Browsing Tag

space

୨୦୦ ଦିନ ମହାକାଶରେ ବିତାଇ ପୃଥିବୀ ଫେରିଲେ ୪ ଯାତ୍ରୀ, ବଖାଣିଲେ ଶୌଚାଳୟ ଭାଙ୍ଗି ଯିବାରୁ କ’ଣ କରିଥିଲେ ସେମାନେ

୨୦୦ ଦିନ କାଳ ମହାକାଶ କେନ୍ଦ୍ରରେ ବିତାଇ ୪ ମହାକାଶ ଯାତ୍ରୀ ସୋମବାର ସ୍ପେସ୍‌ଏକ୍ସ କ୍ୟାପସୁଲ ଯୋଗେ ପୃଥିବୀ ପୃଷ୍ଠକୁ ଫେରିଛନ୍ତି। ସେମାନଙ୍କ କ୍ୟାପସୁଲ ରାତି ଅନ୍ଧାରରେ ଫ୍ଲୋରିଡାର ପେନ୍‌ସାକୋଲା ତଟରେ ମେକ୍ସିକୋ ଗଲ୍ଫରେ ଓହ୍ଲାଇଛି। ଯାତ୍ରୀମାନେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ଛାଡ଼ିବାର…

ମହାକାଶରେ ଏହିଭଳି ଭାବେ ଓ୍ଵାର୍କଆଉଟ୍‌ କରୁଛନ୍ତି ମହାକାଶ ଯାତ୍ରୀ, ଭିଡିଓ ହେଉଛି ଭାଇରାଲ

ସାଧାରଣତଃ ଆମେ ପୃଥିବୀରେ ଯେଉଁ କାମ ସହଜରେ କରି ନେଇଥାଉ, ସେହି କାମକୁ ମହାକାଶରେ କରିବା ବହୁତ ମୁସ୍କିଲ ହୋଇଥାଏ। ମହାକାଶ ଯାତ୍ରୀଙ୍କୁ ସ୍ପେସ୍‌କୁ ଯିବା ପୂର୍ବରୁ ଏହି ଟ୍ରେନିଂ ଦିଆଯାଇଥାଏ କି, ସେମାନଙ୍କୁ ମହାକାଶରେ କେମିତି ରହିବାର ଅଛି। ଏଠାରେ କେଶ ଧୋଇବା, ଖାଇବା, ଗାଧୋଇବା,…

ଇତିହାସ ରଚିଲା ସ୍ପେସ୍‌ ଏକ୍ସ: ୪ ସାଧାରଣ ନାଗରିକଙ୍କୁ ୩ ଦିନ ପାଇଁ ପଠାଇଲା ମହାକାଶ

କେନ୍ଯୁଜ୍: ଇତିହାସ ରଚିଲା ସ୍ପେସ ଏକ୍ସ। ସାଧାରଣ ନାଗରିକଙ୍କୁ ୩ ଦିନ ପାଇଁ ମହାକାଶ ପଠାଇଛି ସ୍ପେସ ଏକ୍ସ। ବିଶିଷ୍ଟ ବ୍ୟବସାୟୀ ଏଲଟ ମସ୍କଙ୍କ କମ୍ପାନୀ ସ୍ପେସ୍‌ ଏକ୍ସ ପ୍ରଥମ ଅଲ୍‌ ସିଭିଲିଆନ୍‌ କ୍ରୁ ବୁଧବାର ମହାକାଶ ଅଭିମୁଖେ ଯାତ୍ରା ଆରମ୍ଭ କରିଛି। କମ୍ପାନୀ ପ୍ରଥମ ଥର ୪ ଜଣ ସାଧାରଣ…

ମହାକାଶ ଷ୍ଟେସନ୍‌ରେ ବଢ଼ୁଛି ଲଙ୍କା ଗଛ, ୨ ମାସ ପରେ ଫଳିବ କଞ୍ଚା ଲଙ୍କା

ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌ରେ ବଢୁଛି ଲଙ୍କା ଗଛ । ନାସାର ପ୍ଲାଣ୍ଟ ହାବିଟାଟ୍‌-୦୪ ପରୀକ୍ଷଣର ଅଂଶବିଶେଷ ଗୋଟିଏ ବ୍ୟାଚ୍‌ରେ ୪୮ ହାଚ୍‌ ଲଙ୍କା ମଞ୍ଜି ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ୍‌କୁ ପଠାଯାଇଥିଲା । ସ୍ପେସ୍‌ଏକ୍ସ କାର୍ଗୋ ଜାହାଜରେ ତାହା ଜୁନ୍‌ ୫ ତାରିଖରେ ବାହ୍ୟ କକ୍ଷପଥରେ…

ମହାକାଶରେ ମଣିଷର ପ୍ରଥମ ଛୁଆ କେବେ ହେବ ଜନ୍ମ? ବୈଜ୍ଞାନିକମାନେ କଲେ ଏତେ ବଡ଼ ଖୁଲାସା

ପୃଥିବୀରେ ଆଉ କିଛି ବର୍ଷ ପରେ ମଣିଷ ରହି ପାରିବନି। କାହିଁକିନା, ଆଗାମୀ କିଛି ଦଶକ ଭିତରେ ଜନସଂଖ୍ୟା ବଢିଯିବ ଏବଂ ମଣିଷ ରହିବା ପାଇଁ ପୃଥିବୀରେ ଆଉ ଜାଗା ମିଳିବନି। ତ ଏଭଳି ସ୍ଥିତିରେ ମଣିଷ କେଉଁଆଡ଼େ ଯିବ? ଯାହାର ଉତ୍ତର ହେଉଛି ମହାକାଶ। ସେତେବେଳେ ମଣିଷ ପାଇଁ ନୂଆ ଜାଗା ହେବ ଚନ୍ଦ୍ର,…

ମହାକାଶରେ ଅଳ୍ପକେ ବର୍ତ୍ତିଲା ବଡ଼ ଧରଣର ଅଘଟଣ, ଯାହା ଉପରେ ରହିଥିଲା ସାରା ବିଶ୍ବର ନଜର

କେନ୍ଯୁଜ୍: ମହାକାଶରେ ଅଳ୍ପକେ ବର୍ତ୍ତିଲା ବଡ଼ ଧରଣର ଅଘଟଣ। ମୃତ ଉପଗ୍ରହ ଓ ପୁରୁଣା ରକେଟ ଅଂଶ ଧକ୍କା ହେବାରୁ ବର୍ତ୍ତିଗଲା। ଏହା ଉପରେ ବିଶ୍ୱର ନଜର ରହିଥିଲା । ଯଦି ଏହି ଦୁଇ ବସ୍ତୁ ଧକ୍କା ହୋଇଥାନ୍ତା ତେବେ ଆବର୍ଜନା ମେଘ ସୃଷ୍ଟି କରିଥାନ୍ତା। ଯାହାକି ଅନ୍ୟ ଉପଗ୍ରହ ଏବଂ ମହାକାଶ ଯାନକୁ…

କେବଳ ଅନ୍ତରୀକ୍ଷରୁ ହିଁ ଦେଖିପାରିବେ ବିଜୁଳି ଚମକିବାର ଏହି ଅଦ୍ଭୁତ ଦୃଶ୍ୟ, ଦେଖନ୍ତୁ ଭିଡିଓ 

ମହାକାଶଚାରୀ Bob Behnken ସୋସିଆଲ ମିଡ଼ିଆରେ ଅନ୍ତରୀକ୍ଷରୁ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । କିଛିଦିନ ତଳେ ସେ ଅନ୍ତରୀକ୍ଷର ଦୁଇଟି ଫଟୋ ସେୟାର କରିଥିଲେ ଆଉ କ୍ୟାପ୍ସନରେ ଲେଖିଥିଲେ ଆମ ଗ୍ରହର ସବୁଠାରୁ ସୁନ୍ଦର ଫଟୋ ଯେଉଁଥିରେ ଦିନ ଏବଂ ରାତି ମଧ୍ୟରେ ଥିବା ସୀମାକୁ ଅତି ସୁନ୍ଦର ଭାବେ…

ମହାକାଶର ଗନ୍ଧରେ ଆସିଲା ପରଫ୍ୟୁମ, ପ୍ରସ୍ତୁତ କରିବାକୁ ଲାଗିଲା ଚାରି ବର୍ଷ

ଅନ୍ତରୀକ୍ଷର ଗନ୍ଧ କିପରି ? ଏହି ପ୍ରଶ୍ନ ଅଧିକାଂଶ ଲୋକଙ୍କ ମନରେ କୌତୁହଳ ସୃଷ୍ଟି କରେ । ଏହାକୁ ଦୃଷ୍ଟିରେ ରଖି 'ୟୁ ଡି ସ୍ପେସ୍ ଟିମ୍' ନାମକ ଏକ ୟୁରୋପୀୟ କମ୍ପାନୀ ଲୋକଙ୍କୁ ଅନ୍ତରୀକ୍ଷର ଗନ୍ଧ ବିଷୟରେ ଅବଗତ କରାଇବା ପାଇଁ ଏହି ଗନ୍ଧରେ ଏକ ପରଫ୍ୟୁମ ଲଞ୍ଚ କରିଛି । ଅତର ସ୍ପ୍ରେ କରିବା…

ମହାକାଶରେ ସୁଟିଂ ହେବ ଟମ୍‌ କ୍ରୁଜ୍‌ଙ୍କ ଆଗାମୀ ଫିଲ୍ମ, ନାସା ସହ କଥାବାର୍ତ୍ତା ଆରମ୍ଭ

ହଲିଉଡର ଆଗଧାଡ଼ିର ଅଭିନେତା ଟମ୍‌ କ୍ରୁଜ ସବୁବେଳେ ଫ୍ୟାନ୍‌ଙ୍କ ପାଇଁ କିଛି ନା କିଛି ନୂଆ କରିଥାନ୍ତି। ଆକ୍ସନ୍‌କୁ ସେ ଏକ ନୂଆ ସ୍ତରକୁ ନେଇଯାଇଥାନ୍ତି। ପ୍ରତିଥର ସେ ନିଜ ଫିଲ୍ମରେ କିଛି ନା କିଛି ଏଭଳି କରି ଦେଖାଇଥାନ୍ତି, ଯାହା ଫ୍ୟାନ୍‌ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦିଏ। ଏଥରକ ମଧ୍ୟ ଟମ୍‌…

ଚଳିତ ମାସ ଏହି ସବୁ ତାରିଖରେ ଆକାଶରେ ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ: ବୃହସ୍ପତି, ଶନି ଓ ମଙ୍ଗଳ ଗ୍ରହର…

ନୂଆଦିଲ୍ଲୀ: ଆକାଶରେ ଦେଖିବାକୁ ମିଳିବ ବିରଳ ମହାଜାଗତିକ ଦୃଶ୍ୟ। ବୃହସ୍ପତି, ଶନି ଓ ମଙ୍ଗଳ ଗ୍ରହର ଖୁବ୍‌ ପାଖରେ ରହିବ ଚନ୍ଦ୍ର। ଏହି ଦୃଶ୍ୟ ୧୬ , ୧୭ ଏବଂ ୨୫ ଓ ୨୭ ତାରିଖରେ ମଧ୍ୟ ଦୃଶ୍ୟମାନ ହେବ। ଏହି ତିନିଟି ଗ୍ରହ ଏପ୍ରିଲ ମାସସାରା ପାଖାପାଖି ରହିବେ। ପ୍ରତିଦିନ ଭୋର ସମୟରେ…

ମହାକାଶରେ ପ୍ରସ୍ତୁତ ହେଲା ଚକୋଲେଟ କୁକିଜ୍‌, ପରୀକ୍ଷଣ ପରେ ଜଣାପଡିବ ଏହା ଖାଦ୍ୟୋପଯୋଗୀ କି ନୁହେଁ ?

ଅନ୍ତରାଷ୍ଟ୍ରିୟ ମହାକାଶ ଷ୍ଟେସନରେ ମହାକାଶଚାରୀ ପ୍ରଥମେ କୁକିଜ୍‌ କୁ ଅନ୍ତରିକ୍ଷରେ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି। କିନ୍ତୁ ଅନ୍ତରିକ୍ଷ କୁକିଜ୍‌ କୁ ପୃଥିବୀ ତୁଳନାରେ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହେବାରେ ଅଧିକ ସମୟ ଲାଗିଥିଲା। ସୂଚନା ମୁତାବକ ଅନ୍ତରିକ୍ଷ ଷ୍ଟେସନର ଇତାଲଓ୍ଵି…

ସତରେ କଣ ମହାକାଶରେ ଏଲିଆନ୍ସ ନାହାନ୍ତି ? ଜାଣିବା ପାଇଁ ପଢନ୍ତୁ ଏହି ରୋଚକ ଖବର

ବୈଜ୍ଞାନିକ ମାନେ କାହିଁ କେତେ ଦିନରୁ ରହସ୍ୟମୟୀ ଏଲିୟନଙ୍କ ସନ୍ଧାନରେ ଅଛନ୍ତି । କେତେ ବର୍ଷ ଭିତରେ ତାଙ୍କ ବିଷୟରେ କେତେକ ନୂଆ ରହସ୍ୟର ସନ୍ଧାନ ମଧ୍ୟ ମିଳିଛି । କିନ୍ତୁ କିଛି ଦିନ ତଳେ ମହାକାଶରୁ ଦେଖା ଯାଇଥିବା ଏକ ରହସ୍ୟ ମୟୀ ଆଲୋକ ବୈଜ୍ଞାନିକ ମାନଙ୍କୁ ଚିନ୍ତାରେ ପକେଇଦେଇଛି ।…