Browsing Tag

snana purnima

ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ନୀତିନିର୍ଘଣ୍ଟ, ସ୍ନାନମଣ୍ଡପରେ ଶ୍ରଦ୍ଧାଳୁମାନେ ଶ୍ରୀବିଗ୍ରହଙ୍କୁ ସ୍ପର୍ଶ…

ପୁରୀ(କେନ୍ୟୁଜ୍): ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ବ୍ୟାପକ ପ୍ରସ୍ତୁତି । ନୀତିନିର୍ଘଣ୍ଟ ଅନୁଯାୟୀ, ୪ ତାରିଖ ଭୋର ୪ଟାରୁ ୬ଟା ମଧ୍ୟରେ ଡୋର ଲାଗି ପୁଷ୍ପାଞ୍ଜଳି ହୋଇ ପହଣ୍ଡି ଆରମ୍ଭ ହେବ । ଦିନ ୧୧ଟା ୨୦ରୁ ୧୨ଟା ୪୫ ମଧ୍ୟରେ ଜଳ ବିଜେ, ପୂଜା ଓ ସ୍ନାନ କରାଯିବ ।…

ସ୍ନାନ ଯାତ୍ରା ପ୍ରସ୍ତୁତି: ମାର୍କେଟ ଛକରୁ ଆରମ୍ଭ ହେବ ବ୍ୟାରିକେଡ୍‌, ସିସିଟିଭି କ୍ୟାମେରାରେ କଡ଼ା ନଜର ରଖିବ ପୋଲିସ

ପୁରୀ(କେ.ନ୍ୟୁଜ୍‌): ସ୍ନାନଯାତ୍ରା ପାଇଁ ପୁରୀରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ଏ ନେଇ ଦଇତାପତି ନିଯୋଗ ସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୈଠକ କରିଛନ୍ତି। ଶୃଙ୍ଖଳିତ ସ୍ନାନଯାତ୍ରା ଓ ରଥଯାତ୍ରା ପାଇଁ ବୈଠକରେ ଆଲୋଚନା କରାଯାଇଛି। ଜଳ ଲାଗି, ହାତୀବେଶ ସମୟରେ ଶୃଙ୍ଖଳା ରକ୍ଷା…

ଆମେରିକା ହ୍ୟୁଷ୍ଟନରେ ଭକ୍ତିମୟ ପରିବେଶରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣିମା

ଭୁବନେଶ୍ୱର : ଆମେରିକାର ହ୍ୟୁଷ୍ଟନ୍‌ରେ ଖୁବ୍‌ ଉତ୍ସାହ ଓ ଉଦ୍ଦୀପନା ତଥା ଭକ୍ତିଭାବନା ମଧ୍ୟରେ ପାଳିତ ହୋଇଯାଇଛି ଶ୍ରୀଜଗନ୍ନାଥଙ୍କ ଦେବସ୍ନାନ ପୂର୍ଣ୍ଣିମା ପର୍ବ । ଏଠାରେ ଥିବା ମନ୍ଦିରରେ ପୂର୍ବ ଦିନରୁ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ କରାଯାଇଥିଲା । ସକାଳେ ୧୦୮ କଳସରରେ ପବିତ୍ର ଜଳ…

ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା, ଆଜି ୧୦ଟା ରାତିରୁ ପୁରୀରେ ଜାରି ହେବ ୧୪୪ ଧାରା

ପୁରୀ(କେନ୍ଯୁଜ୍): ଆସନ୍ତାକାଲି ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀରୁ ସ୍ନାନବେଦୀକୁ ବିଜେ କରିବେ ଶ୍ରୀଜୀଉ । ଗଜବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାବାହୁ । ସ୍ନାନଯାତ୍ରା ପାଇଁ ସରିଛି ସମସ୍ତ ପ୍ରସ୍ତୁତି । ଆଜି ରାତି ଗୋଟାଏରୁ ଆରମ୍ଭ ହେବ ଶ୍ରୀଜୀଉଙ୍କ ପହଣ୍ଡି । ଧାଡି ପହଣ୍ଡିରେ…

ଏମିତି ସରିଲା ମହାପ୍ରଭୁଙ୍କ ସ୍ନାନଯାତ୍ରା : ଆଜି ଭକ୍ତଙ୍କୁ ଖୋଜୁଥିଲା ଶୂନ୍ୟ ବଡ଼ଦାଣ୍ଡ, ନଥିଲା ହରିବୋଲ କି ହୁଳହୁଳି…

ପୁରୀ (କେ ନ୍ୟୁଜ୍‌) : ସ୍ନାନବେଦୀରେ ଆଜି ବସିଥିଲେ ଚତୁର୍ଦ୍ଧା ମୂରତି । ସେବାୟତ ରୀତିନୀତି ଅନୁସାରେ ଠାକୁରମାନଙ୍କୁ ସ୍ନାନ କରାଇଲେ । ହେଲେ ଭକ୍ତ ପ୍ରିୟ ଭଗବାନଙ୍କ ପାଇଁ ଆଜି ଯେମିତି ସବୁ କିଛି ଶୂନ୍ୟ ଥିଲା । ନା ବଡ଼ଦାଣ୍ଡରେ ପଡୁଥିଲା ହରିବୋଲ ହୁଳହୁଳି । ନା ଶୁଭୁଥିଲା ଜୟଜଗନ୍ନାଥର…

୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି, କିଛି ସମୟ ପରେ ଗଜ ଦେଶରେ ଦେବେ ଦର୍ଶନ

ପୁରୀ : ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି । ରତ୍ନସିହ୍ନାସନରୁ ଶ୍ରୀଜିଉମାନେ ଧାଡି ପହଣ୍ଡିରେ ଆସି ସ୍ନାନମଣ୍ଡପରେ ବିରାଜମାନ କରିଛନ୍ତି। ପ୍ରତିବର୍ଷ ଭଳି ଆଜି ମଧ୍ୟ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଏଥିମଧ୍ୟରୁ ବଡ଼ ଠାକୁର ବଳଭଦ୍ରଙ୍କର ୩୩, ମହାପ୍ରଭୁ…

ଭୁବନେଶ୍ୱର କିସ୍ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଶ୍ରୀବାଣୀକ୍ଷେତ୍ରରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ଭୁବନେଶ୍ବର(କେନ୍ୟୁଜ୍): ଆଜି ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହି ଅବସରରେ ଭୁବନେଶ୍ୱର କିସ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଶ୍ରୀବାଣୀକ୍ଷେତ୍ରରେ ମଧ୍ୟ ମହାପ୍ରଭୁଙ୍କ ଏହି ପବିତ୍ର ପରମ୍ପରାକୁ ପାଳନ କରାଯାଇଛି । ରାତି ୨ଟାରେ ମନ୍ଦିରର ଦ୍ୱାର ଖୋଲା ହେବା ପରେ ଭୋର ୪ଟା ସମୟରେ…

ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା, ରତ୍ନବେଦୀ ଛାଡି ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ(କେନ୍ୟୁଜ୍):  ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ରତ୍ନବେଦୀ ଛାଡି ସ୍ନାବେଦୀକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ହାତୀ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ଶ୍ରୀଜିଉଙ୍କ ସ୍ନାନ ପାଇଁ ପ୍ରସ୍ତୁତି…

ସ୍ନାନପୂର୍ଣ୍ଣିମା ପାଇଁ ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା କଡ଼ାକଡି କଲା ପୋଲିସ, ପଢନ୍ତୁ କେମତି ଜଗାକୁ କରିବେ ଦର୍ଶନ

ପୁରୀ : ସ୍ନାନପୂର୍ଣ୍ଣିମା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ । ଏଥିପାଇଁ ଟ୍ରାଫିକ ବ୍ୟବସ୍ଥାରେ ପୁରୀକୁ ୪ଟି ଜୋନ୍‌ରେ ବିଭକ୍ତ କରାଯାଇଛି। ଗୋଟିଏ ଜୋନ ମାଳତୀପାଟପୁରରେ ରହିବ। ଅନ୍ୟ ୩ଟି ଜୋନ୍‌ ସହର ଭିତରେ ରହିବ। ହାଲୁକା ଯାନର ପାର୍କିଂ ପାଇଁ ୯ଟି ସ୍ଥାନ ରଖାଯାଇଛି। ପୁରୀକୁ…

ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, କରାଯାଇଛି ମହାପ୍ରଭୂଙ୍କ ସମସ୍ତ ନୀତି ନିର୍ଘଣ୍ଟ

ପୁରୀ (କେନ୍ୟୁଜ୍) : ଆସନ୍ତାକାଲି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୂଙ୍କ ସମସ୍ତ ନୀତି ନିର୍ଘଣ୍ଟ କରାଯାଇଛି। ଭୋର ୪ଟା ୩୦ରୁ ୬ଟା ୩୦ ମଧ୍ୟରେ ମହାପ୍ରଭୂଙ୍କ ପହଣ୍ଡି କରାଯିବ। ୭ଟାରେ ମଙ୍ଗଳ ଆଳତୀ ହେବ। ସକାଳ ୯ଟାରେ ଅବକାଶ ନୀତି, ୧୦ଟାରେ…

୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଶ୍ରୀବିଗ୍ରହ

ପୁରୀ: ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ। ଲକ୍ଷ ଲକ୍ଷ ଲୋକଙ୍କ ସମାଗମ। ଆଜି ପହଣ୍ଡିରେ ଆସି ସ୍ନାନବେଦୀରେ ବିଜେ ହେବେ ଚତୁର୍ଦ୍ଧା ମୂର୍ତ୍ତି। ଏଥିପାଇଁ ଭୋରରୁ ନୀତିକାନ୍ତି ଆରମ୍ଭ ହୋଇଛି । ମଙ୍ଗଳାର୍ପଣ ପରେ ଧାଡି ପହଣ୍ଡିରେ ତିନି ଠାକୁରଙ୍କୁ ସ୍ନାନବେଦୀକୁ…