Browsing Tag

space news

ଇତିହାସ ରଚିବେ ଗୋପୀଚାନ୍ଦ ଥୋଟାକୁରା, ପ୍ରଥମ ଭାରତୀୟ ପର୍ଯ୍ୟଟକ ଭାବେ ଯାତ୍ରା କରିବେ ମହାକାଶ

ପାଇଲଟ ଗୋପୀଚାନ୍ଦ ଥୋଟାକୁରା ନୂଆ ଇତିହାସ ରଚିବାକୁ ଯାଉଛନ୍ତି । ପର୍ଯ୍ୟଟକ ଭାବେ ପ୍ରଥମ ଥର ପାଇଁ ମହାକାଶରେ ଯାତ୍ରା କରିବେ ଗୋପୀଚାନ୍ଦ । ସେ ହେଉଛନ୍ତି ପ୍ରଥମ ଭାରତୀୟ ଯେ ପ୍ରଥମ ଥର ପାଇଁ ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି । ଏନେଇ ସେ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି । ସେ ଆମାଜନର…

ଏହି କ୍ଷୁଦ୍ର ଗ୍ରହରେ ରହିଛି ସୁନାର ଭଣ୍ଡାର, ଜାଣନ୍ତୁ ପୃଥିବୀକୁ କେମିତି ଆସିବ ଏତେ ସୁନା

ମହାକାଶ ବଡ଼ ବିଚିତ୍ର । ଏଠାକାର ରହସ୍ୟ ମଧ୍ୟ ଭିନ୍ନ । ଆଜି ବି ଅନେକ ରହସ୍ୟ ଲୁଚି ରହିଛି, ଯାହା ବିଷୟରେ ବୈଜ୍ଞାନିକଙ୍କୁ ବି ଜଣା ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ କ୍ଷୁଦ୍ର ଗ୍ରହ ବିଷୟରେ କହିବାକୁ ଯାଉଛୁ, ଯେଉଁ ଗ୍ରହରେ କେବଳ ସୁନା ହିଁ ସୁନା ରହିଛି । ଏଭଳି କଥା ଆପଣଙ୍କୁ…

ମହାକାଶରେ ବଢ଼େ ମଣିଷର ଉଚ୍ଚତା, ଏହା ପଛରେ ରହିଛି ଭିନ୍ନ ରହସ୍ୟ

ରହସ୍ୟରେ ଭରା ଆମ ମହାକାଶ । ଆଜି ବି ଏ ମହାକାଶରେ ଏତେ ରହସ୍ୟ ଲୁଚି ରହିଛି, ଯାହା ବିଷୟରେ ଆମକୁ କିଛି ବି ଜଣା ନାହିଁ । ଯଦି ଆମକୁ କିଛି ଜଣା ଅଛି ତାହା ହେଉଛି ଏ ନୀଳ ଆକାଶ, ସୂର୍ଯ୍ୟ, ଚନ୍ଦ୍ର ଓ ତାରା । କିନ୍ତୁ ମହାକାଶରେ ଅନେକ ମଜାଦାର ଏବଂ ଅଦ୍ଭୁତ ଜିନିଷ ଅଛି ଯାହା ବିଷୟରେ କେବଳ…

ଦୁନିଆର ଏକମାତ୍ର ପ୍ରାଣୀ ଯିଏ ମହାକାଶରେ ଜନ୍ମ କରିଛି ୩୩ଟି ଛୁଆ

ଆମ ବିଶ୍ୱରେ ପ୍ରାୟତଃ ଏପରି ସବୁ କିଛି ହେଉଛି, ଯାହକୁ ବିଶ୍ୱାସ କରିବା ଆମ ପାଇଁ କଷ୍ଟ  ହୋଇଯାଉଛି । ହେଲେ ଏପର୍ଯ୍ୟନ୍ତ ଆପଣମାନଙ୍କ ଜୀବନରେ ଯେଉଁ ବି କଥା ହେଉ ତାହା ସିଧାସଳଖ ଆମ ପୃଥିବୀ ସହିତ ଜଡିତ ରହିଥାଏ । କିନ୍ତୁ ଆଜି ଆମେ ଆପଣମାନଙ୍କୁ ଏକ ଏପରି ପ୍ରାଣୀ ବିଷୟରେ ଜଣାଇବୁ, ଯିଏ…

ମହାକାଶରେ ଜନ୍ମ ହୋଇପାରିବ କି ମଣିଷ ? ଆଶା ବଢ଼ାଇଲା ମୂଷା ଉପରେ ହୋଇଥିବା ପରୀକ୍ଷଣ

ମଣିଷ ମହାକାଶରେ ରହିବା ପାଇଁ ସ୍ୱପ୍ନ ଦେଖୁଛି । ଏନେଇ ବୈଜ୍ଞାନିକମାନେ ଲଗାତାର ରିସର୍ଚ୍ଚ କରୁଛନ୍ତି । ତେବେ ନିକଟରେ ବୈଜ୍ଞାନିକମାନେ ଏପରି ଏକ ପରୀକ୍ଷଣ କରିଛନ୍ତି, ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କାରଣ ଏହି ପରୀକ୍ଷଣରେ ବୈଜ୍ଞାନିକମାନେ ଭ୍ରୁଣ ସୃଷ୍ଟି କରିଛନ୍ତି ।…

କାହିଁକି ଅନ୍ଧକାରରେ ରହିଛି ମହାକାଶ, ଜାଣନ୍ତୁ କଣ କହୁଛି ବିଜ୍ଞାନ

ଯେତେବେଳେ ବି ଆମେ ରାତିରେ ଆକାଶକୁ ଚାହିଁଥାଉ, ଆମେ ଚିକମିକ୍‌ ତାରା ଦେଖୁ । ଆକାଶରେ ଏତେ ଅଧିକ ତାରା ଥାଇ ମଧ୍ୟ ଏହା ସଂପୂର୍ଣ୍ଣ କଳା ଦେଖାଯାଏ କିମ୍ବା ଅନ୍ଧକାରରେ ହିଁ ରହିଥାଏ । ମହାକାଶରେ କୋଟି କୋଟି ତାରା ରହିଛି ଏବଂ ଏଗୁଡ଼ିକ ମଧ୍ୟରୁ ଅନେକ ଆମ ସୂର୍ଯ୍ୟ ଠାରୁ ବି ଅଧିକ ଉଜ୍ଜ୍ୱଳ…

ବ୍ରହ୍ମାଣ୍ଡ ବିସ୍ଫୋରଣ ପରେ ହିଁ ତିଆରି ହେଇଥିଲା ସବୁକିଛି, ଜାଣନ୍ତୁ କିପରି ହୋଇଥିଲା ଏହା

ବ୍ରହ୍ମାଣ୍ଡ ଏଭଳି ଏକ ଶବ୍ଦ ଯେଉଁଥିରେ ସମ୍ପୂର୍ଣ୍ଣ ଦୁନିଆ ସାମିଲ । ତେବେ ଏହାର ଥିଓରି କଣ ? କଣ ବୈଜ୍ଞାନିକମାନେ ଏ ବିଷୟରେ ସବୁ କିଛି ସନ୍ଧାନ କରି ସାରିଛନ୍ତି ? ସମାନ ଭାବେ ଏଭଳି କିଛି ଦୁନିଆ ଅଛି କି ? ଏଭଳି କିଛି ପ୍ରଶ୍ନ ମଣିଷ ମନରେ ସର୍ବଦା ଆସିଥାଏ । ଏପରି ପରିସ୍ଥିତିରେ ପୃଥିବୀର…

ସ୍ପେସ୍‌ ଦୁର୍ଘଟଣାରେ ମରିବେନି ମହାକାଶଚାରୀ, ରୋବୋଟ କରିବେ ମହାକାଶର ସମସ୍ତ କାମ

ବହୁବର୍ଷ ଧରି ପୃଥିବୀରେ ବାସ କରୁଥିବା ମଣିଷ ସ୍ପେସ୍‌ ଯାତ୍ରା କରୁଛି । ପ୍ରତ୍ୟେକ ସ୍ପେସ୍‌ ମିଶନର ଭିନ୍ନ ଉଦ୍ଦେଶ୍ୟ ରହିଥାଏ । ବେଳେବେଳେ ମଣିଷ କିଛି ଗ୍ରହରେ ଜୀବନର ସନ୍ଧାନ କରେ ତ ବେଳେବେଳେ ଏଲିଅନ୍ସଙ୍କ ସନ୍ଧାନ କରିବା ପାଇଁ ମହାକାଶକୁ ଯାଏ । ନିକଟରେ ଭାରତର ଚନ୍ଦ୍ରଯାନ-୩ ମିଶନ…

ମହାକାଶଚାରୀମାନେ କେତେ ଘଣ୍ଟା କାମ କରନ୍ତି ଜାଣିଛନ୍ତି କି ? ପ୍ରକାଶ ପାଇଲା ରିପୋର୍ଟ

ମହାକାଶରେ ଅନେକ ରହସ୍ୟମୟୀ ଜିନିଷ ରହିଛି । ଏନେଇ ବୈଜ୍ଞାନିକ ମାନେ ଅନୁସନ୍ଧାନ ଜାରି ରଖିଛନ୍ତି । ଏହି ଅନୁସନ୍ଧାନ ପାଇଁ ଦିନ ରାତି ଏକ କରି ଦିଅନ୍ତି ବୈଜ୍ଞାନିକ । ତେବେ ବୈଜ୍ଞାନିକମାନେ କେତେ ସମୟ ପର୍ଯ୍ୟନ୍ତ କାମ କରନ୍ତି ? ସେମାନଙ୍କ କାମ କରିବାର କିଛି ସିଡ୍ୟୁଲ ଥାଏ କି ? ଆପଣ ହୁଏତ…

ମଣିଷ ବ୍ଲାକ୍‌ ହୋଲରେ ପଡ଼ିଗଲେ କଣ ହେବ ଜାଣିଛନ୍ତି କି ? ଜାଣନ୍ତୁ କଣ କହୁଛି ବିଜ୍ଞାନ

ବ୍ଲାକ୍‌ ହୋଲ୍‌ କଣ ? ଏହା ଭିତରେ ପଶିଲେ କଣ ହେବ ? ଯଦି ମଣିଷ ଏହା ଭିତରକୁ ପଶିଯାଏ ତେବେ ତା ଶରୀର ସହ କଣ ହେବ ? ଏଭଳି ଅନେକ ପ୍ରଶ୍ନ ମଣିଷ ମନରେ କେବେ ନା କେବେ ଆସୁଥିବ । ଏହି ସମସ୍ତ ପ୍ରଶ୍ନର ଉତ୍ତର ଆଜି ଆମେ ଆପଣଙ୍କୁ ଜଣାଇବୁ । ବ୍ଲାକ୍‌ ହୋଲ୍‌ ବ୍ରହ୍ମାଣ୍ଡର ଏପରି ଏକ ତତ୍ୱ…

ଓଜୋନ ସ୍ତର ନରହିଲେ ପୃଥିବୀରେ ଜୀବନ ଶେଷ ହୋଇଯିବ କି? ଜାଣନ୍ତୁ କାହିଁକି ଆବଶ୍ୟକ ଏହି ସୁରକ୍ଷା କବଚ

ଭାରତ ସମେତ ବିଶ୍ୱର ଅନେକ ଦେଶ, ଚନ୍ଦ୍ର ଏବଂ ମଙ୍ଗଳ ସମେତ ବିଭିନ୍ନ ଗ୍ରହକୁ ନେଇ ଅନୁସନ୍ଧାନ କରୁଛନ୍ତି । ଏହି ଗ୍ରହମାନଙ୍କରେ ରହିବା ପାଇଁ ଆବଶ୍ୟକ ପରିବେଶ, ବାୟୁ ଏବଂ ଜଳ ଖୋଜାଯାଉଛି । କିନ୍ତୁ ବର୍ତ୍ତମାନ କୌଣସି ଜୀବ ସହଜରେ ବଞ୍ଚିବା ପାଇଁ ପୃଥିବୀ ବ୍ୟତୀତ ଅନ୍ୟ କୌଣସି ଗ୍ରହ ଅଧିକ…

ପ୍ରତ୍ୟେକ ମୁହୂର୍ତ୍ତରେ ବିସ୍ତାର ହେଉଛି ବ୍ରହ୍ମାଣ୍ଡ, ଜୀବଜଗତ ଉପରେ ପଡ଼ିପାରେ ଏହାର ପ୍ରଭାବ

ମଣିଷ ସର୍ବଦା ରହସ୍ୟମୟୀ ଜିନିଷ ବିଷୟରେ ଜାଣିବାକୁ ଇଚ୍ଛା କରିଥାଏ । ବ୍ରହ୍ମାଣ୍ଡରେ ଅନେକ ରହସ୍ୟମୟୀ ଜିନିଷ ରହିଛି । ଏହି ରହସ୍ୟମୟୀ ଜିନିଷ ବିଷୟରେ ଜାଣିବା ପାଇଁ ମଣିଷ ମନରେ ସ୍ୱତନ୍ତ୍ର ଆଗ୍ରହ ଦେଖାଯାଏ । ବିଶେଷକରି ରାତିର ଅନ୍ଧକାରରେ, ଯେତେବେଳେ ମଣିଷ ଆକାଶରେ ଥିବା ତାରାମାନଙ୍କୁ…