ସାପ ଘରେ ପ୍ରବେଶ କରିବା ମାତ୍ରେ କ’ଣ କରିବେ ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ
ଯଦି ଆପଣ ଏକ ଗାଁରେ କିମ୍ବା ଜଙ୍ଗଲ ନିକଟରେ ରହୁଛନ୍ତି, ତେବେ ଆପଣ ନିଶ୍ଚିତ ଭାବେ ସାପର ସାମ୍ନା କରୁଥିବେ । ଆପଣମାନେ ତ ଜାଣିଥିବେ ଯେ ଲୋକମାନେ ସାପ ଦେଖିବା ମାତ୍ରେ ପ୍ରଥମେ ଭୟାଭୀତ ହୋଇଯାଆନ୍ତି ଏବଂ ଏହାକୁ ମାରିବାକୁ ଚେଷ୍ଟା କରନ୍ତି । କିନ୍ତୁ ଏହା କରିବା ଉଚିତ ନୁହେଁ । ଯଦି ଆପଣ…