୧୨ ଫୁଟ ଲମ୍ବ ଅହିରାଜ ସାପ ଡ୍ୟାମ ଭିତରେ ଅହିରାଜ ଖାଦ୍ୟ ଅନୁସରଣରେ ଏକ ଗୋଧିକୁ ଶିକାର କରିବା ପାଇଁ ଡ୍ୟାମ ଭିତରକୁ ପଶି…

ପୋଷ୍ଟଅଫିସ ଏଟିଏମ୍‌ ଭିତରେ ନାଗସାପ, ଉଦ୍ଧାର କରି ଜଙ୍ଗଲରେ ଛାଡିଲା ବନବିଭାଗ

କୁଚିଣ୍ଡା(କେନ୍ୟୁଜ୍‌): ସମ୍ବଲପୁର ଜିଲ୍ଲା କୁଚିଣ୍ଡାର ପଞ୍ଚମୁଖୀ ଛକରେ ଥିବା ପୋଷ୍ଟ ଅଫିସର ଏଟିଏମ୍‌ରୁ  ନାଗସାପ ଉଦ୍ଧାର କଲେ ବନବିଭାଗ। ଟଙ୍କା କାଢିଲା ବେଳେ ଲୋକେ ଏକ ୫ ଫୁଟ ଲମ୍ବର ନାଗସାପ ଥିବାର ଦେଖିଥିଲେ । ଯାହାଦ୍ୱାରା ଲୋକମାନେ ସେଠାରେ ଆଉ ଟଙ୍କା ନକାଢି ଆଖପାଖରେ ଥିବା ଲୋକଙ୍କୁ…

ଭୁବନେଶ୍ବର: ଲୋକସେବା ଭବନରୁ ପୁଣି ସାପ ଉଦ୍ଧାର

କେନ୍ୟୁଜ୍(ବ୍ୟୁରୋ): ଲୋକସେବା ଭବନରୁ ପୁଣି ଏକ ପାଞ୍ଚଫୁଟର ଢମଣା ସାପକୁ  ଉଦ୍ଧାର  କଲା ସ୍ନେକ ହେଲ୍ପଲାଇନ । ସାପଟି ଲୋକସେବା ଭବନର ପଛପାଖରେ ଥିବା ଗଛ ଉପରେ ଥିବାର ଦେଖି ଲୋକସେବା ଭବନର ସିକ୍ୟୁରିଟି ଦାୟିତ୍ବରେ ଥିବା  ସଦସ୍ୟ ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଫୋନ କରିଥିଲେ। ପରେ ସ୍ନେକ…

ଭଦ୍ରକ: ଚାନ୍ଦବାଲି ବ୍ଲକ ପାଞ୍ଚପଡା ଗାଁରୁ ବିରଳ ପ୍ରଜାତିର ସାପ ଉଦ୍ଧାର

ଭଦ୍ରକ(କେନ୍ୟୁଜ୍): ଚାନ୍ଦବାଲି ବ୍ଲକ ପାଞ୍ଚପଡା ଗାଁରୁ ବିରଳ ପ୍ରଜାତିର ସାପ ଉଦ୍ଧାର । ସାପର ଲମ୍ବ ପାଖାପାଖି ୪ ଫୁଟ ହେବ ବୋଲି ଜଣାପଡିଛି । ଗାଁର ଯୋଗେଶ ଦାସଙ୍କ ବାଡିରୁ ଏହି ସାପ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।  ସାପଟିକୁ ଦେଖିବାକୁ ଯୋଗେଶଙ୍କ ବାଡ଼ି ପଛପଟେ ସ୍ଥାନୀୟ ଅଞ୍ଚଳରେ…

ମୟୂରଭଞ୍ଜ: ସାପକୁ ଉଦ୍ଧାର କଲେ ସାହସୀ ମହିଳା, ଧରିଲେ ତମ୍ପ ପ୍ରଜାତିର ୬ ଫୁଟ ଲମ୍ବ ନାଗ ସାପ

ସାପକୁ ଉଦ୍ଧାର କରି ସାହସିକତାର ପରିଚୟ ଦେଲେ ମହିଳା। ମୟୂରଭଞ୍ଜ ଜିଲ୍ଲା ଡୁକୁରା ରେଞ୍ଜ ଶିମିଳିପାଳର କଦଳୀଆପାଳ ଗାଁରେ ଜଣେ ବ୍ୟକ୍ତିଙ୍କ ଘରୁ ନାଗ ସାପ ଉଦ୍ଧାର କଲେ ସସ୍ମିତା ଗୋଚ୍ଛାୟତ । ନିର୍ଭିକ ଭାବେ ଏକ ତମ୍ପ ପ୍ରଜାତିର ୬ ଫୁଟ ଲମ୍ବ ନାଗ ସାପକୁ ଉଦ୍ଧାର କରିଛନ୍ତି।ଏହି ବିରାଟକାୟ ନାଗ…

ଢେଙ୍କାନାଳ: ବାଉଁଶକୋଣ ଗାଁରୁ ୧୨ ଫୁଟର ଅଜଗର ସାପ ଉଦ୍ଧାର

ଢେଙ୍କାନାଳ(କେନ୍ୟୁଜ୍): ୧୨ ଫୁଟର ଅଜଗର ସାପ ଉଦ୍ଧାର । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଉଁଶକୋଣ ଗାଁରୁ ଗତକାଲି ରାତିରେ ସାପ ଉଦ୍ଧାର କରାଯାଇଛି । ସାପକୁ ଦେଖି କିଛି ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ସ୍ନେକ୍‌ ରେସକ୍ୟୁ ଟିମ୍‌ର ସଦସ୍ୟ ବିପିନ ମଲ୍ଲିକ ୧୨ ଫୁଟର ଅଜଗର ସାପକୁ…