Browsing Tag

soro

ଅଧା ରହିଗଲା ଜଗା ଦର୍ଶନ : ପୋଲ ତଳକୁ ଖସିଲା କାର୍‌, ଗୋଟିଏ ପରିବାରର ୫ ଗୁରୁତର

ସୋର (କେନ୍ୟୁଜ): ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର। ଦୁର୍ଘଟଣାରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଏପରି ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ତଳନଗର ନିକଟରେ। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମସ୍ତ ଆହତଙ୍କ ଘର ପଶ୍ଚିମବଙ୍ଗ ହୋଇଥିବା ବେଳେ…

ପୋଲିସ ଉପରେ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ଦୁର୍ବୃତ୍ତ

ପୋଲିସ ଉପରେ ଆକ୍ରମଣ କରି ଅଭିଯୁକ୍ତଙ୍କୁ ଛଡ଼ାଇ ନେଲେ ଦୁର୍ବୃତ୍ତ । ଅଭିଯୁକ୍ତଙ୍କୁ ଗିରଫ କରି ଫେରିବା ବେଳେ ପୋଲିସ ଉପରେ ଆକ୍ରମଣ କରିଥିଲେ । ଵାଲେଶ୍ୱର ଜିଲ୍ଲା ସୋର ଥାନା ଅନନ୍ତପୁର ଫାଣ୍ଡି ପୋଲିସ ଘାଟ ଅଞ୍ଚଳରେ ଏହି ଘଟଣା ଘଟିଛି । ଅନନ୍ତପୁର ଫାଣ୍ଡି ପୋଲିସ ଜଣେ ଅଭିଯୁକ୍ତ ବଂଶୀଧର…

ଅଜା ଦଶାହ ଦିନ ଦୁଇ ନାତି ମୃତ, ଖାଦାନରେ ପଡି ଗଲା ଜୀବନ

ସୋର (କେନ୍ୟୁଜ): ଅଜାଙ୍କ ଦଶାହରେ ସଲିଳ ସମାଧି । ଦଶକର୍ମ ପରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ନାତି । ପଥର ଖାଦାନ ଗାତରେ ଥିବା ପାଣିରେ ବୁଡି ୨ ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ବର ଜିଲ୍ଲା ସୋର ଥାନା ୱାଦା ଶାସନରେ ଏହି ଘଟଣା ଘଟିଛି । ମୃତକମାନେ ହେଲେ କୁଲୁଆ ପାଢ଼ୀ ଓ ଚନ୍ଦନ କର । ଗାଁର…

ବର୍ଷା ଯୋଗୁ ଭାରସାମ୍ୟ ହରାଇ ପୋଖରୀରେ ପଶିଗଲା କାର, ଅଳ୍ପକେ ବର୍ତ୍ତିଲେ ୫ ଯୁବକ

ସୋର (କେନ୍ୟୁଜ): ଭାରସାମ୍ୟ ହରାଇ ପୋଖରୀରେ ପଶିଗଲା କାର । ବଡ଼ ଦୁର୍ଘଟଣାରୁ ବର୍ତ୍ତିଗଲେ ଯାତ୍ରୀ । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ୧୬ନମ୍ବର ଜାତୀୟ ରାଜପଥ ମାର୍କୋଣା ବଜାର ସାହି ନିକଟରେ ଏହି ଦୁର୍ଘଟଣା ଘଟିଛି । ପ୍ରବଳ ବର୍ଷା ଯୋଗୁଁ କାରଟି ବାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ…

ବିଧାତା କେତେ ନିଷ୍ଠୁର: ପୁଅର ଲଗ୍ନଧରା ପୂର୍ବରୁ ଚାଲିଗଲା ବାପାଙ୍କ ଜୀବନ

ସୋର (କେନ୍ୟୁଜ): ପାଣି ଫୋଟକା ପରି ମିଳେଇଗଲା ଖୁସି। ପୁଅର ଲଗ୍ନଧରା ପୂର୍ବରୁ ଚାଲିଗଲା ବାପାଙ୍କ ଜୀବନ। ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଗୋବିନ୍ଦପୁର ପଞ୍ଚାୟତ କଣ୍ଟାବଣିଆ ଶାସନରେ । ଗାଁର ପ୍ରଫୁଲ୍ଲ ପାଢୀଙ୍କ ପୁଅ ଅମିତାଭଙ୍କର ବିବାହ ପାଇଁ ଲଗ୍ନ…

କାର-ବାଇକ ଧକ୍କା, ଘଟଣାସ୍ଥଳରେ ୨ ମୃତ

ସୋର (କେନ୍ୟୁଜ): କାର-ବାଇକ ଧକ୍କାରେ ୨ ବାଇକ ଆରୋହୀ ମୃତ। ବାଲେଶ୍ୱର ଜିଲ୍ଲା ବାସୁଦେବପୁର-ଗୋପାଳପୁର ନିମିକି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା। ଗୋପାଳପୁର ନିକଟ ନିମଗୋହିର ନିକଟରେ ବାଇକ ସହିତ କାର ଦୁର୍ଘଟଣା ଧକ୍କାରେ ଘଟଣାସ୍ଥଳରେ ୨ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ…

ହତାଠ୍‌ ମାଡ଼ି ଆସିଲା ଦୁଃଖ: ଦୁର୍ଘଟଣାରେ ଚାଲିଗଲା ସାନ ଭାଇର ଜୀବନ, ଅଟକିଲା ବଡ଼ ଭାଇର ବାହାଘର

ସୋର (କେନ୍ୟୁଜ): ଚାଲିଗଲା ସାନ ଭାଇର ଜୀବନ, ଅଟକିଲା ବଡ଼ ଭାଇର ବାହାଘର। ସୋର ଥାନା ବର୍ତ୍ତନା ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ରାତି ପାହିଲେ ବରକୁ ନେଇ କନ୍ୟାଘରକୁ ବାହାରିଥାନ୍ତେ ବରଯାତ୍ରୀ। ବର୍ତ୍ତନା ଗାଁର ବୈଦ୍ୟନାଥ ରଣାଙ୍କ ବଡପୁଅ ପୁଅ ଭରତ ରଣାଙ୍କ ସୋର କୁଶଲେଶ୍ୱର ଶିବ ମନ୍ଦିରରେ…

ସ୍ତ୍ରୀ ସହିତ କଳି କରି କୁରାଢ଼ୀ ବେଣ୍ଟର ପିଟି ପିଟି ହତ୍ୟାକଲା ସ୍ୱାମୀ

ସୋର(କେନ୍ୟୁଜ): ଘରୋଇ କଳିରୁ କରୁଣ ପରିଣତି । ସ୍ତ୍ରୀକୁ କୁରାଢ଼ୀ ବେଣ୍ଟରେ ପିଟିପିଟି ହତ୍ୟାକଲା ସ୍ୱାମୀ। ବାଲେଶ୍ଵର ଜିଲ୍ଲା ଔପଦା ଥାନା ଫତେପୁର ପଂଚାୟତ ପାଇକପଡା ଗ୍ରାମର ସିଂହ ସାହିରେ ସ୍ୱାମୀ ରାମଚନ୍ଦ୍ର ସିଂ ଘରୋଇ କଳିକୁ ନେଇ ସ୍ତ୍ରୀ ଶର୍ମିଳା ସିଂ (୩୦) ଙ୍କୁ କୁରାଢ଼ୀ ବେଣ୍ଟରେ…

ବିଷଧର ସାପ ଆତଙ୍କ: କାମୁଡ଼ାରେ ୧୦ ଆହତ, ୨ ଗୁରୁତର

ସୋର (କେନ୍ୟୁଜ): ସୋର ଅଞ୍ଚଳରେ ବିଷଧର ସାପ ଆତଙ୍କ । ଗୋଟାଏ ଦିନରେ ସାପ କାମୁଡ଼ାରେ ୧୦ ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ସୋର ମେଡ଼ିକାଲରେ ଭର୍ତ୍ତି । ବାଲେଶ୍ୱର ଜିଲ୍ଲା ସୋର, ନାୟକବନ୍ଧ, ବିଦୁ, ଈଶ୍ୱରପୁର ଆଦି ଅଞ୍ଚଳରୁ ୧୦ଜଣଙ୍କୁ ସୋର ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ…

ପୁରୀରୁ ଫେରୁଥିବା ବେଳେ କାରକୁ ଧକ୍କା ଦେଲା ଟ୍ରକ, ୪ ଗୁରୁତର

ସୋର (କେନ୍ୟୁଜ): ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ୧୬ ନମ୍ବର ଜାତୀୟ ରାଜପଥ ମଇତାପୁର ଜଗନ୍ନାଥ ରାଇସ ମିଲ୍‌ ନିକଟରେ ଦୁର୍ଘଟଣା । କାର୍‌ ସହ ଟ୍ରକର ଧକ୍କା । ଏହି ଦୁର୍ଘଟଣାରେ ଚାରି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।…

ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଅଜଣା ଗାଡ଼ି ଧକ୍କାରେ ୨ ମୃତ, ୨ ଗୁରୁତର

ସୋର (କେନ୍ୟୁଜ): ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଲେଶ୍ୱର ଜିଲ୍ଲା ସୋର ଜଗନ୍ନାଥ ଢ଼ାବା ନିକଟରେ ଦୁର୍ଘଟଣା । ଅଜଣା ଗାଡ଼ି ଧକ୍କାରେ ୨ଜଣଙ୍କ ମୃତ୍ୟୁ ହୋଇଛି । ଏକ ହାଇଓ୍ଵାକୁ ଟ୍ରକ୍‌ ପଛରୁ ଧକ୍କା ଦେବାକରୁ ୨ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଛନ୍ତି । ମୃତକ ଦୁଇଜଣ ପଶ୍ଚିମବଙ୍ଗର…

ଓଲଟିଲା ଗୋରୁ ବୁଝେଇ ପିକଅପ ଗାଡି, ୪ ଗୋରୁ ମୃତ

ସୋର (କେନ୍ୟୁଜ): ବେଆଇନ ଗୋରୁ ବୋଝେଇ ପିକଅପ ଗାଡି ଓଲଟି ୪ ଗୋରୁ ମୃତ। ବାଲେଶ୍ୱର ଜିଲ୍ଲା ଖଇରା ଥାନା ବାଙ୍କତିରା ଛକରେ ଖଇରା ଆଡୁ ଏକ ପିକଅପ ଗାଡି ୮ଟି ଗୋରୁ ନେଇ ସୋର ଆସୁଥିବା ବେଳେ ବାଙ୍କିତିରା ଛକ ନିକଟରେ ଥିବା ବିଦ୍ୟୁତ ଖୁଣ୍ଟରେ ବାଡେଇ ଓଲଟି ପଡିଥିଲା । ଫଳରେ ଗାଡିରେ ଥିବା ୮ ଟି…