ସିବିଆଇ ଚାର୍ଜସିଟ୍ରେ ବଡ଼ ଖୁଲାସା! ସୋନାଲି ଫୋଗାଟଙ୍କୁ ଜବରଦସ୍ତ ୭ ଥର ଦିଆଯାଇଥିଲା ଡ୍ରଗ୍ସ; ହତ୍ୟା ପଛର କାରଣ ଏବେ…
ସୋନାଲି ଫୋଗାଟ ହତ୍ୟା ମାମଲାରେ ବଡ଼ ଖୁଲାସା ହୋଇଛି। ଏହି ମାମଲାର ତଦନ୍ତ କରୁଥିବାର ସିବିଆଇ ଟିମ୍ ନିଜର ଚାର୍ଜସିଟରେ ଉଲ୍ଲେଖ କରିଛି ଯେ ସୋନାଲି ଫୋଗାଟଙ୍କୁ MDMA ଡ୍ରଗ୍ସ ଜବରଦସ୍ତ ଦିଆଯାଇଥିଲା। ଆଉ ତାହା ବି ଥରେ ନୁହେଁ, ବରଂ ୭ ଥର ତାଙ୍କୁ ପ୍ଲାଷ୍ଟିକ୍ ବୋତଲରୁ ଡ୍ରଗ୍ସ ପିଆଯାଇଥିଲା।…