ମିଛ ଖବରର ପ୍ରସାର ଯୋଗୁଁ ସତ ବଳିପଡୁଛି : ପ୍ରଧାନ ବିଚାରପତି ଡିଓ୍ଵାଇ ଚନ୍ଦ୍ରଚୂଡ
‘ଆମେ ଏମିତି ଏକ ଯୁଗରେ ରହୁଛେ, ଯେଉଁଠି ଲୋକଙ୍କ ପାଖରେ ଧୈର୍ଯ୍ୟ ଆଦୌ ନାହିଁ, ଲୋକଙ୍କ ସହନଶୀଳତା କମିବାରେ ଲାଗିଛି ଆଉ ସାମାଜିକ ଗଣମାଧ୍ୟମ ଯୁଗରେ ମିଛ ଖବରର ପ୍ରସାର ହେଉଥିବାରୁ ସତ ପ୍ରଭାବିତ ହେଉଛି। ସାମାଜିକ ଗଣମାଧ୍ୟମ ଯୁଗରେ ଲୋକମାନେ ଯଦି ଆପଣଙ୍କ ମତକୁ ପସନ୍ଦ କରୁ ନାହାନ୍ତି ତା…