ବିବାହର ବହୁ ବର୍ଷ ପରେ ‘ଡ୍ରିମ୍ ଗାର୍ଲ’ କହିଲେ ଏପରି କଥା, ଧର୍ମେନ୍ଦ୍ରଙ୍କ ସହ ବିବାହ ନ କରିବାକୁ ପିତା କରିଥିଲେ…
ବଲିଉଡ ଅଭିନେତ୍ରୀ ହେମା ମାଲିନୀ ଓ ଧର୍ମେନ୍ଦ୍ରଙ୍କ ବିବାହ ଆଜକୁ ବହୁ ବର୍ଷ ବିତିଯାଇଥିଲେ ହେଁ ତାଙ୍କର ଆଫେୟାରସ୍ କିନ୍ତୁ ଆଜି ବି ଚର୍ଚ୍ଚାରେ । ଧର୍ମେନ୍ଦ୍ର ଓ ହେମାଙ୍କ ବିବାହକୁ ନେଇ ଘଟିଥିବା ଏପରି ବହୁ ଘଟଣା ରହିଛି ଯାହା ଆପଣ ବୋଧହୁଏ ଜାଣି ନଥିବେ । ଆଜି ଜାଣିବା ଡ୍ରିମ୍ ଗାର୍ଲ…