Browsing Tag

south Korea

ଫୋନର ବ୍ୟବହାରକୁ ଦୃଷ୍ଟିରେ ରଖି ଛାତ୍ର ତିଆରି କଲେ “The third Eye”, ଭିଡିଓ ହେଉଛି ଭାଇରାଲ

ଡିଜିଟାଲ ଯୁଗରେ ଆଜିକାଲି ସମସ୍ତେ ସ୍ମାର୍ଟଫୋନକୁ ନେଇ ବ୍ୟସ୍ତ । ଘର ହେଉ କିମ୍ବା ବାହାର ସମସ୍ତଙ୍କ ହାତରେ ଖଣ୍ଡେ ଖଣ୍ଡେ ହ୍ୟାଣ୍ଡସେଟ ଆପଣ ନିଶ୍ଚିତ ଭାବେ ଦେଖୁଥିବେ । କିନ୍ତୁ ଫୋନର ବହୁଳ ବ୍ୟବହାର ଏବେ ଅନେକଙ୍କ ପାଇଁ କାଳ ମଧ୍ୟ ସାଜୁଛି । ଏଭଳି ପରିସ୍ଥିତିରେ ଅନେକ ହେୟଜ୍ଞାନ ହୋଇ ନିଜ…

ବାରମ୍ବାର Hyundai Konaର ଇଲେକଟ୍ରିକ କାରରେ ଲାଗୁଛି ନିଆଁ, କାରଣ ଅସ୍ପଷ୍ଟ

ଦକ୍ଷିଣ କୋରିଆର ପ୍ରମୁଖ ଗାଡ଼ି କମ୍ପାନୀ Hyundaiର ଫେମସ ଇଲେଟ୍ରିକ କାର Hyundai Konaରେ ନିଆଁ ଲାଗିବା ପରେ ଚର୍ଚ୍ଚା ଥମିବାର ନାଁ ଧରୁନି । କମ୍ପାନୀ ଦ୍ୱାରା ୭୭ହଜାର ରୁ ଅଧିକ ୟୁନିଟ ରିକଲ ପରେ ମଧ୍ୟ ଗାଡ଼ିରେ ନିଆଁ ଲାଗୁଛି । Hyundai Kona SUରେ ନିଆଁ ଲାଗିବା ଘଟଣା ବେଶ ଚର୍ଚ୍ଚା…

ଆସିଲା କିଆ ସେଲଟସ୍‌ ଏସୟୁବି, ଗ୍ରାହକଙ୍କ ପାଇଁ ରହିଛି ଦମଦାର ଫିଚର

ଦକ୍ଷିଣ କୋରିଆର ପ୍ରମୁଖ ଅଟୋମୋବାଇଲ କମ୍ପାନି କିଆ କର୍ପୋରେସନ ନିଜର ନୂଆ କିଆ ସେଲଟସ୍‌ ଏସୟୁବିକୁ ବିଦେଶୀ ମାର୍କେଟକୁ ଏଣ୍ଟ୍ରି କରାଇସାରିଛି। ଭାରତରେ ଏହାର ଏଣ୍ଟ୍ରି ହୋଇସାରିଛି। ଗ୍ରାହକମାନଙ୍କ ଦ୍ୱାରା ମଧ୍ୟ ଆଦୃତ ହୋଇଛି। କିଆ ସେଲଟସ୍‌ କୁ ଭାରତୀୟ ବଜାରରେ ଜୁଲାଇ ୨୦୧୯ରେ ଲଞ୍ଚ…

ଉତ୍ତର କୋରିଆରୁ ୧୦ ଫୁଟ ଉଚ୍ଚତାର କାନ୍ଥ ଡେଉଁ ଦକ୍ଷିଣ କୋରିଆରେ ପହଞ୍ଚିଲେ ବ୍ୟକ୍ତି, ସୈନିକମାନେ ମଧ୍ୟ ହେଲେ…

ପୃଥିବୀରେ ସବୁଠାରୁ ଅଧିକ ଲମ୍ବା ଓ ଉଚ୍ଚତା ପର୍ଯ୍ୟନ୍ତ ଡେଇଁ ପାରୁଥିବା ଜୀବ ହେଉଛି କଙ୍ଗାରୁ। କଙ୍ଗାରୁ ନିଜ ପ୍ରଥମ ଜମ୍ପ୍‌ରେ ପାଖାପାଖି ୬ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଅତିକ୍ରମ କରିପାରେ। କିନ୍ତୁ କେବେ କେଉଁ ମଣିଷକୁ ୧୦ ଫୁଟ ଉଚ୍ଚତାକୁ ଡେଇଁ ପାର କରିଥିବାର ଦେଖିଛନ୍ତି କି? ଉତ୍ତର…

କରୋନା ଭୟ : ୧୪ ଲକ୍ଷ ଟଙ୍କାକୁ ପ୍ରଥମେ ଓ୍ଵାଂଶିମେସିନରେ ଧୋଇଲେ, ତା’ପରେ ଓଭନରେ ଶୁଖାଇଲେ

କରୋନା ଭାଇରସ୍ ଭାରତ ସମେତ ବିଶ୍ୱର ଅନେକ ଦେଶରେ ସଙ୍କଟ ସୃଷ୍ଟି କରିଛି । ଏହି ମହାମାରୀ ସୃଷ୍ଟି କରିଛି ଅନେକ ଚ୍ୟାଲେଞ୍ଜ ଏବଂ ବିପଦ। ଯାହାର ମୁକାବିଲା ପାଇଁ ଲୋକମାନେ ଯତ୍ନବାନ ହେଉଛନ୍ତି । ଏହି ସମୟରେ ଏକ ମାମଲା ସାମ୍ନାକୁ ଆସିଛି ଯେ ଜଣେ ବ୍ୟକ୍ତି କରୋନା ଭୟରେ ୱାଶିଂମେସିନରେ ବହୁ…

ରାଗିଗଲେ ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଭଉଣୀ, ଦକ୍ଷିଣ କୋରିଆ ସହ ସମ୍ପର୍କ ଛିନ୍ନ କରିବାକୁ ଦେଲେ ଧମକ

ସ୍ୱାସ୍ଥ୍ୟଗତ କାରଣକୁ ନେଇ କିଛି ଦିନ ହେବ ଚର୍ଚ୍ଚାରେ ଥିଲେ ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌। ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରସାରଣ ହେବା ପରେ କିମ୍‌ଙ୍କ ଭଉଣୀ ଶାସନ ଭାର ସମ୍ଭାଳିବେ ବୋଲି ଚର୍ଚ୍ଚା ହୋଇଥିଲା। ତେବେ କିମ୍‌ ଭଲ ହୋଇ ଆସିବା ପରେ ସମସ୍ତ କଳ୍ପନାଜଳ୍ପନାର…

କିମ ଜୋଙ୍ଗ ଉନଙ୍କୁ ନେଇ ଦକ୍ଷିଣ କୋରିଆର ବଡ ବୟାନ, କହିଲା ପ୍ରକୃତ ସତ

କିଛି ଦିନ ହେବ ଉତ୍ତର କୋରିଆର ଶାସକ କିମ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟକୁ ନେଇ କଳ୍ପନାଜଳ୍ପନା ଚାଲିଛି । ଅନେକ ରିପୋର୍ଟ ଏବଂ ବିଶେଷଜ୍ଞ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଜୋଙ୍ଗ ଉନ୍ ଆଉ ନାହାଁନ୍ତି । ଏଥି ସହିତ ଜାପାନର ଗଣମାଧ୍ୟମ କହିଛି ଯେ କିମ ହାର୍ଟ ସର୍ଜରୀ ପରେ କୋମାରେ ପ୍ରବେଶ କରିଛନ୍ତି ।…

ଏବେ ଚୀନରୁ ନୁହେଁ ବରଂ ଏହି ଦେଶରୁ କରୋନା କିଟ୍ କିଣିବ ଭାରତ, ଦେଲା ଏତେ ଲକ୍ଷର ଅର୍ଡର

କରୋନା ସଙ୍କଟ ବେଳେ ଭାରତ ଚୀନଠାରୁ ସାହାଯ୍ୟ ଆଶା କରି କରୋନା ରାପିଡ଼ ଟେଷ୍ଟ କିଟ ଅର୍ଡର କରିଥିଲା। କିନ୍ତୁ ଏହି କିଟ ସଠିକ ତଥା ନିର୍ଭୁଲ ତଥ୍ୟ ଦେବାରେ ଅସମର୍ଥ ହୋଇଥିଲା। ଏଣୁ ଭାରତ ଏବେ ଚୀନଠାରୁ ନୁହେଁ ବରଂ ଦକ୍ଷିଣ କୋରିଆଠାରୁ କରୋନା କିଟ୍ କିଣିବାକୁ ନିଷ୍ପତ୍ତି ନେଇଛି। ଭାରତ ତରଫରୁ…

ଗୁପ୍ତ କ୍ୟାମେରାରେ ସୁଟିଂ କରାଯାଉଛି ମହିଳାଙ୍କ ବେଡରୁମ୍ ଓ ଗାଧୁଆ ବେଳର ଫଟୋ, ଟେର ପାଉନି ପୋଲିସ

ବିଜ୍ଞାନ ଯେତିକି ଅଗ୍ରଗତି କରୁଛି ଅପରାଧ ମଧ୍ୟ ସେହି ପରିମାଣରେ ବୃଦ୍ଧି ପାଉଛି। ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ଦକ୍ଷିଣ କୋରିଆରେ। ଏଠାରେ ଗତ କିଛି ବର୍ଷ ହେବ ଏକ ନୂଆ ଧରଣର ଅପରାଧ ସାମ୍ନାକୁ ଆସିଛି। ଏଠାରେ ଲୋକଙ୍କ ଅନୁମତି ବିନା ସେମାନଙ୍କର ନଗ୍ନ ଫଟୋ ଉତ୍ତୋଳନ କରାଯାଉଛି।…

ଦକ୍ଷିଣ କୋରିଆରେ ଚିନ୍ତା ବଢାଇଲା କରୋନା ଭାଇରସ୍, ସୁସ୍ଥ ହୋଇ ଘରକୁ ଫେରୁଥିବା ଲୋକେ ପୁଣି ହେଉଛନ୍ତି ସଂକ୍ରମିତ

ଦକ୍ଷିଣ କୋରିଆ: କରୋନା ଭାଇରସ୍‌କୁ ନେଇ ଦକ୍ଷିଣ କୋରିଆରେ ଏକ ନୂଆ ଚିତ୍ର ସାମ୍ନାକୁ ଆସିଛି । ପୁଣି ଥରେ କରୋନା ଆକ୍ରାନ୍ତ ହୋଇଛନ୍ତି ସୁସ୍ଥ ହୋଇଥିବା ବ୍ୟକ୍ତି । ଯେଉଁ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିଲେ, ଏବେ ପୁର୍ନବାର ସେମାନେ ସଂକ୍ରମିତ ହୋଇଛନ୍ତି । ଯାହା ସବୁ କରୋନା ଆକ୍ରାନ୍ତ…

ଏମିତି ଏକ ଜାଗା ଯେଉଁଠି ମୃତ୍ୟୁକୁ ଖୁସିରେ ସ୍ୱାଗତ କରନ୍ତି ଲୋକେ

ଲୋକମାନେ ନିଜ ଜୀବନରେ ସୁଧାର ଆଣିବା ପାଇଁ ଅନେକ ପ୍ରକାର ଉପାୟ ଆପଣାଇଥାନ୍ତି। ଏହା ଏଭଳି ଏକ ପ୍ରକ୍ରିୟା, ଯାହା ମୃତ୍ୟୁ ଆସିବା ପର୍ଯ୍ୟନ୍ତ ନିରନ୍ତର ଭାବେ ଚାଲିଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ଜୀବନରେ ସୁଧାର ଆଣିବା ପାଇଁ ଅନେକ ପ୍ରକାର ଉପାୟ ଆପଣାଇଥାନ୍ତି। ଅନେକ ମାନ୍ୟତା ଅନୁଯାୟୀ ନିୟମିତ…

ଲକ୍ଷେରେ ଗୋଟିଏ ଥିଲେ ଏହି ଯୁବତୀ, ହେଲେ କ୍ଷଣିକ ଭିତରେ ବଦଳିଗଲା ସବୁକିଛି, ଏବେ ଦେଖାଯାଉଛନ୍ତି ଏମିତି

ଦିନେ ଏହି ମହିଳା ଜଣକ ଏତେ ସୁନ୍ଦରୀ ଥିଲେ ଯେ ସମସ୍ତେ ତାଙ୍କ ସୁନ୍ଦରତାରେ ପାଗଳ ହୋଇଯାଉଥିଲେ। କିନ୍ତୁ ଏବେ ସେ ନିଜ ଚେହେରା ଦେଖିବାକୁ ଡରୁଛନ୍ତି। ଥାଇଲ୍ୟାଣ୍ଡର ୨୭ ବର୍ଷୀୟା ଜେନିଙ୍କ ଚେହେରା ଭୟାନକ ହୋଇଯାଇଛି। ଫଳରେ ପୂରା ଜୀବନ ହିଁ ତାଙ୍କର ବଦଳି ଯାଇଛି। ବ୍ୟାଙ୍କଙ୍ଗ୍‌ରେ ରହୁଥିବା…