Browsing Tag

snake

ଭଦ୍ରକ: ପୁଣି ନାଗ ସାପ ଆତଙ୍କ, ଉଦ୍ଧାର ହେଲା ୪୫ଟି ନାଗ ଛୁଆ

ଭଦ୍ରକ(କେନ୍ୟୁଜ୍): ଭଦ୍ରକରେ ପୁଣି ନାଗ ସାପ ଆତଙ୍କ। ଘରୁ ଉଦ୍ଧାର ହେଲା ମେଞ୍ଚା ମେଞ୍ଚା ନାଗ ସାପ ଛୁଆ। ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାତିସାହିର ସୁରେଶ ରାଉତଙ୍କ ଶୋଇବା ଘରେ ନାଗ ସାପ ଛୁଆ ବୁଲୁଥିବା ଦେଖିବାକୁ ମିଳିଥିଲା। ଏନେଇ ସ୍ନେକ୍‌ ହେଲ୍‌ପ ଲାଇନ୍‌ ସଦସ୍ୟଙ୍କୁ ଖବର…

ଏଟିଏମରୁ ଟଙ୍କା ନୁହେଁ ବାହାରୁଛି ସାପ, ଭିଡିଓ ଭାଇରାଲ୍

ଏଟିଏମରୁ ଟଙ୍କା ବାହାର କରିବାକୁ ଯାଉଛନ୍ତି ? ତେବେ ହୋଇ ଯାଆନ୍ତୁ ସାବଧାନ୍ । ଏଟିଏମରୁ ଟଙ୍କା ନୁହେଁ ବାହାରିପାରେ ସାପ । ଏଭଳି ଏକ ଘଟଣା ଘଟିଛି ତାମିଲନାଡୁର କୋଇମ୍ବାଟୋରେ ଅଂଚଳରେ । ଏହାର ଭିଡିଓ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭିଡିଓରେ ଦେଖିବାକୁ ମିଳିଛି ଜଣେ…

ମଧ୍ୟାହ୍ନ ଭୋଜନରେ ସାପ, ଭୋକିଲା ରହିଲେ ପିଲା

ମହାରାଷ୍ଟ୍ର : ମଧ୍ୟାହ୍ନ ଭୋଜନରେ ସାପ । ସ୍କୁଲ ପିଲାଙ୍କୁ ଦିଆଯାଇଥିବା ଖେଚୁଡିରେ ବାହାରିଲା ସାପ । ଘଟଣାଟି ଦେଖିବାକୁ ମିଳିଛି ମହାରାଷ୍ଟ୍ରରେ । ସୂଚନା ଅନୁସାରେ ଆଜି ଗରଗମାନ ଜିଲ୍ଲା ପରିଷଦର ଏକ ପ୍ରାଇମେରୀ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯାଇଥିଲା । ତେବେ ଖାଦ୍ୟ ବଢା ପର୍ବୂରୁ…

ସାପ ଦେଖିବା ଶୁଭ ନା ଅଶୁଭ, ଆସନ୍ତୁ ଜାଣିବା ?

ସାପ, ନା ଶୁଣିଲା ମାତ୍ରେ ଭୟ ଲାଗିଥାଏ । ଏପରିକି ଯେଉଁଠାରେ ସାପ ଦେଖାଯାଇଥାଏ ସେଠାରେ ନାହିଁ ନଥିବା ଭିଡ଼ ଜମିଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି, ଘରୁ ବାହାରୁଥିବା ସମୟରେ ସାପର ଦେଖିବା ଶୁଭ ହୋଇଥାଏ। ଆଜି ଆମେ କେଉଁ ସମୟରେ ସାପର ଦର୍ଶନ ଶୁଭ କି ଅଶୁଭ ତାହା ବିଷୟରେ କହିବାକୁ ଯାଉଛୁ।…

କଣ ଆପଣ ଜାଣନ୍ତି କାହିଁକି କାତି ଛଡାଇଥାଏ ସାପ ? ହିନ୍ଦୁ ଧର୍ମର ଏହି ରହସ୍ୟମୟୀ ଜୀବକୁ ନେଇ ପଢନ୍ତୁ କିଛି ଅଜଣା କଥା

ହିନ୍ଦୁ ଧର୍ମରେ ସାପକୁ ଏକ ରହସ୍ୟମୟୀ ତଥା ଦିବ୍ୟ ଶକ୍ତି ବାଲା ଜୀବ ବୋଲି କୁହାଯାଏ । ସାପକୁ ନେଇ ହିନ୍ଦୁ ଧାର୍ମିକ ଗ୍ରନ୍ଥରେ ଅନେକ ଲେଖା ତଥା ଲୋକକଥା ଦେଖିବାକୁ ମିଳେ । କେବଳ ସେତିକି ନୁହେଁ ପ୍ରତିବର୍ଷ ନାଗପଞ୍ଚମୀରେ ସାପଙ୍କ ପାଇଁ ପୂଜା ଅନୁଷ୍ଠାନ କରାଯିବା ସହ କ୍ଷୀର ମଧ୍ୟ ପିଆଯାଏ ।…

ଏଠାରେ ବିଷଧର ସାପର ବ୍ଯାପିଲା ଆତଙ୍କ, ପ୍ରତି ପାଦରେ ଲୋକଙ୍କୁ ଦେଖାଗଲା ମୃତ୍ଯୁ

ଆନ୍ଧ୍ରପ୍ରଦେଶରେ ଏକ ଆଶ୍ଚର୍ଯ୍ଯକର ଘଟଣା ଦେଖିବାକୁ ମିଳିଛି। ଏଠାରେ ଥିବା ଏକ ଛୋଟ ଦ୍ବୀପରେ ହଠାତ୍ ବିଷଧର ସାପମାନେ ଆର୍କମଣ କରିଛନ୍ତି। ସାପଙ୍କର ମାତ୍ର ଏତେ ଅଧିକ ରହିଛି କି ଏଠାରେ ଲୋକଙ୍କ ରହିବା ଅସମ୍ଭବ ହୋଇଯାଇଛି। ଯେଉଁଠାରେ ପାଦ ରଖିଲେ ମୃତ୍ଯୁର ଭୟ ଲାଗିରହିଛି। ଏପରିକି ସେଠାକାର…

ଶୋଇବା ଘର ଭିତରୁ ବାହାରିଲା ୧୫ ଫୁଟର ଅହିରାଜ ସାପ

ଅନୁଗୁଳ(କେନ୍ଯୁଜ୍) : ଶୋଇବା ଘରୁ ଉଦ୍ଧାର ହେଲା ବିରାଟ ଅହିରାଜ ସାପ । ଏଭଳି ଏକ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ତଳଗଡ ଗାଁର ରବିନାରାୟଣ ଦେହୁରୀଙ୍କ ଘରେ । ପରିବାର ଲୋକେ ଘରେ ଶୋଇଥିବା ସମୟରେ ସାପଟିକୁ ଦେଖି ବନବିଭାଗକୁ ଖବର ଦେଇଥିଲେ । ସ୍ନେକ ହେଲ୍ପ ଲାଇନର ସାହାର୍ଯ୍ଯ…

ଏୟାରପୋର୍ଟରେ ଯାତ୍ରୀଙ୍କ ପର୍ସରୁ ବାହାରିଲା ୨୦ଟି ଜିଅନ୍ତା ସାପ

ମସ୍କୋ : ନିକଟରେ ରୁଷର ଏୟାରପୋର୍ଟରେ ଏପରି ଏକ ଘଟଣା ଦେଖିବାକୁ ମିଳିଛି ଯାହା ସାଧାରଣତଃ ସମସ୍ତଙ୍କୁ କରିଦେବ ଆଶ୍ଚର୍ଯ୍ଯ। ଜଣେ ବ୍ଯକ୍ତି ଜର୍ମାନୀରୁ ରୁଷ ନିଜର ହାତ ଧରା ପର୍ସ ବା ହ୍ଯଣ୍ଡବ୍ଯାଗରେ ୨୦ଟି ଜିଅନ୍ତା ସାପ ଧରି ବିମାନ ଯାତ୍ରା  କରିଥିବା ଜଣାପଡ଼ିଛି। ସେ ରୁଷରେ ଅବତରଣ କରିବା…

ଏମିତି ଏକ କାଫେ ଯେଉଁଠାରେ ଚା- କଫି ସହ ଦିଆଯାଇଥାଏ ବିଷଧର ସାପ

ଲୋକଙ୍କ ଦୃଷ୍ଟି ଆର୍କଷଣ ପାଇଁ ବିଭିନ୍ନ ସ୍ଥାନରେ ପ୍ରସ୍ତୁତ କରାଯାଇଛି ଭିନ୍ନ ଭିନ୍ନ ପ୍ରକାରର କାଫେ। ତେବେ ଆଜି ଆମେ ଆପଣଙ୍କୁ ଏମିତି ଏକ କାଫେ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ କଫି ଏବଂ ଚା ସହ ମିଳିଥାଏ ସାପ। ଏହି ସାପ ନକଲି ନୁହଁ ବରଂ ଅସଲି କୁହାଯାଇଥାଏ। ଏଠରେ ଆପଣଙ୍କ ମନ ପସନ୍ଦ…

ସ୍ବାଧୀନତା ଦିବସରେ ନାଗପଞ୍ଚମୀ : ତ୍ରିରଙ୍ଗା ଉଡାଇବା ବେଳେ ବାହରିଲା ସାପ

ସାରାଦେଶ ପାଳନ କରୁଛି ସ୍ବାଧୀନତା ଦିବସ । କିନ୍ତୁ ଏହି ସମୟରେ ମଧ୍ୟପ୍ରଦେଶରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ବୈତୁଲର ଏକ ସ୍ଥାନୀୟ ଏକ ସ୍କୁଲରେ ପତାକା ଉତ୍ତୋଳନ ସମୟରେ ହଠାତ୍ ଏକ ସାପ ବାହାରିଆସିଥିଲା । କଳା ରଙ୍ଗର ଏହି ସାପଟି ତ୍ରିରଙ୍ଗା ଲାଗିଥିବା ପାଇପ ଉପରେ ଥିଲା । କିଛି ସମୟରେ…

ଏମିତି ଏକ ମନ୍ଦିର ଯେଉଁଠାରେ ରହିଛନ୍ତି ୩୦ ହଜାର ନାଗସାପ

ଭଗବାନ ଶିବଙ୍କ ସହ ଜଡ଼ିତ ଥିବାରୁ ସନାତନ ଧର୍ମରେ ସାପଙ୍କର ବହୁ ମାନ୍ୟତା ରହିଛି। ଏପରିକି ପ୍ରତ୍ୟେକ ଶିବ ମନ୍ଦିରରେ ନାଗ ସାପଙ୍କର ମୂର୍ତ୍ତି ବା ଧାତୁ ପୂଜା ପାଇଥାଏ। କିନ୍ତୁ ଭାରତରେ ଏପରି ଏକ ମନ୍ଦିର ରହିଛି ଯେଉଁଠାରେ ଏକତ୍ର ଦେଖିବାକୁ ମିଳେ ୩୦ ହଜାର ନାଗ। ଆସନ୍ତୁ ଜାଣିବା କଣ ରହିଛି…

ଚାଲାକ୍ ବିଲେଇ : ଏକ ଘଣ୍ଟା ସାପ ସହ କଲା ଲଢ଼େଇ

ମାଲକାନଗିରି : ସାପ-ବିଲେଇ ଲଢେଇ। କଥାଟା ଶୁଣିବାକୁ ଅଡୁଆ ଲାଗୁଥିଲେ ବି ସତ । ସାପକୁ ଘର ଭିତରକୁ ପ୍ରବେଶ କରିବାରେ ଅଟକାଉଛି । ଏଭଳି ଏକ ଘଟଣା ନଜର ଆସିଛି ମାଲକାନଗିରିରେ । ସ୍ଥାନୀୟ ନାକଟି ମନ୍ଦିର ସାହିର ପୋଲିସ କର୍ମଚାରୀ କାର୍ତ୍ତିକ ଗୁଣ୍ଠାଙ୍କ ଘରେ ଏକ ୪ ଫୁଟର ନାଗ ସାପଟି ପଶିବା…